Breaking News

ନବେ ଦଶକ ରେ ଝିଅ ଙ୍କ ହୃଦୟ ରେ ରାଜ କରୁଥିବା ଅଭିନେତା ଆଜି ବାହାଘର ପାର୍ଟିରେ କରୁଛନ୍ତି ଡେନ୍ସ |   (11-Sep-2026)       ||      ଶେରଗଡ଼ ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ |    (10-Sep-2026)       ||      ସିଏଚ ନୂଆଙ୍ଗା ଓ ଶିକୁଳା ରେ ବିଜେପି ର ସେବା ସଂକଳ୍ପ ଅଭିଯାନ |    (10-Sep-2026)       ||      କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲକାଙ୍କୁ "ସଂସଦ ରତ୍ନ ସମ୍ମାନ |   (10-Sep-2026)       ||      ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ 247ଜଣଙ୍କ ପଞ୍ଜିକରଣ ||   (10-Sep-2026)       ||      ପୃଥକ ପୃଥକ ଦୁର୍ଘଟଣା ରେ କୋଦଳା ଠାରେ ଜଣେ ମୃତ, ପାଞ୍ଚ ଗୁରୁତର,    (10-Sep-2026)       ||      ଏକ କୋଟିରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ କୁ ଜବତ କଲା ପୋଲସରା ପୋଲିସ |   (10-Sep-2026)       ||      ଲାଞ୍ଜିଗଡ ରେ ପହଁଚିଲେ ଅଞ୍ଚଳ ବାସୀ, ଲୋଦ ଶିକାକା ଙ୍କ ଜାମିନ ପାଇଁ |    (10-Sep-2026)       ||      ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ ଦେବାକୁ ଆଲୋଚନା |    (10-Sep-2026)       ||      ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ, ଉଲ୍ଲାସ ଜନ ସଚେତନତା କାର୍ଯ୍ୟକ୍ରମ ||   (10-Sep-2026)       ||      ଶାରଳା ସଂସ୍କୃତ ମହା ବିଦ୍ୟାଳୟ ର 14 ତମ ପ୍ରତିଷ୍ଠା ଦିବସ ପାଳିତ ||   (10-Sep-2026)       ||      ହାତରେ ଲାଗିବନି ଅଟା, ରୁଟି କରିବାର ସହଜ ପ୍ରଣାଳୀ ||   (10-Sep-2026)       ||      17 ବର୍ଷ ରେ 1700 ରୁ ଅଧିକ ଦଣ୍ଡ ନୃତ୍ୟ ପରିବେଷଣ କରିଛନ୍ତି ଦେବେନ୍ଦ୍ର ନାଏକ ||   (10-Sep-2026)       ||      ଛୁରୀ ଦେଖାଇ ଲୁଟ ଅଭିଯୁକ୍ତ କୁ କୋର୍ଟ ଚାଲାଣ ||   (09-Sep-2026)       ||      ଗଣେଶ ପୂଜା ପାଇଁ ମୂର୍ତ୍ତି ନିର୍ମାଣ ରେ କାରିଗର ବ୍ୟସ୍ତ |    (09-Sep-2026)       ||      ସାମାନ୍ୟ କଥାକୁ ନେଇ ଜଣେ ଯୁବକଙ୍କୁ ମରଣା ନ୍ତାକ ଆକ୍ରମଣ |    (09-Sep-2026)       ||      ନାବାଳିକା ଙ୍କୁ ବଳତ୍କାର କରିବା ଅଭିଯୋଗ ରେ 20ବର୍ଷ ଜେଲ ଦଣ୍ଡ ସହ 70 ହଜାର ଜୋରିମାନା |    (09-Sep-2026)       ||      ବୈଦ୍ୟନାଥ ପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରତାରଣା କରି କୋର୍ଟ ଚାଲାଣ ||   (09-Sep-2026)       ||      ଦୁର୍ଘଟଣା ରେ ଆହତ ଦୁଇ ବ୍ୟକ୍ତି ମେଡିକାଲ ରେ ଭର୍ତ୍ତି ||   (09-Sep-2026)       ||      ପୋଲସରା ରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା -2026 ଅନୁଷ୍ଠିତ |   (09-Sep-2026)       ||     

