Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ମୁକ୍ତ ହେବ ବାଘୁଣୀ ଜିନ୍ନତ, ଗଳାରୁ ବାହାରକରାଯିବ ରେଡ଼ିଓ କଲାର ||

30-Aug-2026

ଗଳାରୁ ହଟିବ ରେଡିଓ କଲାର, ମୁକ୍ତ ହେବ ବାଘୁଣୀ ଜିନ୍ନତ ||

ଓଡିଶା ଜନ ମତ ବ୍ୟୁରୋ,

ମହାରାଷ୍ଟ୍ରର ତାଡ଼ୋବା-ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଅଣାଯାଇଥିବା ବାଘୁଣୀ ‘ଜିନ୍ନତ୍’ ଶିମିଳିପାଳ ଜଙ୍ଗଲରେ ନିଜର ସ୍ଥାନ ସଫଳତାର ସହ ସ୍ଥାପନ କରିବା ସହ ସନ୍ତାନ ଜନ୍ମ କରିଛି। ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ଏହାର ଗତିବିଧି ଉପରେ ନଜର ରଖିବା ପାଇଁ ବ୍ୟବହାର ହେଉଥିବା ରେଡିଓ କଲରକୁ ହଟାଇବାକୁ ନିଷ୍ପତ୍ତି ନେଇଛି। ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ପ୍ରକାଶ ଚନ୍ଦ୍ର ଗୋଗିନେନୀଙ୍କ ସୂଚନା ଅନୁଯାୟୀ, ଆଗାମୀ ଅକ୍ଟୋବର କିମ୍ବା ନଭେମ୍ବର ମାସରେ ବାଘୁଣୀ ଜିନ୍ନତ୍ ବେକରୁ ରେଡିଓ କଲରକୁ ବାହାର କରାଯିବ।
 ମୁକ୍ତ ହେବ ବାଘୁଣୀ ‘ଜିନ୍ନତ’। ବାଘୁଣୀ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର। ଶିମିଳିପାଳରୁ ଆସିଲା ଖୁସିଖବର। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ବଡ଼ ସଫଳତା। 
ଏହି ରେଡିଓ କଲରକୁ କୌଣସି ପ୍ରକାର ଟ୍ରାଙ୍କୁଲାଇଜେସନ୍ ବା ବେହୋସ୍ ନକରି ଦୂରରୁ ଟେକ୍ନୋଲୋଜି ମାଧ୍ୟମରେ ଅପସାରଣ କରାଯିବ ବୋଲି ଜଣାପଡ଼ିଛି। ବାଘୁଣୀ ଏବଂ ତା’ର ଛୁଆମାନେ ସଫଳତାର ସହ ଜଙ୍ଗଲରେ ବଢୁଥିବାରୁ ଏବଂ ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହାସଲ ହୋଇସାରିଥିବାରୁ ଏହାକୁ ନିୟମିତ ଟ୍ରାକ୍ କରିବା ଆବଶ୍ୟକ ନାହିଁ ବୋଲି ବନ୍ୟପ୍ରାଣୀ ଅଧିକାରୀମାନେ ମତ ଦେଇଛନ୍ତି। ପ୍ରଥମ ପର୍ୟ୍ୟାୟ ବାଘ ସଂରକ୍ଷଣର ସଫଳତା ପରେ ବନ ବିଭାଗ ଦ୍ୱିତୀୟ ପର୍ୟ୍ୟାୟରେ କେନ୍ଦ୍ରୀୟ ଭାରତରୁ ଆଉ ଏକ ଯୋଡ଼ା ବାଘ ଆଣିବା ପାଇଁ ଯୋଜନା କରୁଛି। ଏହା ବ୍ୟତୀତ ସାତକୋଶିଆରେ ମଧ୍ୟ ବାଘ ପୁନଃପ୍ରବେଶ କାର୍ୟ୍ୟକ୍ରମକୁ ପୁନଃଜୀବିତ କରିବା ପାଇଁ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ  ପକ୍ଷରୁ ସବୁଜ ସଙ୍କେତ ମିଳିଛି। ରାଜ୍ୟରେ ବାଘ ବଂଶବୃଦ୍ଧି ପାଇଁ ଏସବୁ ପଦକ୍ଷେପଗୁଡ଼ିକ ସ୍ବାଗତଯୋଗ୍ୟ ବୋଲି କୁହାଯାଉଛି।‘ଜିନ୍ନତ୍’ ହେବ ମୁକ୍ତ ବାଘୁଣୀ ‘ଜିନ୍ନତ୍’କୁ ମୁକୁଳାଇବ ବନବିଭାଗ"ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର
ଶିମିଳିପାଳରେ ନିଜ ସ୍ଥାନ ସୁରକ୍ଷିତ କରିଛି ‘ଜିନ୍ନତ୍’
ନିଜ ସ୍ଥାନ କବ୍‌ଜା ସହ ସନ୍ତାନ ଜନ୍ମ କରିଛି ‘ଜିନ୍ନତ୍’
‘ଜିନ୍ନତ୍’ର ଗତିବିଧି ଉପରେ ନଜର ରଖିବାର ନାହିଁ ଆବଶ୍ୟକତା
ବିନା ଟ୍ରାଙ୍କୁଲାଇଜେସନ୍‌ରେ ‘ଜିନ୍ନତ୍’ ବେକରୁ ହଟିବ ରେଡିଓ କଲର 
୨୦୨୪ ନଭେମ୍ବରରେ ଶିମିଳିପାଳକୁ ଆସିଥିଲା ୪ ବର୍ଷର ବାଘୁଣୀ ‘ଜିନ୍ନତ୍’
ଗତ ମେ ମାସରେ ୪ଟି ଛୁଆକୁ ଜନ୍ମ ଦେଇଥିଲା ବାଘୁଣୀ 
ପ୍ରାରମ୍ଭିକ ସମୟରେ ଶିମିଳିପାଳ ଜଙ୍ଗଲ ଛାଡ଼ି ପଳାଇବାକୁ ଚେଷ୍ଟା କରିଥିଲା 
ପରେ ତାକୁ ସୁରକ୍ଷିତ ଉଦ୍ଧାର କରି ପୁଣି ଶିମିଳିପାଳ ଅଣାଯାଇଥିଲା
ଅନ୍ୟ ଏକ ବାଘୁଣୀ ‘ଯମୁନା’ର ଟ୍ରାକିଂ କୁଳିହାଡ଼ ଅଞ୍ଚଳରେ ଜାରି ରହିବ

News Comment

You Might Also Like

BACK TO TOP