Breaking News

କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||      ପୋଲିସ ଓ ବରିଷ୍ଟ ନାଗରିକ ଙ୍କ ସହଯୋଗ ରେ ଜନ ସାଧାରଣ ଙ୍କୁ ନେଇ ସାମନ୍ୱୟ ବୈଠକ ଅନୁଷ୍ଠିତ |    (23-Oct-2026)       ||      ବେଗୁନିଆପଡା 46 ନଂ ଜୋନ ରେ ବିଜେଡିର ବାଇକ ଶୋଭାଯାତ୍ରା |   (23-Oct-2026)       ||      ବିଜେପିର ଜନ ସମ୍ପର୍କ ପଦଯାତ୍ରା ବଡ଼ ଖଇର ଖମା ପଞ୍ଚାୟତ ରେ ଅନୁଷ୍ଠିତ |   (23-Oct-2026)       ||      କୃଷ୍ଣ ଚନ୍ଦ୍ର ଆରୁଖ ସ୍ମୃତି ସମ୍ମାନ ପାଇଲେ ସାହିତ୍ୟିକ ଧର୍ମା ନନ୍ଦ ମହାରଣା |    (23-Oct-2026)       ||      ଗାଡି ଆଲୁଅରେ ହେଉଛି ଶବ ସତ୍କାର, ବିକାଶର ବିଚିତ୍ର ଚିତ୍ର ||   (23-Oct-2026)       ||      କଳିଙ୍ଗାୟାନ ତୌର୍ଯ୍ୟତ୍ରୀକମ୍ ର ବରମୁଣ୍ଡା ଦୁର୍ଗାପୂଜା ମହୋତ୍ସବ ରେ ନୃତ୍ୟ ପରିବେଷଣ |   (23-Oct-2026)       ||      କଟକ ଫୁଲ ନଖରା ନିକଟରେ ସଡ଼କ ଦୁର୍ଘଟଣା ରେ ଯୁବ ଆଥ ଲେଟିକ ଙ୍କ ମୃତ୍ୟୁ ||   (23-Oct-2026)       ||      ଛତ୍ରପୁର ଜିଲ୍ଲପାଳ ଙ୍କ କାର୍ଯ୍ୟାଳୟ ଠାରେ 2027ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ |    (22-Oct-2026)       ||      ସରକାରୀ ଜାଗାକୁ ଜବରଦଖଲ କରିଥିବା ବ୍ୟକ୍ତିଙ୍କୁ ଉଛେଦ କେବେ |    (22-Oct-2026)       ||      ଟିଭିକେ ନେତା ବିଜୟ ପରେ ଆଉଜଣେ ଷ୍ଟାର ରାଜନୀତି ଗଢିବେ ଧନୁଷ ||   (22-Oct-2026)       ||     

କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |

24-Oct-2026

କାଳିମେଘି ପଞ୍ଚାୟତରେ ବିକାଶରେ ବାଧକ ରାଜନୈତିକ ତିକ୍ତତା l 
ହାଇକୋର୍ଟ ଯିବାପାଇଁ ସରପଞ୍ଚଙ୍କ ଚେତାବନୀ l

ଓଡିଶା ଜନମତ ବେଗୁନିଆପଡା :24/10/26 :