ରାଷ୍ଟ୍ରପତି ଙ୍କ ମନ ଦୁଃଖ ମେଜର ରେଷଭ ସିଂହ ଚାକିରୀ ଛାଡ଼ିଦେବାରୁ |

30-Aug-2026

ମେଜର ରେଷଭ ସିଂହ ଚାକିରି ଛାଡିଲେ, ରାଷ୍ଟ୍ରପତି କଲେ ମନ ଦୁଃଖ  |

ଓଡିଶା ଜନ ମତ ବ୍ୟୁରୋ, 
ରେଷଭ ସିଂହ କଣ ପାଈଁ ଏତେବଡ ଚାକିରୀ ଛାଡିଲେ ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ | ସୋସିଆଲ ମିଡିଆରେଲୋକଙ୍କ ମନ ଜିତି ଆସୁଥିବା ନିଜ ବ୍ୟକ୍ତିତ୍ୱ ପାଈଁ ଇଣ୍ଟରନେଟ କ୍ରସ ବନି ଥିବା ମେଜର ରେଷଭ ସିଂହ ଏବେ ଭାରତୀୟ ସେନାକୁ ଅଲବିଦା କରିସାରିଛନ୍ତି   | ସେଥି ପାଈଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ମନ ଦୁଃଖ ହୋଇଛି | ତାର କାରଣ ହେଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ପାଦରେ ପାଦ ମିଶାଇ ଚାଲୁଥିବା ,ଛାଇ ଭଳି ରହି ସୁରକ୍ଷା ଦେଉଥିବା , କେବେ ବର୍ଷାରେ ରାଷ୍ଟ୍ରପତିଙ୍କ ପାଇଁ ଛତା ଧରି ଚାଲୁଥିବା ,ରାଷ୍ଟ୍ରପତିଙ୍କ ପୁଅ ପରି ଧ୍ୟାନ ରଖୁଥିବା , ଏବଂ ନିଜର କଡ଼କ୍ ଅନ୍ଦାଜ ପାଇଁ ସୋସିଆଲ ମିଡିଆରେ ଲୋକଙ୍କ ମନ ଜିତି ଆସୁଥିବା, ମେଜର ରେଷଭ ସିଂହ ଏବେ ଭାରତୀୟ ସେନାକୁ ଅଲବିଦା କହିସାରିଛନ୍ତି । ଆର୍ମିରୁ ତାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଜୋର ଧରିଛି । ସମସ୍ତଙ୍କ ମନରେ ପ୍ରଶ୍ନ ଏମିତି କ’ଣ ହେଲା ଯେ, ମେଜର୍ ରେଷଭ ଏପରି ହଠାତ୍ ଚାକିରି ଛାଡ଼ିଦେଲେ, ବର୍ଦ୍ଦି ଉତାରିଦେଲେ…
ହେଲେ ସୋସିଆଲ ମିଡିଆରେ ମେଜର୍ ରେଷଭଙ୍କ ଭିଡିଓ ଦେଖିବା ପରେ ଏ ପ୍ରଶ୍ନ ଆହୁରି ଘନିଭୂତ ହୋଇଛି । ଭିଡିଓ ପୋଷ୍ଟ କରି ମେଜର ରଷଭ୍ କହିଛନ୍ତି , ‘ମୁଁ ପିଲାଟି ବେଳୁ ଦେଶର ସେବା ପାଇଁ ଭାରି ଉତ୍ସୁକ ଥିଲି । ସେଥିପାଇଁ ନିଜକୁ ପୂରା ପ୍ରସ୍ତୁତ କରିଥିଲି । ସେନା ବର୍ଦ୍ଦି ପିନ୍ଧିବା ପିଲାବେଳୁ ମୋ ସ୍ବପ୍ନ ଥିଲା । ପରେ ସେ ସ୍ବପ୍ନ ସତ ବି ହେଲା । ହେଲେ କେବେ ଭାବିନଥିଲି ଏ ବର୍ଦ୍ଦି ମୁଁ  ଉତାରିବି, ଆର୍ମି ଛାଡ଼ିବି ।କିନ୍ତୁ ବେଳେ ବେଳେ ଜୀବନରେ ଏପରି କିଛି ପରିସ୍ଥିତି ଆସେ ଯାହା ମଣିଷକୁ ନିଜ ଇଚ୍ଛା ବିରୋଧରେ ଯିବାକୁ ବାଧ୍ୟ କରେ । ମୁଁ କିଛି ବ୍ୟକ୍ତିଗତ, ପାରିବାରିକ ସମସ୍ୟା ଯୋଗୁଁ ଆର୍ମି ଛାଡ଼ିବାକୁ ବାଧ୍ୟ ହେଲି। କିନ୍ତୁ ଦେଶବାସୀ ମୋତେ ବହୁତ ସ୍ନେହ, ସମ୍ମାନ ଦେଇଛନ୍ତି। ସେଥିପାଇଁ ମୁଁ କୃତଜ୍ଞ…’
