Breaking News

କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||      ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|    (08-May-2026)       ||      ପୋଲସରା ଥାନାରେ " ଜୁଭେଣ୍ଟିନା ` କାର୍ଯ୍ୟକ୍ରମ ଅନୁଷ୍ଠିତ |    (08-May-2026)       ||      ସଡ଼କ ଦୁର୍ଘଟଣା ରେ ମୃତ ପରିବାର ଙ୍କୁ ଚେକ ପ୍ରଦାନ କଲେ ବ୍ରହ୍ମପୁର ବିଧାୟକ |    (08-May-2026)       ||      ପ୍ରଶାସନ ନ ଶୁଣିବାରୁ ଯୁବକ ମାନେ ନିଜେ କାଳୀ ମନ୍ଦିର କୁ ରାସ୍ତା ତିଆରି କଲେ |    (06-May-2026)       ||      ଦକ୍ଷିଣାଞ୍ଚଳ ରାଜସ୍ବ ପ୍ରଶାସନିକ ଶାସନ ସଂସ୍କାର ସମ୍ପର୍କିତ ବୈଠକ ||   (06-May-2026)       ||      ଅଟୋ ଧକ୍କାରେ ମୋଟର ସାଇକେଲ ଚାଳକ ମୃତ |    (06-May-2026)       ||      ହିଞ୍ଜିଳି ରେ ଧାରଣା ରତ ମହିଳା ଙ୍କୁ ହତ୍ୟା ଘଟଣା ରେ ତୁରନ୍ତ ଅଭିଯୁକ୍ତ କୁ ଗିରଫ ସହଶିଶୁଙ୍କୁ ସହାୟତା ପାଈଁ ମୁଖ୍ୟମନ୍ତ୍ରୀ ଙ୍କୁ ଚିଠି ଲେଖିଲେ ବିରୋଧୀ ଦଳ ନେତା |   (06-May-2026)       ||      ପୋଲସରା ବ୍ଳକ ଟପ୍ପର ଙ୍କୁ ଟ୍ର୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (06-May-2026)       ||      କନ୍ଧ ମାଳ ପୋଲିସ ଦ୍ଵାରା 4ମାସ ମଧ୍ୟରେ 68 ଟନ ଗଞ୍ଜେଇ ସହ 38 ଟି ଗାଡି ଓ 104 ଜଣ ଗିରଫ |    (06-May-2026)       ||      ଦେଶୀ ବନ୍ଧୁକ ତିଆରି କାରଖାନା ରେ ଚଢ଼ାଉକରି ତିନୋଟି ବନ୍ଧୁକ ସହ ଜଣକୁ ଗିରଫ କଲା ତୁମୁଡିବନ୍ଧ ପୋଲିସ |    (06-May-2026)       ||      ଉଦ୍ଭିଦ ବିଜ୍ଞାନସ୍ନାତ କୋତ୍ତର ବିଭାଗ ପକ୍ଷରୁ ବିଦାୟ ସମ୍ବର୍ଦ୍ଧନା ଅନୁଷ୍ଠିତ |    (06-May-2026)       ||      ପ୍ରେମିକ ବାରଣ୍ଡାରେ ଧାରଣା ରେ ବସିଥିବା ପ୍ରେମିକା କୁ ହତ୍ୟା |   (05-May-2026)       ||      କୋଦଳା ମେଡିକାଲ ସମସ୍ୟା କୁ ନେଇ ସ୍ୱାଭିମାନ ମଞ୍ଚ ପକ୍ଷରୁ ସତ୍ୟ ଗ୍ରହ |    (05-May-2026)       ||      `ମଧୁମେହ ସଚେତନତା ଓ ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ `   (05-May-2026)       ||     

ଅଦିନିଆ ଲଗାଣ ବର୍ଷାରେ ଭିଜିଲା ଚାଷୀଙ୍କ କଟା ଧାନ, ଚିନ୍ତାରେ ଚାଷୀ |

21-Dec-2024

ଅଦିନିଆ  ଲଗାଣ ବର୍ଷାରେ ଭିଜିଲା ପାଚିଲା ଧାନ, ଚିନ୍ତା ରେ ଚାଷୀ,

          ଓଡିଶା ଜନମତ ବ୍ୟୁରୋ,

ପୋଲସରା ୨୧/୧୨/୨୪ ଲଘୁଚାପ ପ୍ରଭାବରେ ସୃଷ୍ଟି ହୋଇଥିବା ଅଦିନିଆ ଲଗାଣ ବର୍ଷା ରେ ଚାଷୀଙ୍କ ମେରୁଦଣ୍ଡ କୁ ଦୋହଲାଇ ଦେଇଛି |ଯା ଫଳରେ ଚାଷୀମାନେ ନାହିଁ ନଥିବା  ଅସୁବିଧା ର ସମ୍ମୁଖୀନ  ହେଉଛନ୍ତି |ଏହିଭଳି ଘଟଣା ଦେଖିବାକୁ  ମିଳିଛି  ପୋଲସରା ଅଂଚଳର ୨୬ ପଞ୍ଚାୟତ ରେ |ପୋଲସରା ବ୍ଲକ ଅଞ୍ଚଳ ର ପ୍ରାୟ ୯ ହଜାର ୩ସହ ହେକ୍ଟର ଜମିରେ ଧାନ ଚାଷ ହୋଇଥାଏ |ପ୍ରମୁଖ ଜମି ରୁ ପ୍ରାୟ ୯୦ ପ୍ରତିଶତ ଚାଷୀ ଧାନ କାଟି ବିଲ ମଧ୍ୟରେ ଗଦାକରି ରଖିଛନ୍ତି ସତ କିନ୍ତୁ  ଅଦିନିଆ ଲଗାଣ ବର୍ଷା ରେ ଭିଜି ନଷ୍ଟ ହେଉଛି |ତାହାକୁନେଇ ଚାଷୀ ଚିନ୍ତା ରେ ପଡିଯାଇଛି |ଯେଉଁ ଚାଷୀ ଧାନ ଅମଳ ପରେ ମୁଗ, ବିରି, ବୁଟ, ଚଣା ଆଦି ବୁଣିଛନ୍ତି  ତାହା ମଧ୍ୟ ନଷ୍ଟ ହେବା  ଆଶଙ୍କା |ଚାଷୀ ବର୍ତମାନ ହାତରୁ ସମସ୍ତ ଅର୍ଥ ସାରି ଚିନ୍ତା ରେ ପଡିଯାଇଛି | ଲଗାଣ ଝିପି ଝିପି ବର୍ଷା ଚାଷୀଙ୍କ ସମସ୍ୟା କୁ ଦ୍ବିଗୁଣିତ କରିପକାଇଛି |ସରକାର ଚାଷୀଙ୍କ ସମସ୍ୟା କୁ ହୃଦୟଙ୍ଗମ କରି ସହାୟତା ପ୍ରଦାନ କରନ୍ତେ ତାହା ହେଲେ ଚାଷୀକୁଳ ଉପକୃତ ହୁଅନ୍ତେ ବୋଲି ଅଞ୍ଚଳର ଚାଷୀମାନେ ସେମାନଙ୍କ ମତ ପ୍ରକାଶ କରିଛନ୍ତି |

News Comment

You Might Also Like

BACK TO TOP