Breaking News

ପାଇକ ମାଳ ବ୍ଲକରେ ବିଜେଡିବର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ |   (26-Oct-2026)       ||      ହଳଦିଆ ପଦର ଓଭର ବ୍ରିଜ ରେ ପିଛା ଛାଡ଼ୁନି ଦୁର୍ଘଟଣା |   (26-Oct-2026)       ||      ଡ଼ାଇକି ଛକ ନିକଟରେ ଅଟୋ ବାଇକ ଧକ୍କା ||   (25-Oct-2026)       ||      ବର୍ଷା ଯୋଗୁଁ ସୋମବାରେ ଖୋଲିବାକୁ ଥିବା କଳିଙ୍ଗ ଘାଟି ରାସ୍ତା କିଛିଦିନ ପରେ ଖୋଲିବ    (25-Oct-2026)       ||      ନିଜ ପିଲାଙ୍କ ବିଷୟ ରେ ଏକ ଅଲଗା କଥା କହିଲେ ତୁକାରାମ ମୁଣ୍ଡେ |    (25-Oct-2026)       ||      ଆର ଏଣ୍ଡ ବି ର ନିର୍ବାହୀ ଯନ୍ତ୍ରୀ ତପନ ସେଠୀ ଭିଜିଲାନ୍ସ ରେ ଧରା ପଡିଲେ ||   (25-Oct-2026)       ||      "ସାବୁତ ନିଯୋଗ ଇଷ୍ଟେଟ ଚେସ ବ୍ୟାଟଲ ସିଜନ -1ରେ ପୁରୀରେ ଶୁଭମ ରଥ ଚାମ୍ପିୟାନ |   (25-Oct-2026)       ||      ମହିଳା ସ୍ୱୟଂ ସହାୟିକା ଗୋଷ୍ଟି ର ନୂତନ ଷ୍ଟେସେନେରୀ ଦୋକାନ କୁ ଉଦଘାଟନ କଲେ ବ୍ରହ୍ମପୁର ମେୟର |   (25-Oct-2026)       ||      ବାୟୁସେନା କର୍ମଚାରୀ ଙ୍କ ସଡ଼କ ଦୁର୍ଘଟଣା ରେ ମୃତ୍ୟୁ |    (25-Oct-2026)       ||      "ୱାନ ଷ୍ଟେସନ ୱାନ ପ୍ରଡକ୍ଟ ` ଷ୍ଟଲ କୁ ରାୟଗଡା ରେଳ ଷ୍ଟେସନ ରେ ଉଦଘାଟିତ |   (25-Oct-2026)       ||      କାଲିମେଘି ପଞ୍ଚାୟତ ରେ ବିକାଶରେ ବାଧକ ସାଜିଛି ରାଜ ନୈତିକ ତିକ୍ତତା |    (24-Oct-2026)       ||      ଅଜଣା ଟ୍ରାକ ଧକ୍କା ରେ ପ୍ରଥମ ବର୍ଷ ନର୍ସିଂ ଛାତ୍ର ମୃତ |   (24-Oct-2026)       ||      ପୋଲମା ପଞ୍ଚାୟତ ରେ ନିଜେପିର ପ୍ରଥମଶକ୍ତି କେନ୍ଦ୍ର କାର୍ଯ୍ୟାଳୟ ଉଦଘାଟିତ |    (24-Oct-2026)       ||      ସାମ୍ବାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ବିଜେପୁର ରେ ନାବାଳିକାକୁ ହତ୍ୟା ଅଭିଯୋଗ, ପୋଖରୀ କୂଳରୁ ମୃତ ଦେହ ଉଦ୍ଧାର ||   (24-Oct-2026)       ||      ପିସିସି ସଦସ୍ୟ ଙ୍କ ଦ୍ୱାରା ଶ୍ରମିକ କାର୍ଡ ବଣ୍ଟନ |   (24-Oct-2026)       ||      ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା କୁ ନେଇ ଆଗୁଆ ପ୍ରସ୍ତୁତି ||   (24-Oct-2026)       ||      ଦଶହରା ପରେ ମା ଦୁର୍ଗା ଙ୍କୁ ଭକ୍ତି ପୂର୍ଣ୍ଣ ବିଦାୟ ଦେଲେ ଶ୍ରଦ୍ଧାଳୁ ଓ ଆୟୋଜକ ||   (23-Oct-2026)       ||      ସିଙ୍ଗାରି ଅଞ୍ଚଳର 300ରୂ ଉର୍ଦ୍ଧ କର୍ମୀ ଓସମର୍ଥକ ବିଜେପିରେ ମିଶିଲେ ||   (23-Oct-2026)       ||      ରକ୍ତ ହୀନତା ଯୋଗୁଁ ଜଣେ 20ବର୍ଷୀୟା ଯୁକ୍ତ ତିନିର ଛାତ୍ରୀଙ୍କ ମୃତ୍ୟୁ ||   (23-Oct-2026)       ||     

ରାଷ୍ଟ୍ରପତି ଙ୍କ ମନ ଦୁଃଖ, ମେଜର ରେଷଭ ଚାକିରି ଛାଡି ଦେବା ଯୋଗୁଁ |

30-Aug-2026

ମେଜର ରେଷଭ ସିଂହ ଚାକିରି ଛାଡିଲେ, ରାଷ୍ଟ୍ରପତି କଲେ ମନ ଦୁଃଖ  |

ଓଡିଶା ଜନ ମତ ବ୍ୟୁରୋ, 
ରେଷଭ ସିଂହ କଣ ପାଈଁ ଏତେବଡ ଚାକିରୀ ଛାଡିଲେ ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ | ସୋସିଆଲ ମିଡିଆରେଲୋକଙ୍କ ମନ ଜିତି ଆସୁଥିବା ନିଜ ବ୍ୟକ୍ତିତ୍ୱ ପାଈଁ ଇଣ୍ଟରନେଟ କ୍ରସ ବନି ଥିବା ମେଜର ରେଷଭ ସିଂହ ଏବେ ଭାରତୀୟ ସେନାକୁ ଅଲବିଦା କରିସାରିଛନ୍ତି   | ସେଥି ପାଈଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ମନ ଦୁଃଖ ହୋଇଛି | ତାର କାରଣ ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପାଦରେ ପାଦ ମିଶାଇ ଚାଲୁଥିବା ,ଛାଇ ଭଳି ରହି ସୁରକ୍ଷା ଦେଉଥିବା , କେବେ ବର୍ଷାରେ ରାଷ୍ଟ୍ରପତିଙ୍କ ପାଇଁ ଛତା ଧରି ଚାଲୁଥିବା ,ରାଷ୍ଟ୍ରପତିଙ୍କ ପୁଅ ପରି ଧ୍ୟାନ ରଖୁଥିବା , ଏବଂ ନିଜର କଡ଼କ୍ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତି ଆସୁଥିବା, ମେଜର ରେଷଭ ସିଂହ ଏବେ ଭାରତୀୟ ସେନାକୁ ଅଲବିଦା କହିସାରିଛନ୍ତି । ଆର୍ମିରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଏମିତି କ’ଣ ହେଲା ଯେ, ମେଜର୍ ରେଷଭ ଏପରି ହଠାତ୍ ଚାକିରି ଛାଡ଼ିଦେଲେ, ବର୍ଦ୍ଦି ଉତାରିଦେଲେ…
ହେଲେ ସୋସିଆଲ ମିଡିଆରେ ମେଜର୍ ରେଷଭଙ୍କ ଭିଡିଓ ଦେଖିବା ପରେ ଏ ପ୍ରଶ୍ନ ଆହୁରି ଘନିଭୂତ ହୋଇଛି । ଭିଡିଓ ପୋଷ୍ଟ କରି ମେଜର ରଷଭ୍ କହିଛନ୍ତି , ‘ମୁଁ ପିଲାଟି ବେଳୁ ଦେଶର ସେବା ପାଇଁ ଭାରି ଉତ୍ସୁକ ଥିଲି । ସେଥିପାଇଁ ନିଜକୁ ପୂରା ପ୍ରସ୍ତୁତ କରିଥିଲି । ସେନା ବର୍ଦ୍ଦି ପିନ୍ଧିବା ପିଲାବେଳୁ ମୋ ସ୍ବପ୍ନ ଥିଲା । ପରେ ସେ ସ୍ବପ୍ନ ସତ ବି ହେଲା । ହେଲେ କେବେ ଭାବିନଥିଲି ଏ ବର୍ଦ୍ଦି ମୁଁ  ଉତାରିବି, ଆର୍ମି ଛାଡ଼ିବି ।କିନ୍ତୁ ବେଳେ ବେଳେ ଜୀବନରେ ଏପରି କିଛି ପରିସ୍ଥିତି ଆସେ ଯାହା ମଣିଷକୁ ନିଜ ଇଚ୍ଛା ବିରୋଧରେ ଯିବାକୁ ବାଧ୍ୟ କରେ । ମୁଁ କିଛି ବ୍ୟକ୍ତିଗତ, ପାରିବାରିକ ସମସ୍ୟା ଯୋଗୁଁ ଆର୍ମି ଛାଡ଼ିବାକୁ ବାଧ୍ୟ ହେଲି। କିନ୍ତୁ ଦେଶବାସୀ ମୋତେ ବହୁତ ସ୍ନେହ, ସମ୍ମାନ ଦେଇଛନ୍ତି। ସେଥିପାଇଁ ମୁଁ କୃତଜ୍ଞ…’
