Breaking News

ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||     

ପୁରୁଷୋତ୍ତମପୁର ଥାନା ସହ ସାରାରାଜ୍ୟରେ ଉଦଘାଟିତ ହେଲା "ଜୁଭେଣ୍ଟିକା `କାର୍ଯ୍ୟକ୍ରମ!|

08-May-2026

ପୁରୁଷୋତ୍ତମପୁର ଥାନାରେ "ଜୁଭେଣ୍ଟିକା" କାର୍ଯ୍ୟକ୍ରମ ଅନୁଷ୍ଠିତ |

       ଓଡ଼ିଶା ଜନମତ ବ୍ୟୁରୋ,

ଓଡ଼ିଶା ପୋଲିସ ପକ୍ଷରୁ ୦୮-୫-୨୬ ତାରିଖ ଶୁକ୍ରବାର ଦିନ ମାନ୍ୟବର ଡିଜିପି ୱାବି ଖୁରାନିଆ  ଏହି "ଜୁଭେଣ୍ଟିକା" ସ୍ବତନ୍ତ୍ର କାର୍ଯ୍ୟକ୍ରମକୁ ଭିଡିଓ କନଫରନେସି  ମାଧ୍ୟମ ରେ ଉଦଘାଟନ କରିଛନ୍ତି। ସମଗ୍ର ରାଜ୍ୟ ର ୫୭୮ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ  ଆରମ୍ଭ କରାଯାଇଛି  |  ସେହିପରି ଗଞ୍ଜାମ  ଏସପି ଶୁଭେନ୍ଦୁ କୁମାର  ପାତ୍ର ଙ୍କ ନିର୍ଦେଶ ରେ ପୁରୁଷୋତ୍ତମପୁର ଥାନାରେ ମଧ୍ୟ ଥାନା ଅଧିକାରୀ କୁଳମଣୀ ସେଠୀଙ୍କ ତତ୍ୱା ବଧାନ ରେ ଏବଂ ମହିଳା ଓ ଶିଶୁ ଡେସ୍କ ଅଧିକାରୀ  ସୁଶାନ୍ତ କୁମାର ମିଶ୍ର, ଙ୍କ ସଂଯୋଜନା ରେଏହା ଆରମ୍ଭ ହୋଈ ଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଳକ ଅଧକ୍ଷା ପିଙ୍କି ବେହେରା ଯୋଗ ଦେଇଥିଲା ବେଳେ  ଶିଶୁ ବିକାଶ ଅଧିକାରିଣୀ  ଲଳିତା ମଲ୍ଲିକ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ | ଏହାଙ୍କ ସହ କିଛି ସୁପର ଭାଇଜେର, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ ଅଙ୍ଗନ ୱାଡି  ଶିଶୁ, ଙ୍କ ସହ ଅଧକ୍ଷା ପ୍ରତିନିଧି  ଜଗତ ବନ୍ଧୁ ପଣ୍ଡା, ଜାମୁନି ସରପଞ୍ଚ ଇନ୍ଦ୍ରଜିତ ନାୟକ, ଥାନାର ପୁରୁଷ ଓ ମହିଳା ଷ୍ଟାଫ ଓ କିଛି ବରିଷ୍ଟ ନାଗରିକ ଉପସ୍ଥିତ ଥିଲେ  | ଏହି କାର୍ଯ୍ୟକ୍ରମ ର  ମୁକ୍ଷ୍ୟ ଲକ୍ଷ ହେଉଛି  କିଶୋରୀ ବାଳିକା,  ଶିଶୁ ମାନଙ୍କ ମନରୁ  ଭୟ ଦୂର କରିବା ସହ ଜୁଭେଣ୍ଟିକା ମାଧ୍ୟମ

ରେ ଶିଶୁମାନଙ୍କ ଡିଜିଟାଲ ଅଧିକାର ଓ ଅନଲାଇନ ସୁରକ୍ଷା

କୁ ନେଇସଚେତନତା, ପୋଲିସ ଥାନାରେ ସୁରକ୍ଷିତ ଓ ଭୟମୁକ୍ତ ପରିବେଶ ସୃଷ୍ଟି କରିବା,ସାଇବର ଅପରାଧ ନେଇ ସଚେତନତା, ସୋସିଆଲ ମିଡିଆର ସୁରକ୍ଷିତ ବ୍ୟବହାର ପ୍ରଭୃତି ବିଷୟ ଉପରେ ଆଲୋଚନା କରାଯାଇ

ଥିଲା। ଏହି ଅବସରରେ ଆଇ-

ଆଇସି ସେଠୀ  କିଭଳି ପୋଲିସ ଆଉ ମହିଳା ଓ ଶିଶୁମାନଙ୍କ ମଧ୍ୟରେ ସୁସମ୍ପର୍କ ରହିପାରିବ, ପୋଲିସକୁ କେହି ଭୟ କରିବେ ନାହିଁ, ନିଜର ବନ୍ଧୁ, ବଡ଼ ଭାଇ, ଭାବି ନିଜ ଅସୁବିଧା ଓ ସମସ୍ୟା କୁ ନିର୍ଦ୍ବନ୍ଦରେ,ନିଶୋଙ୍କଚ ରେ ଥାନାକୁ ଆସି ଖବର ଦେବାକୁ ପରାମର୍ଶ ଦେଇଥିଲେ। ଏଥିସହ ସାଇବର ଓ ମୋବାଇଲ ଆପ, ଇଣ୍ଟର ନେଟରେ ହେଉଥ‌ିବା ଅପରାଧ ସମ୍ପର୍କରେ ସେ ଭିଡିଓ ଚିତ୍ର ମାଧ୍ୟମରେ ସଚେଚନ କରାଇଥିଲେ। ବିଶେଷ ଭାବରେ  ସାଇବର ଠକେଇରୁ ଦୁରେଇ ରହିବା, ବାଲ୍ୟ ବିବାହ ରୋକିବା ଉପରେଗୁରୁତ୍ବାରୋପକରାଯାଇ 

ଥିଲା। ଶେଷରେ ଉପସ୍ଥିତ ବ୍ୟକ୍ତି ବିଶେଷ ମାନେ  ମହିଳା ଶିଶୁ ଡେସ୍କ ଓ ଥାନା କୁ ବୁଲି ସବୁ ଥାନା ଅଧିକାରୀ  ଙ୍କ ସହ କଥା

ବାର୍ତ୍ତା କରି ସେଲଫି ଫୋଟ ଉଠାଇ  ଖୁସିରେ ଗୁପ ଚୁପ ଖାଇ ମନ ଆନନ୍ଦ ରେ ଘରକୁ ଫେରିଥିଲେ |

News Comment

You Might Also Like

BACK TO TOP