Breaking News
Breaking News
05-Dec-2024
ରାଜସ୍ବ ମନ୍ତ୍ରୀ ଙ୍କ ବଡ଼ ଘୋଷଣା ଜବରଦଖଲ ଜମି ଉପରେ ବୁଲିବ ବୁଲଡୋଜର.
(ହାଇକୋର୍ଟଙ୍କ ରହିତାଦେଶ ଉଠିବାକୁ ଅପେକ୍ଷା |
ଆଜି ବିଧାନ ସଭା ସମୟ ରେ ରାଜସ୍ବ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ଜବର ଦଖଲକାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ରାଜସ୍ବ ମନ୍ତ୍ରୀସୁରେଶ ପୂଜାରୀ । ବଡ଼ କଥା ହେଉଛି ବେଆଇନ ଘରେବୁଲଡୋଜର ଚଲାଇ ବାରେଉତ୍ତର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଦେଶରେ ସର୍ବାଗ୍ରେ ରହିଛନ୍ତି । ତେବେ ଓଡ଼ିଶା ରେ ମଧ୍ୟ ଜବର ଦଖଲକାରିଙ୍କବିରୁ ଦ୍ଧରେଦୃଢକାର୍ଯ୍ୟନୁଷ୍ଠାନନିଆ ଯିବ ବୋଲି ବିଧାନସଭାରେ ଆଜିବଡ଼ ବୟାନ ରଖୁଛନ୍ତି ରାଜସ୍ଵ ମନ୍ତ୍ରୀସୂରେଶ ପୂଜାରୀ| କିନ୍ତୁ ନିକଟରେ ବୁଲଡୋଜର ଆକ୍ସନ ବନ୍ଦ କରିବାକୁନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ତେଣୁ ରାଜସ୍ଵ ମନ୍ତ୍ରୀଙ୍କ ଚେତା ବନୀ ପରେ ଘେରିଛନ୍ତି ବିରୋଧୀ। ଜବରଦଖଲ ଜମିକୁ ନେଇଆକ୍ସନମୋଡରେ ମୋହନ ସରକାର ଜବର ଦଖଲକାରୀଙ୍କ ପାଖରେ ଥିବା
ଜମିକୁ ଫେରାଇ ଆଣିବାକୁ ଫୁଲଦମରେ ଲାଗିଛନ୍ତି ରାଜ୍ୟ ସରକାର ଓ ସହଯୋଗୀ ମନ୍ତ୍ରୀ । ବିଧାନସଭାରେରାଜସ୍ଵ ମନ୍ତ୍ରୀ ଦେଇଥିବା ତଥ୍ୟ
ଅନୁସାରେ ୨ ମାସ ମଧ୍ୟରେ ୫୫ ହଜାର୨୯୩ ଏକର୩୦୭ ଡିସିମିଲିଜମିଜବରଦଖଲକାରୀଙ୍କ ଠାରୁ ଉଚ୍ଛେଦ
କରାଯାଇଛି । ବର୍ତ୍ତମାନ ସୁଦ୍ଧା ୫୩ ହଜାର୪୮୦ ଏକର୫୨୫ ଡିସିମିଲି ଜମିଜବରଦଖଲରେ ରହିଛି | ଏହିଜମିଗୁଡ଼ିକୁଜବର ଦଖଲ ମୁକ୍ତ କରିବାପାଇଁ ପ୍ରଶା ସନିକ ସ୍ତରରେ ପଦକ୍ଷେପ
ନିଆଯାଉଛି । ପ୍ରିଭେନସନ ଅଫ ଲ୍ୟାଣ୍ଡଏନକ୍ରୋଚମେଣ୍ଟ ଆକ୍ଟ ୧୯୭୨ ଓ ୧୯୮୫ଅନୁ ଯାୟୀ ହେବ କାର୍ଯ୍ୟାନୁଷ୍ଠାନ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ | ତେବେ ହାଇକୋର୍ଟ ଙ୍କ ରହିତା ଦେଶ କୁ ଅପେକ୍ଷା |
BACK TO TOP