Breaking News

ସମଲ ଉଚ୍ଚବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ |   (16-Oct-2026)       ||      ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |   (16-Oct-2026)       ||      ମହିଳାଙ୍କ ଆର୍ଥିକ ସଶକ୍ତି କରଣ ନିମନ୍ତେ ଛତୁ ଚାଷ ତାଲିମ ଓ କର୍ମଶାଳା ଅନୁଷ୍ଠିତ |    (16-Oct-2026)       ||      ଆବାସିକ ସେବାଶ୍ରମ ପାର୍ସାଲିର ପ୍ରଧାନ ସେବକ ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା |    (16-Oct-2026)       ||      4ପରିବାର ର 9ବଖରା ଘର ଭୟାବହ ଅଗ୍ନି କାଣ୍ଡରେ ଭଶ୍ମିଭୁତ |    (16-Oct-2026)       ||      ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ଦିବ୍ୟାଙ୍ଗ ସହାୟତା କାର୍ଯ୍ୟକ୍ରମ |    (16-Oct-2026)       ||      ତାରାତାରିଣୀ ମହାବିଦ୍ୟାଳୟ ରେ ସଭାପତି ଭାବେ ଜିତେନ୍ଦ୍ର କୁମାର ପଣ୍ଡା ଓ ଉପସଭାପତି ହେଲେ ଶୁଭଙ୍କର ସାହୁ |    (15-Oct-2026)       ||      ପୂଜାରୀ ଗୁଡାରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସସୁରଭି -2026 ଅନୁଷ୍ଠିତ ||ବ    (15-Oct-2026)       ||      ସ୍ୱଚ୍ଛ ଓ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପଞ୍ଚାୟତ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ପାଇଁ ତାଲିମ ଅନୁଷ୍ଠିତ |   (15-Oct-2026)       ||      ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଚଢ଼େୟା ପଡା ଠାରେ ଅନୁଷ୍ଠିତ |   (15-Oct-2026)       ||      ବେଗୁନିଆପଡା ବିଜେପି ମଣ୍ଡଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ |   (15-Oct-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ଫଳ ଘୋଷିତ |   (15-Oct-2026)       ||      ମିଳିତ ଉଦ୍ୟଗୋ ରେ ଖଲ୍ଲିକୋଟ ରେଡକ୍ଟର ଅବଦୁଲ କଲାମ ଙ୍କ 95ତମ ଜୟନ୍ତୀ ପାଳିତ |   (15-Oct-2026)       ||      ବହୁଦିନର ଦାବିକୁ ସାକାର କଲେ ଖଲ୍ଲିକୋଟ ଏନଏସି ଅଧିକାରୀ ଜଗନ୍ନାଥ ମଦିର ରେ ଆଠଗୋଟି ଏଲଇଡ଼ି ଲାଇଟ ଲଗାଇ |    (15-Oct-2026)       ||      ବରଗଡ଼ ରେ ନୂତନ ଭୋଟର ପଞ୍ଜିକରଣ ପାଇଁ 4,014 ଆବେଦନ ଗ୍ରହଣ ||   (15-Oct-2026)       ||      ପଦ୍ମପୁର ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ କୁ ଉଚ୍ଚ ଶିକ୍ଷା ଅଧିକାରୀ ଙ୍କ ପରିଦର୍ଶନ ||   (15-Oct-2026)       ||      ପୋଲସରା ଏ 1 - ଗ୍ରେଡ଼ ଆଶାଇ ଛାତ୍ର, ଛାତ୍ରୀ ଙ୍କ ଦୁଇ ଦିବସିୟ ଦକ୍ଷତା ବୃଦ୍ଧି କର୍ମଶାଳା ଅନୁଷ୍ଠିତ |   (14-Oct-2026)       ||      ଗୁରୁଜଙ୍ଗ ଏମ ପି ଏଲ -1-କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି `ଅନୁଷ୍ଠିତ ||   (14-Oct-2026)       ||      ଚୋରା ଚାଲାଣ ବେଳେ ବାଲି, ମୋରମ ବୋଝେଇ 7ଗୋଟି ଗାଡି ଜବତ ଓ ଡ୍ରାଇଭର ଗିରଫ ||   (14-Oct-2026)       ||      ବିଦ୍ୟୁତ ଆଘାତରେ ଚାଷୀର ମୃତ୍ୟୁ |    (14-Oct-2026)       ||     

