Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଚୀନର ନେପାଳକୁ ସତର୍କ ବାଣୀ ପୁଣି ତିନିଦିନ ମଧ୍ୟରେ ବନ୍ୟା ଆଶଙ୍କା |

28-Aug-2026

ନେପାଳରେ ୩ ଦିନ ମଧ୍ୟରେ ପୁଣି ବନ୍ୟା ଆଶଙ୍କା ଚୀନ ଦେଇଛି ସତର୍କ ବାଣୀ  |

ଓଡିଶା ଜନ ମତ ବ୍ୟୁରୋ,

ବର୍ତମାନ ନେପାଳରେ ଆକସ୍ମିକ ବନ୍ୟାଯୋଗୁ ବହୁ ଲୋକ ମୃତ୍ୟୁ ବରଣ କରିଥିଲା ବେଳେ ବହୁତ ଲୋକ ଏବେବି ନିଖୋଜ ଅଛନ୍ତି | ତେବେ ଏହାରି ମଧ୍ୟରେ ଚୀନ ର ନେପାଳ କୁ ସତର୍କ କରି ପୁଣି ବନ୍ୟା ହେବାର  ଆଶଙ୍କା କରି ନେପାଳ କୁ ସତର୍କ କରିଦେଇଛି | ତିବ୍ବତ ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏକ ଅସ୍ଥାୟୀ କୃତ୍ରିମ ଗ୍ଲେସିୟର ହ୍ରଦ ଫାଟିବା ଆଶଙ୍କା ଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ନେପାଳରେ ପୁଣି ଏକ ବଡ଼ ବନ୍ୟା ଆସିବା ନେଇ ଚୀନ୍‌ ସରକାର ସତର୍କ ସୂଚନା ଜାରି କରିଛନ୍ତି।
କାଠମାଣ୍ଡୁ: ତିବ୍ବତ ସୀମାବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଏକ ଅସ୍ଥାୟୀ କୃତ୍ରିମ ଗ୍ଲେସିୟର ହ୍ରଦ ଫାଟିବା ଆଶଙ୍କା ଥିବାରୁ ଆସନ୍ତା ୩ ଦିନ ମଧ୍ୟରେ ନେପାଳରେ ପୁଣି ଏକ ବଡ଼ ବନ୍ୟା ଆସିବା ନେଇ ଚୀନ୍‌ ସରକାର ସତର୍କ ସୂଚନା ଜାରି କରିଛନ୍ତି। ଗତକାଲି ଲାଙ୍ଗଟାଙ୍ଗ ଲିରୁଙ୍ଗ ପାର୍ବତ୍ୟାଞ୍ଚଳରେ ପ୍ରାୟ ୫,୨୦୦ ମିଟର ଉଚ୍ଚତାରେ ଏକ ବିଶାଳ ଗ୍ଲେସିୟର ସ୍ଖଳନ ଘଟି ପ୍ରଭାବିତ ଜଳରାଶି ଲେହେନ୍ଦେ ନଦୀରେ ମିଶିବା ଫଳରେ ଭୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା। 
ଏହି ବିପର୍ଯ୍ୟସ୍ତ ସ୍ଥିତି ମଧ୍ୟରେ ରାଷ୍ଟ୍ରପତି ସି ଜିନପିଙ୍ଗ ସମ୍ପୂର୍ଣ୍ଣ ଉଦ୍ଧାର କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଚୀନ୍‌ର ଜଳସମ୍ପଦ ମନ୍ତ୍ରଣାଳୟ ଅନୁଯାୟୀ ଛୋଛେନ ଖୋଲା ଏବଂ ପୁରେପୁ ସାଙ୍ଗପୋ ନଦୀର ସଂଯୋଗ ସ୍ଥଳରେ ଏକ କୃତ୍ରିମ ହ୍ରଦ ସୃଷ୍ଟି ହୋଇ ପ୍ରାୟ ୨୦,୦୦,୦୦୦ କ୍ୟୁବିକ ମିଟର ଜଳ ଜମା ହୋଇ ରହିଛି। ଆଗାମୀ ୩ ଦିନ ମଧ୍ୟରେ ଏଥିରେ ଆହୁରି ୩୦,୦୦,୦୦୦ କ୍ୟୁବିକ ମିଟର ଜଳ ପ୍ରବେଶ କରିବା ଆଶଙ୍କା ଥିବାରୁ ନେପାଳ ପ୍ରତିଷ୍ଠାନ ପକ୍ଷରୁ ଭୋଟେକୋଶୀ, ତ୍ରିଶୂଳୀ ଓ ନାରାୟଣୀ ନଦୀ କୂଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଯିବାକୁ କୁହାଯାଇଛି।
ଗତକାଲି ବନ୍ୟା ସମୟରେ ଚିତୱାନର ଦେବଘାଟଠାରେ ଜଳପ୍ରବାହ ସେକେଣ୍ଡ ପ୍ରତି ୫,୮୫୦ କ୍ୟୁବିକ ମିଟର ଛୁଇଁଥିଲା। ହିମାଳୟ ଅଞ୍ଚଳରେ ତାପମାତ୍ରା ବୃଦ୍ଧି ଯୋଗୁଁ ୨୦୦୫ ମସିହା ପରଠାରୁ ଗ୍ଲେସିୟର ହ୍ରଦ ସଂଖ୍ୟା ୧,୯୦୦ ରୁ ୨,୬୦୦ କୁ ବୃଦ୍ଧି ପାଇବା ଏଭଳି ବିପତ୍ତିର ମୁଖ୍ୟ କାରଣ ବୋଲି ପାଣିପାଗ ବିଭାଗ ସୂତ୍ରରୁ ପ୍ରକାଶ ପାଇଛି।

News Comment

You Might Also Like

BACK TO TOP