ଭଞ୍ଜ କିଶୋର ମହାରଣା l

ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଓ ମୌଳିକ ସୁବିଧା ସୁଯୋଗ ସମସ୍ତ ଜନସାଧାରଣଙ୍କ ପାଇଁ ପ୍ରଯୁଜ୍ୟ l କିନ୍ତୁ ବେଳେବେଳେ ରାଜନୈତିକ ତିକ୍ତତା କାରଣରୁ ବଳି ପଡୁଛନ୍ତି ସାଧାରଣ ଜନତା l ସରକାରଙ୍କ ତରଫରୁ ପଞ୍ଚାୟତ ଗୁଡିକ ବିକାଶ ପାଇଁ କୋଟି କୋଟି ଟଙ୍କା ମଂଜୁର ହେଉଥିବା ବେଳେ ଦଳଗତ ସମସ୍ୟା ଯୋଗୁଁ କିଛି ସରପଞ୍ଚ ଅସହଯୋଗର ଶିକାର ହୋଇ ନିରୁପାୟ ହୋଇ ହାତବାନ୍ଧି ବସିଛନ୍ତି l ଇଛା ଥାଇ ମଧ୍ୟ କୌଣସି ଉନ୍ନୟନ ମୂଳକ କାର୍ଯ୍ୟ କରିବାରୁ ବଞ୍ଚିତ ହେଉଛନ୍ତି l ଏଭଳି ଏକ ଅଭିଯୋଗ ଆଣିଛନ୍ତି ବେଗୁନିଆପଡା ବ୍ଲକ ଅନ୍ତର୍ଗତ କାଳିମେଘି ପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଅର୍ଚ୍ଚନା ତ୍ରିପାଠୀ l ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସେ ସମ୍ପୃକ୍ତ ପ୍ରଶାସନିକ ଅଧିକାରୀଙ୍କ କାର୍ଯ୍ୟଶୈଳୀକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଆବଶ୍ୟକ ପଡ଼ିଲେ ନ୍ୟାୟ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି। ସରପଞ୍ଚଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଚାୟତର ବିକାଶମୂଳକ କାର୍ଯ୍ୟ ଆଗକୁ ବଢ଼ାଇବାକୁ ଅଧିକାରୀ ମାନେ ସହଯୋଗ କରୁନାହାନ୍ତି। ପୂର୍ବରୁ କରାଯାଇଥିବା କାମର ବିଲ ପୈଠ ହେଉନଥିବା ବେଳେ ନୂଆ କାମ ମଧ୍ୟ ଦିଆଯାଉନାହିଁ। ଏପରିକି ବିଧାୟକଙ୍କ ଇଚ୍ଛା ନଥିବାରୁ ପଞ୍ଚାୟତକୁ ଯିବେ ନାହିଁ ବୋଲି ଯନ୍ତ୍ରୀ କହୁଥିବା ସେ ଅଭିଯୋଗ କରିଛନ୍ତି। ଶ୍ରୀମତୀ ତ୍ରିପାଠୀ କହିଛନ୍ତି, “ସରପଞ୍ଚ ଭାବେ ମୁଁ ନିର୍ଦଳୀୟ ଭାବେ ନିର୍ବାଚିତ ହୋଇଛି। ମୋର ଲକ୍ଷ୍ୟ ହେଉଛି ଲୋକଙ୍କ ସେବା ଓ ପଞ୍ଚାୟତର ବିକାଶ। କିନ୍ତୁ ଆମକୁ କାମ କରିବାକୁ ଦିଆଯାଉନାହିଁ। ବିଧାୟକ ଜନସାଧାରଣଙ୍କ ପାଇଁ କାମ କରିବେ ନା ଯନ୍ତ୍ରୀଙ୍କ ସହ ସଲାସୁତୁରା ରହିବେ, ତାହା ସ୍ପଷ୍ଟ ହେବା ଦରକାର।” ସେ ଆହୁରି ଅଭିଯୋଗ କରିଛନ୍ତି ଯେ, ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇବା ପରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ମିଳିଥିଲା। ହେଲେ ଏଯାଏଁ କୌଣସି ଆଖିଦୃଶିଆ ସୁଫଳ ମିଳିନାହିଁ। ଅନ୍ୟପଟେ, ଦୁଇ ବର୍ଷ ଧରି  GPDP ଦାଖଲ କରିଥିଲେ ମଧ୍ୟ କାର୍ଯ୍ୟକ୍ଷେତ୍ରରେ ଆଶାନୁରୂପ ଉନ୍ନତି ହୋଇନଥିବାରୁ ଚଳିତ ବର୍ଷ ଏହା ଦାଖଲ କରିବାକୁ ସେ ଅନିଚ୍ଛା ପ୍ରକାଶ କରିଛନ୍ତି। “ପଞ୍ଚାୟତରେ କାମ ହେଉନାହିଁ, ତେବେ GPDP ଦାଖଲ କରି କ’ଣ ଲାଭ?” ବୋଲି ପ୍ରଶ୍ନ କରିବା ସହ ଦାୟିତ୍ୱରେ ଥିବା ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୋଧରେ ଉପଯୁକ୍ତ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସରପଞ୍ଚ ଶ୍ରୀମତୀ ତ୍ରିପାଠୀ।

News Comment

You Might Also Like

BACK TO TOP