ଛାତ୍ର ସଂସଦ ନିର୍ବାଚନ ରେ କୋଦଳା କଲେଜରେ ବିଜେଡି ଛାତ୍ର ଙ୍କ ବାଜିମାତ |

16-Oct-2026

ଲଷ୍ମୀନାରାୟଣ ଡିଗ୍ରୀ କଲେଜରେ ବିଜୁ ଛାତ୍ର ଜନତା ଦଳର ବାଜିମାତ l 
ପୋଛିନେଲା ସମସ୍ତ 8 ଟି ପଦବୀ l 
ସନ୍ତୋଷ ସଭାପତି,ନନ୍ଦନ ସମ୍ପାଦକ l

ଓଡିଶା ଜନମତ, ବେଗୁନିଆପଡା  :15/10/26 :

ଭଞ୍ଜ କିଶୋର ମହାରଣା l

ଦୀର୍ଘ ଆଠ ବର୍ଷର ବ୍ୟବଧାନ ପରେ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ଆଜି ଛାତ୍ର ସଂସଦ ନିର୍ବାଚନ ହେବାସହ ଫଳାଫଳ ଘୋଷଣା ହୋଇଛି l ଏହି କ୍ରମରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସ୍ଥିତ ଲଷ୍ମୀନାରାୟଣ କଲେଜରେ ସମସ୍ତ ପଦବୀ ଦ୍ବିମୁଖୀ ପ୍ରତିଦ୍ବନ୍ଦିତା ହୋଇଥିବାବେଳେ ବିଜୁ ଛାତ୍ର ଜନତା ପାର୍ଥୀ ମାନେ ବିଜୟୀ ହୋଇଛନ୍ତି l +2 ଦ୍ଵିତୀୟ ବର୍ଷ ଛାତ୍ର ସନ୍ତୋଷ କୁମାର ଗୌଡ଼ ତାଙ୍କର ପ୍ରତିଦ୍ବନ୍ଦୀ ରିତେଶ ପଳତାଙ୍କୁ ପରାସ୍ତ ସଭାପତି ପଦ ହାତେଇଛନ୍ତି  l ସେହିପରି ନନ୍ଦନ ଭୂୟାଁ ତାଙ୍କ ପ୍ରତିଦ୍ବନ୍ଦୀ ଆଦର୍ଶ କୁମାର ମହାନ୍ତିଙ୍କୁ  ହରାଇ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ଆଲୋକ କୁମାର ପଲେଇ ଉପସଭାପତି,ଲଷ୍ମୀ ନାହାକ ସହ ସମ୍ପାଦକ, ଓ଼ମ ପ୍ରସାଦ ସାହୁ କ୍ରୀଡା ସମ୍ପାଦକ,ସ୍ମୃତି ପ୍ରଧାନ ସହ କ୍ରୀଡା ସମ୍ପାଦକ,ଶୁଭଶ୍ରୀ ବେହେରା ନାଟ୍ୟ ସମ୍ପାଦକ ଏବଂ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଢ଼ୀ ସହ ନାଟ୍ୟ ସମ୍ପାଦକ ଭାବେ ବିଜୟୀ ହୋଇଛନ୍ତି l ଭୋଟଦାନ ସକାଳ 8 ଟାରୁ ଆରମ୍ଭ ହୋଇ ଶାନ୍ତି ଶୃଙ୍ଖଳା ସହ ଅପରାହ୍ନ 2 ଟାରେ ଶେଷ ହୋଇଥିଲା l ନୋଡାଲ ଅଫିସର ତଥା ଅତିରିକ୍ତ ତହସିଲଦାର ରବି ନାରାୟଣ ସେଠିଙ୍କ ତତ୍ୱାବଧାନରେ ରିଟର୍ଣିଂ ଅଫିସର ରଘୁନାଥ ମୁଦୁଲି,ଆସିଷ୍ଟାଣ୍ଟ ରିଟର୍ଣିଂ ଅଫିସର ସାଗର ଚନ୍ଦ୍ର ପାତ୍ର ଏନ ପ୍ରିଜାଇଡିଙ୍ଗ ଅଫିସର ରଞ୍ଜୁବାଳା ନନ୍ଦ ନିର୍ବାଚନ ପରିଚାଳନା କରିଥିଲେ l

News Comment

You Might Also Like

BACK TO TOP