Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

ଦାଦନ ଯାଇ ନିଖୋଜ ଥିବା ପୁଅର ବାଟ ଚାହିଁ ବସି ଛନ୍ତି ପରିବାର ଲୋକ ||

25-Aug-2026

ଆବୁଧାବି ରେ ଓଡ଼ିଆ ଶ୍ରମିକ ନିଖୋଜ, ଫେରିବା ବାଟକୁ ଚାହିଁ ରହିଛନ୍ତି ପାଞ୍ଚ ପ୍ରାଣୀ କୁଟୁମ୍ବ  | 

ଜନ ମତ ଓଡିଶା ଖଲ୍ଲିକୋଟ,ମାଧବ ବେହେରା,
ଖଲ୍ଲିକୋଟ :  25/8 :------

ଦାଦନ ପ୍ରବଣ ଖଲ୍ଲିକୋଟ ବ୍ଲକ ରୁ ହଟୁନି ଦାଦନ ଦୁଃଖ ଗତ ଦୁଇଦିନ ତାଳେ ଜଣେ ଦାଦନ ଶ୍ରମିକ ଡୁବାଇ ରେ ମୃତୁ ବରଣ କରିଥିବା ବେଳେ ସେହି ମୃତ ଦାଦନ ଶ୍ରମିକ ଙ୍କ ଶବ ଭିଟାମାଟି କୁ ଫେରିନଥିବା ବେଳେ ଆବୁଧାବି ରେ ପୁଣି ଏକ ଦାଦନ ଶ୍ରମିକ ନିଖୋଜ ଘଟଣା ଦେଖିବାକୁ ମିଳିଛି |ସୂଚନା ଅନୁଯାଇ ଖଲ୍ଲିକୋଟ ବ୍ଲକ ର ଡ଼ିମିରିଆ ପଂଚାୟତ ବାହୁତୀ ପଲ୍ଲୀ ଗ୍ରାମ ର ଦଣ୍ଡସୀ ମହାରଣା ଙ୍କ ପୁଅ ବିଜୟ ମହାରଣା ଗତ 22 ଦିନ ହେଲା ନିଖୋଜ ହୋଇଥିବା ଜଣାପଡିଛି |ଗ୍ରାମ ରେ କୌଣସି କାମ ଦମ ନ ମିଳିବାରୁ ଋଣ ବୋଝ ରେ ଭାରାକ୍ରାନ୍ତ ହୋଇ ଘର ର ଏକ ମାତ୍ର ରୋଜଗାରିଆ ପୁଅ ଗତ 20 ମାସ ତାଳେ ଖଲ୍ଲିକୋଟ ବ୍ଲକ ର କାଳିଆ ସିଂହ ନାମକ ଜଣେ ଏଜେଣ୍ଟ ଙ୍କ ଜରିଆରେ ନଗଦ 65 ହଜାର ଟଙ୍କା ଓ ଅନ୍ୟାନ୍ୟ ଏକ ଲକ୍ଷ୍ୟ ଟଙ୍କା ଧାର ଉଦ୍ଧାର କରି ଦାଦନ ଶ୍ରମିକ ଭାବେ ଆବୁଧାବି ର ଟାର୍ଗେଟ କମ୍ପାନୀ କାମ କରି ଆସୁଥିଲା |ଯାହା କିଛି ପଇସା ପଠାଏ ତାର ପତ୍ନୀ ମଞ୍ଜୁ ବଡ଼ ଝିଅ ଶ୍ରାବଣୀ ଓ ସତ୍ୟ ଓ ସାଇଁ ଚାରି ଜଣ ଦୁଃଖ ସୁଖ ରେ ପ୍ରତି ପୋଷଣ ହୋଇ ଥାନ୍ତି | ବିଜୟ ଆବୁଧାବି  ଯିବା ଠାରୁ ସବୁ ବେଳେ ତାର ପରିବାର କୁ ଫୋନ କରି ଭାକ ମନ୍ଦ ବୁଝି ଥାଏ |କିନ୍ତୁ ଅଗସ୍ତି 3 ତାରିଖ ରୁ ଘରକୁ କୌଣସି ଫୋନ ଆସିଲାନି |ନିହାତି ଗରିବ ପରିବାର ହୋଇ ଥିବାରୁ ସେମାନେ ଦୈବିନ ଗୁଜୁରାଣ ମେଂଟାଇବା ନେଇ ସଙ୍କଟ ଉପୁଜିଥିଲା |ତେବେ ସେଠାରେ ଥିବା ଓଡ଼ିଆ ଳୋକ ଙ୍କ ସହ ଯୋଗ ଯୋଗ କରି କୌଣସି ତଥ୍ୟ ନ ମିଳିବାରୁ |ପତ୍ନୀ ମଞ୍ଜୁ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଲିଖିତ ଭାବେ ଜଣାଇଥିଲା |ଦୀର୍ଘ 22 ଦିନ ନିଖୋଜ ହେବା ପରେ ପରିବାର ଳୋକ ମାନେ କନ୍ଦ ବୋବାଳି ରେ ମ୍ରିୟମାଣ ହୋଇ ଗଲେଣି | ତୁରନ୍ତ ବିଜୟ କୁ ଫେରାଇ ଆଣିବା ପାଇଁ ସ୍ଥାନୀୟ ବିଧାୟକ ଓ ପ୍ରଶାସନ ନିକଟରେ ଅକୁକ ନିବେଦନ କରିଛି |ଏପଟେ ଖଲ୍ଲିକୋଟ ବ୍ଲକ ପ୍ରବାସୀ ସହାୟତା କେନ୍ଦ୍ର ସଂଯୋଜକ କ୍ରିଷ୍ଣା ପ୍ରସାଦ ପ୍ରଧାନ ନିଖୋଜ ଶ୍ରମିକ ଙ୍କ ପରିବାର କୁ ଭେଟି ଆଧାର କାର୍ଡ ପାସପୋର୍ଟ ଓ ଅନ୍ୟାନ୍ୟ କାଗଜ ପାତ୍ର ସଂଗ୍ରହ କରି ନିଖୋଜ ଶ୍ରମିକ ଙ୍କୁ ଠାବ କରି ଭିଟାମାଟି କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଥିବା ଜଣାପଡିଛି |ତେବେ ଖଲ୍ଲିକୋଟ ବ୍ଲକ ରେ ପ୍ରବାସୀ ଶ୍ରମିକ ମାନେ ରାଜ୍ୟ ଓ ଦେଶ ବାହାର କୁ ଜାଇ ଏଭଳି ଅବସ୍ଥା ରେ ସମ୍ମୁଖୀନ ହେଉଥିବରୁ ରାଜ୍ୟ ସରକାର ଏଜ ସ୍ୱତନ୍ତ୍ର ପ୍ରବାସୀ ଶ୍ରମିକ ଚାଲାଣ ଆଇନ ଆଣିବା ପାଇଁ ବିଭିନ୍ନ ମହଲ ରେ ଦାବି ହେଉଛି |କରଣ ଏହା ଦ୍ୱାରା ବହୁ ପରିବାର ବ୍ୟାପଜ ଆର୍ଥିକ ଓ ସମଯୁକ ସମସ୍ୟା ରେ ହାଇରାଣ ହେଉଛନ୍ତି |

News Comment

You Might Also Like

BACK TO TOP