Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ବୟ ଫ୍ରେଣ୍ଡ ର କାର କୁ ହଜାର ହଜାର ଚୁମ୍ବନ ଦେବା ପରେ ପୋଲିସ କୁ ଅର୍ଥ ଗଣିଲା ପ୍ରେମିକ |

29-Aug-2026

ବୟଫ୍ରେଣ୍ଡଙ୍କ କାର୍‌ରେ ୩୪୦୦ ଚୁମ୍ବନ ଦେଲେ ଗର୍ଲଫ୍ରେଣ୍ଡ ବୟଫ୍ରେଣ୍ଡଙ୍କ କାରରେ  | ଯାହା ପାଇଁ ଅଧିକାରୀ ଙ୍କୁ ଗଣିବାକୁ ପଡିଲା ଅର୍ଥ  |

ଓଡିଶା  ଜନ ମତ ବ୍ୟୁରୋ, 

 ବିଚିତ୍ର ଏକ ଭଲ ପାଇବା, ଆମେ ଶୁଣିଛେ ପ୍ରେମ ପାଇଁ  ପ୍ରେମିକ,ପ୍ରେମିକା ସବୁକିଛି କରିଦିଅନ୍ତି | ଜଣେ  ଅନ୍ୟ ଜଣଙ୍କ ପାଇଁ  ଜୀବନ  ଦେବାକୁ  ପ୍ରସ୍ତୁତ  ହୋଇ ଥାନ୍ତି   ହେଲେ ଜଣେ ପ୍ରେମିକା ତାଙ୍କ ନୁଆଁ କାର ଉପରେ  ଚୁମ୍ବନ ଦେଇଛନ୍ତି |  ଗୋଟିଏ  କି ଦୁଇଟି ନୁହଁ  ପୁରା  ହଜାର, ହଜାର ଚୁମ୍ବନ ଯାହାକୁ ନେଇ ପ୍ରେମିକକୁ ଏବେ ଅଧିକାରୀଙ୍କୁ ଗଣିବାକୁ ପଡିଛି ଜୋରିମାନା ଅର୍ଥ | ହେଲେ ପ୍ରେମିକ ବାପୁଡ଼ା ଏବେ ପ୍ରେମିକା ପାଇଁ କଣ ଏତିକି ଅର୍ଥ ଦେଇପାରିବିନି ନାଁ କଣ | ସେପରା ପ୍ରେମ ଦିୱାନା | ଏପରି ଏଜ ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରେମ ପାଇଁ ଜଣେ ପ୍ରେମିକା ଯୁବକଙ୍କୁ ମହଙ୍ଗା ପଡ଼ିଛି। ଗ୍ବାଲିୟରରେ ଜଣେ ଯୁବତୀ ନିଜ ପ୍ରେମିକଙ୍କ କାର ଉପରେ ଲିପଷ୍ଟିକରେ ପ୍ରାୟ ୩୪୦୦ ଚୁମ୍ବନ ଚିହ୍ନ ଆଙ୍କି ଦେଇଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଟ୍ରାଫିକ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କାର ମାଲିକଙ୍କୁ ୫୫୦୦ଟଙ୍କା ଜରିମାନା କରିବା ସହିତ କାର୍‌ରୁ ସେସବୁ ଚିହ୍ନ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଟ୍ରାଫିକ ପୋଲିସ କହିବାନୁଯାୟୀ, ଗ୍ବାଲିୟର ସିଟି ସେଣ୍ଟର ଅଞ୍ଚଳରେ ଏହି ଗାଡ଼ିଟି ଦୁଇ ଦିନ ଧରି ବୁଲୁଥିଲା। ମୋଟର ଯାନ ଆଇନ ଅନୁଯାୟୀ, ଗାଡ଼ିର ମୌଳିକ ରୂପରେ ବିନା ଅନୁମତିରେ ପରିବର୍ତ୍ତନ କିମ୍ବା ରଙ୍ଗ/ରୂପ ସମ୍ବନ୍ଧୀୟ ପରିବର୍ତ୍ତନ କରିବା ନିୟମ ବିରୁଦ୍ଧ। କାର୍‌ ମାଲିକ ଆଦିତ୍ୟ ସିକାରଓ୍ବାର ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପ୍ରେମିକା ଏକ ବିଦେଶୀ ଟ୍ରେଣ୍ଡ ଅନୁସରଣ କରି ପ୍ରାୟ ସାଢ଼େ ତିନି ଘଣ୍ଟା ପରିଶ୍ରମ କରି ଏହି ୩୪୦୦ ଲିପ୍‌ଷ୍ଟିକ ମାର୍କ ତିଆରି କରିଥିଲେ ଏବଂ ଭିଡିଓ ଅପଲୋଡ଼ କରିଥିଲେ। ପ୍ରଶାସନ ପକ୍ଷରୁ ସ୍ପଷ୍ଟ କରାଯାଇଛି ଶୋରୁମ୍‌ରୁ କିଣାଯାଇଥିବା ଗାଡ଼ିରେ ଯେକୌଣସି ଅତିରିକ୍ତ ପରିବର୍ତ୍ତନ କରିବା ପୂର୍ବରୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଅନୁମତି ନେବା ଅତ୍ୟନ୍ତ ଜରୁରୀ।

News Comment

You Might Also Like

BACK TO TOP