ମେଜର୍ ରେଷଭ ସିଂହ ସାମ୍ବ୍ୟାଲ ୨୦୨୧ରେ ଚର୍ଚ୍ଚାକୁ ଆସିଥିଲେ , ଯେବେ ସେ ଜାଠ୍ ରେଜିମେଣ୍ଟରେ କ୍ୟାପ୍ଟେନ୍ ପଦ ପାଇଥିଲେ । ଗଣତନ୍ତ୍ର ଦିବସରେ ପୂରା ଟିମର ନେତୃତ୍ବ ନେଇଥିଲେ । ତାଙ୍କ ଟିମ୍ ସେହି ବର୍ଷ ସର୍ବଶ୍ରେଷ୍ଠ ମାର୍ଚ୍ଚିଙ୍ଗ ଟ୍ରଫି ବି ଜିତିଥିଲା । ଏହାପରେ ସୋସିଆଲ ମିଡିଆରେ ତାଙ୍କ ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଲା । ଏହାପରେ ଶ୍ରୀମତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ତାଙ୍କ ସୁରକ୍ଷାର ମଙ୍ଗ ସମ୍ଭାଳିଲେ । ରାଷ୍ଟ୍ରପତି ଯେଉଁ କାର୍ଯ୍ୟକ୍ରମକୁ ଯାଆନ୍ତୁ ତାଙ୍କ ସହ ଛାଇ ଭଳି ରୁହନ୍ତି ମେଜର୍ ରିଷଭ୍ । ପୂର୍ବରୁ ଅନେକ ରାଷ୍ଟ୍ରପତିଙ୍କୁ ତାଙ୍କ ସୁରକ୍ଷା ଯବାନଙ୍କ ସହ ଦେଖିବାକୁ ମିଳୁଥିଲେ ବି ମେଜର୍ ରିଷଭ୍ କିନ୍ତୁ ଅତି ସଯତ୍ନ ସହ ରାଷ୍ଟ୍ରପତିଙ୍କ ସୁରକ୍ଷା କରନ୍ତି, ଯାହା ଭିଡିଓରୁ ବାରି ହୋଇପଡ଼େ । ଜାଣେ ପୁଅ ପରି ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ସୁରକ୍ଷା କରନ୍ତି । ଦୁହିଁଙ୍କ ସମ୍ପର୍କକୁ ସୋସିଆଲ ମିଡିଆରେ ଲୋକେ ମା’ ପୁଅଙ୍କ ସମ୍ପର୍କ; ବୋଲି କୁହନ୍ତି । ହେଲେ ଏବେ ରେଷଭ୍ ଇସ୍ତଫା ଦେବା ପରେ ଖାଲି ପ୍ରଶଂସକ ନୁହନ୍ତି ଖୋଦ୍ ରାଷ୍ଟ୍ରପତି ବି ଦୁଃଖରେ । ସମସ୍ତେ ତାଙ୍କ ଇସ୍ତଫାର କାରଣ ପଚାରିବା ପରେ ଉତ୍ତର ରଖିଛନ୍ତି ରେଷଭ୍ ।ଏବେ ସଂକ୍ଷେପରେ ଜାଣିବା ରେଷଭଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ । ଜମ୍ମୁ ବୀର ମାଟିର ଡୋଗରା ପରିବାରରୁ ଆସିଛନ୍ତି ରେଷଭ । ଭାରତୀୟ ସେନାର ୪ ପାରା ସ୍ପେଶାଲ ଫୋର୍ସ ସହ ଜଡ଼ିତ ଥିଲେ । ଆଉ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ଯେଉଁ ପଦରେ ରେଷଭ ଥିଲେ ସେଠି ପହୟ୍ଚିବା ଏତେ ସହଜ ନୁହେଁ । ରାଷ୍ଟ୍ରପତିଙ୍କ ADC ପଦ ପାଇବାକୁ ହେଲେ ଖୁବ୍ କମ୍ ବୟସରେ ଏହି ପଦ ପାଇଥିଲେ ରେଷଭ୍ । କିନ୍ତୁ ବ୍ୟକ୍ତିଗତ କାରଣରୁ  ପଦ ଛାଡ଼ିବା ପରେ ସୋସିଆଲ ମିଡିଆରେ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି!|

News Comment

You Might Also Like

BACK TO TOP