ମେଜର୍ ରେଷଭ ସିଂହ ସାମ୍ବ୍ୟାଲ ୨୦୨୧ରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଜାଠ୍ ରେଜିମେଣ୍ଟରେ କ୍ୟାପ୍ଟେନ୍ ପଦ ପାଇଥିଲେ । ଗଣତନ୍ତ୍ର ଦିବସରେ ପୂରା ଟିମର ନେତୃତ୍ବ ନେଇଥିଲେ । ତାଙ୍କ ଟିମ୍ ସେହି ବର୍ଷ ସର୍ବଶ୍ରେଷ୍ଠ ମାର୍ଚ୍ଚିଙ୍ଗ ଟ୍ରଫି ବି ଜିତିଥିଲା । ଏହାପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଲା । ଏହାପରେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କ ସୁରକ୍ଷାର ମଙ୍ଗ ସମ୍ଭାଳିଲେ । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଆନ୍ତୁ ତାଙ୍କ ସହ ଛାଇ ଭଳି ରୁହନ୍ତି ମେଜର୍ ରିଷଭ୍ । ପୂର୍ବରୁ ଅନେକ ରାଷ୍ଟ୍ରପତିଙ୍କୁ ତାଙ୍କ ସୁରକ୍ଷା ଯବାନଙ୍କ ସହ ଦେଖିବାକୁ ମିଳୁଥିଲେ ବି ମେଜର୍ ରିଷଭ୍ କିନ୍ତୁ ଅତି ସଯତ୍ନ ସହ ରାଷ୍ଟ୍ରପତିଙ୍କ ସୁରକ୍ଷା କରନ୍ତି, ଯାହା ଭିଡିଓରୁ ବାରି ହୋଇପଡ଼େ । ଜାଣେ ପୁଅ ପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସୁରକ୍ଷା କରନ୍ତି । ଦୁହିଁଙ୍କ ସମ୍ପର୍କକୁ ସୋସିଆଲ ମିଡିଆରେ ଲୋକେ ମା’ ପୁଅଙ୍କ ସମ୍ପର୍କ; ବୋଲି କୁହନ୍ତି । ହେଲେ ଏବେ ରେଷଭ୍ ଇସ୍ତଫା ଦେବା ପରେ ଖାଲି ପ୍ରଶଂସକ ନୁହନ୍ତି ଖୋଦ୍ ରାଷ୍ଟ୍ରପତି ବି ଦୁଃଖରେ । ସମସ୍ତେ ତାଙ୍କ ଇସ୍ତଫାର କାରଣ ପଚାରିବା ପରେ ଉତ୍ତର ରଖିଛନ୍ତି ରେଷଭ୍ ।ଏବେ ସଂକ୍ଷେପରେ ଜାଣିବା ରେଷଭଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ଜମ୍ମୁ ବୀର ମାଟିର ଡୋଗରା ପରିବାରରୁ ଆସିଛନ୍ତି ରେଷଭ । ଭାରତୀୟ ସେନାର ୪ ପାରା ସ୍ପେଶାଲ ଫୋର୍ସ ସହ ଜଡ଼ିତ ଥିଲେ । ଆଉ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଯେଉଁ ପଦରେ ରେଷଭ ଥିଲେ ସେଠି ପହୟ୍ଚିବା ଏତେ ସହଜ ନୁହେଁ । ରାଷ୍ଟ୍ରପତିଙ୍କ ADC ପଦ ପାଇବାକୁ ହେଲେ ଖୁବ୍ କମ୍ ବୟସରେ ଏହି ପଦ ପାଇଥିଲେ ରେଷଭ୍ । କିନ୍ତୁ ବ୍ୟକ୍ତିଗତ କାରଣରୁ  ପଦ ଛାଡ଼ିବା ପରେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି!|

News Comment

You Might Also Like

BACK TO TOP