Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |

26-Oct-2026

ହଳଦିଆପଦର ବସଷ୍ଟାଣ୍ଡ ଓଭର ବ୍ରିଜ ଉପରେ ପ୍ରାତ ସମୟରେ ପୁଣି ଏକ ଘଟିଛି ଦୁର୍ଘଟଣା ।

ଓଡିଶା ଜନ ମତ ବ୍ୟୁରୋ,

ହଳଦିଆ ପଦର ବସଷ୍ଟାଣ୍ଡ ଓଭର ବ୍ରିଜ ଦୁର୍ଘଟଣାର ହବ ପାଲଟିଛି | ପିଛା ଛାଡ଼ୁନି ଦୁର୍ଘଟଣା  |ଆଜି ପୁଣି ଭୋର ସକାଳେ ଘଟିଛି ଏକ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା  | ସୂଚନାରୁ ଜଣା ପଡିଛି ହଳଦିଆ ପଦର ଓଭର ବ୍ରିଜ ନିକଟରେ ମୋଟର ସାଇକେଲକୁ ଦ୍ରୁତ ଗତିରେ ଆସୁଥ‌ିବା ଏକ କାର ଧକ୍କା ଦେବା ଫଳରେ ମୋଟର ସାଇକେଲରେ ଯାଉଥିବା ଦୁଇ ଆରୋହୀ ଗୁରୁତର । ଘଟଣା ସ୍ଥଳରେ ଜଣେ ମୃତ୍ୟ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଥୂବା ସୂଚନା । ଗୁରୁତରଙ୍କୁ ଏମ୍ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣା ପରେ ମୋଟର ସାଇକେଲ ଚାଳକ ବ୍ରିଜ ତଳକୁ ଛିଟିକି ପଡ଼ିଥିଲେ। ଉଭୟେ ରାମପଲି ଗ୍ରାମର ବୋଲି ଜଣାପଡ଼ିଛି । ଯାତ୍ରା ମଞ୍ଚରେ ଅଭିନୟ କରୁଥିବା ଦୁଇ ଯୁବକ ଚିକରଡ଼ାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ତେବେ ସବୁବେଳେ ହଳଦିଆ ପଦର ଓଭରବ୍ରିଜ  ରେ ଦୁର୍ଘଟଣା ଉପରେ ଦ୍ରୁତ ଗତିରେ ଆସୁଥିବା ଗାଡି ଗୁଡିକୁ କିପରି ନିୟନ୍ତ୍ରଣ କରିବା ସହ ଦୁର୍ଘଟଣା କୁ ଏଡାଇ ପାରିବ ତାହାପାଇଁ ପୋଲିସ, ଜିଲ୍ଲପାଳ, ବିଧାୟକ ଓ ସାଂସଦ ଦୃଷ୍ଟି ଦେବାଜୁ ଜନ ସାଧାରଣ ଅନୁରୋଧ କରିଛନ୍ତି |

News Comment

You Might Also Like

BACK TO TOP