Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ଅଶୁଭ ଅକ୍ଟୋବର 29 ତାରିଖ କୁ ଦେଖି ଓଡିଶା ବାସୀ ଭୟଭୀତ |

28-Oct-2025

ରାତି ପାହିଲେ  ଅଶୁଭ ଅକ୍ଟୋବର ୨୯ଯାହାକି ଓଡିଶା ବାସୀଙ୍କ ଆଖିରୁ  ପୂର୍ବରୁ ନିଦ ହଜେଇ ଦେଇଛି   ,ଏବେବି ଭୟ ରହିଛି,

        ଓଡିଶା ଜନ ମତ ବ୍ୟୁରୋ

ରାତି ପାହିଲେ ଓଡିଶା ମହାବାତ୍ୟା କୁ ପୁରିବ ୨୬ ବର୍ଷ |  ଦୀର୍ଘ 26ବର୍ଷ ତଳେ ଅକ୍ଟୋବର ମାସରେ ମହାବାତ୍ଯା ସହ ମୁହାଁମୁହିଁ ହୋଇଥିଲେ ଓଡିଶାବାସୀ ଅକ୍ଟୋବର ୨୯ରେ | ସେହି ଅଶୁଭ ତାରିଖ ରେ ପୁଣି ଓଡିଶା ରେ ଏକ ବାତ୍ୟା    ମୋନ୍ଥା  ର  ଆବିର୍ଭାବ ହୋଇଛି ଯାହାର ପ୍ରଭାବ ରେ ଓଡିଶା ବାସୀ ପୁଣି ଆତଙ୍କିତ ହୋଇ ରହିଛନ୍ତି | 1999 ମହାବାତ୍ୟା ପ୍ରଥମେ ଗଞ୍ଜାମ ଜିଲ୍ଲା ରେ ଅକ୍ଟୋବର 17 ତାରିଖ ରେ  ଆରମ୍ଭ ହୋଇ 250 କିମି ରେ ପବନ ସହିତ ପ୍ରବଳ ଆକାର ରେ ବର୍ଷା ହୋଇ ଥିଲା | ଯେହେତୁ ବାତ୍ୟା ଉପରେ ଲୋକଙ୍କ ସେତେଅଭିଜ୍ଞତାନଥିଲା, ସେତେବେଳେ ଏତେ ଟିଭି ସୋସିଆଲ ମିଡ଼ିଆ ନଥିଲା ଯାହାଫଳରେ  ବହୁ ଅସୁବିଧା ଗଞ୍ଜାମ ଲୋକେ ଭୋଗ କରିଥିଲେ | ଠିକ ତାର 12 ଦିନ ପରେଯେଉଁ ମହାବାତ୍ୟା ହୋଇ ଥିଲା ଜଗତସିଂହ ପୁରଜିଲ୍ଲା ରଏରସମା, ପାରାଦ୍ୱୀପ କୁଜଙ୍ଗ, ତିର୍ତୋଲ, ଇତ୍ୟାଦି ଅଞ୍ଚଳରେ ସ୍ଥଳ ଭାଗ ଛୁଇଁଥିଲା ବାତ୍ୟା | ଯାହା ଓଡିଶା ପାଇଁ ଥିଲା ମହା ବିପର୍ଯ୍ୟାୟ | ତେଣୁ ତାହାକୁ କଲା ଦିନ, କଳା ମାସ, କଳା ବର୍ଷ  ବୋଲି ଓଡିଶା ଇତିହାସରେ ବିବେଚନା କରା ଯାଉଛି | ସେତେବେଳେ ବାତ୍ୟା ର ପ୍ରଭାବରେ 10ହଜାରରୁ ବହୁଲୋକ ପ୍ରାଣ ହରାଇ ଥିଲେ | ବହୁ ଘରଦ୍ୱାର ଭାଙ୍ଗିରୁଜି ଯାଇଥିଲା ବେଳେ  ବିଦ୍ୟୁତ ଖୁଣ୍ଟ ସହ  ବଡ଼,ବଡ଼ ଗଛ, ପନିପରିବା, କଦଳୀ, ନଡ଼ିଆ ତାଳ ଗଛ ନଷ୍ଟ ହୋଇ ଯାଇଥିଲା |  ଏବଂ ହେକ୍ଟର ହେକ୍ଟର ଜମିରେ ସମୁଦ୍ର ର ଜୁଆର ପାଣି ମାଡି ଯାଇ ବାଲିଚର ହୋଇ ଯାଇଥିଲା | ଆବଶ୍ୟ  ଏବର ଏହି ବାତ୍ୟା ଆନ୍ଦ୍ର ପ୍ରଦେଶ ର କାକିନଡ଼ା ରେ ଲେଣ୍ଡ ଫଲ ହେବ ତଥାପି ଲୋକେ ଭୟ ଭିତଅବସ୍ଥାରେ ଅଛନ୍ତି |  ଯାହାର ପ୍ରଭାବରେ ଓଡିଶା ଆଠରୁ ଦଶ ଜିଲ୍ଲା ପ୍ରଭାବିତ ହେବାର ଆଶଙ୍କା ରହିଛି  | ପାଣିପାଗ ବିଭାଗ କହୁଛି ଘଣ୍ଟାପ୍ରତି 100ରୁ 110 କିମି ବେଗରେ ପବନ ବହିବ ଏବଂ ଭୀଷଣ ବର୍ଷା ହେବ ବୋଲି ଘୋଷଣା କରୁ ଛନ୍ତି |  ତେବେ ଦୀର୍ଘ 26 ବର୍ଷ ପରେ ପୁଣି ସେହି ମାସ ଓ ସେହି ତାରିଖ ରେ ବାତ୍ୟା       ମୋନ୍ଥା ର ସଂଯୋଗ ଏବଂ ଆଗମନ ଯାହାକି ଓଡିଶାବାସୀଙ୍କ ମନରେ ଭୟର ସଂଚାର କରିଛି | ତେଣୁ ଏସବୁକୁ ଦେଖି ଅକ୍ଟୋବର ୨୯ ତାରିଖକୁ ନେଇ ଲୋକଙ୍କ ମନରେ ଭୟ ଓ ଆଶଙ୍କା ବଢିଛି । ବର୍ଷା ପରେ ବନ୍ୟା ଆଶଙ୍କା କିମ୍ବା ଭୂସ୍ଖଳନ ବିପଦ ଓଡିଶାକୁ ଘାରିଛି । ଆଜି ଗଜପତିଜିଲ୍ଲା ପ୍ରଭାବିତ ହୋଇଛି । ରାସ୍ତାରେ ଗଛ ପଡ଼ିଥିବା ନେଇ ଖବର ମିଳିଛି I ଗଛ ପଡିବା ସଙ୍ଗେ ଭୂଷ୍କଳନ  ଯୋଗୁଁ  ମାଟି ଅତଡା ଖସିଛି I ଯଦିଓ ସରକାରଙ୍କ ପକ୍ଷରୁ j ତାରିଖର ଏ ସଂଯୋଗ ଭୟ ରହୁଛି |  ସମୟ ଯେତେ ଯେତେ ପାଖେଇ ଆସୁଛି ପ୍ରଭାବିତ ଜିଲ୍ଲା ଲୋକଙ୍କ ମନରେ ଭୟର ସଂଚାର ସେତିକି ବଢୁଛି | ବର୍ତ୍ତମାନ ଏହି ପ୍ରଭାବିତ ଜିଲ୍ଲା ରେ ପ୍ରବଳବର୍ଷା ସହ ପବନ ମଧ୍ୟ ବହିବା ଆରମ୍ଭ କଲାଣି  | ତେବେ ଓଡିଶା ରେ ଏହା କେତେ ଜିଲ୍ଲରେ ବର୍ଷା ଓ 70 କିମି ବେଗରେ ପବନ ବହି ଉତ୍ତର ପଶ୍ଚିମ ଦିଗକୁ ଗତିକରୀ  ଛତିଶଗଡ଼  ପଟେ ମୁହାଁଇବ  ବୋଲି ପାଣିପାଗ ଡ଼ିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି |

News Comment

You Might Also Like

BACK TO TOP