Breaking News

କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||     

ପାକିସ୍ତାନ ର ପୂର୍ବତନ କ୍ରିକେଟ ଅଧିନାୟକ ଙ୍କ ଉତ୍ତମ ଚିକିତ୍ସା ପାଈଁ ପାକ ସରକାର ଙ୍କୁ ଚିଠି ଲେଖିଲେ ବହୁ ଅଧିନାୟକ |

24-Aug-2026

ପାକିସ୍ତାନ ସରକାରଙ୍କୁ ଇମ୍ରାନଙ୍କ ଚିକିତ୍ସା ଲାଗି କପିଳ,ଗାଭାସ୍କରଙ୍କ ସମେତ ୨୧ ପୂର୍ବତନ ଅଧିନାୟକଙ୍କ  ଲେଖିଲେ ଚିଠି   | 

ଓଡିଶା ଜନ ମତ ବ୍ୟୁରୋ,

ଜଣେ ଅନ୍ୟଦେଶରକ୍ରିକେଟର ପୂର୍ବତନ ଅଧିନାୟକ  ଙ୍କୁ ଉତ୍ତମ ସ୍ଵାସ୍ତ୍ୟ ସେବା ଯୋଗାଇ ଦେବାକୁ ସ୍ୱର ଉଠାଇ ପାକିସ୍ତନ ସରକାର ଙ୍କୁ  ଚିଠିଲେଖିଛନ୍ତି ଭାରତ ଏବଂଅନ୍ୟାନ୍ୟ ଦେଶର ଅଧିନାୟକ ତଥା କ୍ରିକେଟର ମାନେ ||  ସେମାନଙ୍କ କହିବା କଥା କିଏ, ଶତ୍ରୁ, କିଏ ମିତ୍ର ଏଠାରେ ନାହିଁ ଏଠାରେ ଗୋଟିଏ ଶବ୍ଦ, ମାନବିକତା  ପାଈଁ ସମସ୍ତେ ବଞ୍ଚିଛନ୍ତି | ଆସନ୍ତୁ ଜାଣିବା ସେ କିଏ ଏବଂ କଣ ହୋଇଛି ତାଙ୍କର |  ଲାହୋର ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ୧୯୯୨ ବିଶ୍ୱକପ୍ ବିଜେତା ଅଧିନାୟକ ଇମ୍ରାନ ଖାଁଙ୍କୁ ଉପଯୁକ୍ତ ଚିକିତ୍ସା ଓ ମାନବୀୟ ସୁବିଧା ଯୋଗାଇଦେବାକୁ ପାକିସ୍ତାନ ସରକାରଙ୍କୁ ଅନୁରୋଧ କରିଛନ୍ତି ୨୧ ଜଣ ପୂର୍ବତନ ଅଧିନାୟକ।ସେମାନଙ୍କ ମଧ୍ୟରେ ଅଛନ୍ତି ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର, କପିଲ ଦେବ ଓ ଦିଲୀପ ଭେଙ୍ଗସରକାର। ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଗ୍ରେଗ୍ ଚାପେଲଙ୍କ ଉଦ୍ୟମକ୍ରମେ ଏହି ଚିଠି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ନିକଟକୁ ପ୍ରେରଣ କରାଯାଇଛି।
ଦ୍ୱିତୀୟ ଥର ପାଇଁ ଏପରି ଚିଠିଇମ୍ରାନଙ୍କ ମାନବିକ ଅଧିକାର ଓ ସ୍ୱାସ୍ଥ୍ୟସେବା ନେଇ ଏସବୁ ଅଧିନାୟକ ମାନଙ୍କ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଏପରି ଚିଠି ଲେଖାଯାଇଛି। ସୋସିଆଲ ମିଡିଆରେ ପ୍ରକାଶିତ ଏହି ଚିଠିରେ ଅଧିନାୟକମାନେ ପାକିସ୍ତାନ ସରକାରଙ୍କୁ ପାକ୍‌ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଗଠିତ ମେଡିକାଲ ବୋର୍ଡକୁ ଇମ୍ରାନଙ୍କ ସ୍ୱାସ୍ଥ୍ୟର ସ୍ୱାଧୀନ ମୂଲ୍ୟାଙ୍କନ କରିବାକୁ ଦେବା ପାଇଁ କହିଛନ୍ତି। ଏହି ମେଡିକାଲ ବୋର୍ଡରେ ଇମ୍ରାନଙ୍କ ବ୍ୟକ୍ତିଗତ ଡାକ୍ତରମାନଙ୍କୁ ମଧ୍ୟ ସାମିଲ କରାଯିବାକୁ ସେମାନେ ଦାବି କରିଛନ୍ତି। ଇମ୍ରାନଙ୍କ ଡାହାଣ ଆଖିର ଦୃଷ୍ଟିଶକ୍ତି କମିଯାଇଥିବା ଖବରକୁ ନେଇ ଚିଠିରେ ଚିନ୍ତା ପ୍ରକାଶ କରାଯାଇଛି। ତେବେ ଜଣେ ଅଧିନାୟକ ତଥା ଖେଳାଳି ପ୍ରତି ଅଧିକାଂଶ ଦେଶ ର ଅଧିନାୟକ ଓ ସଭାପତି ଏବଂ ଖେଳାଳି ମାନଙ୍କ ମାନବିକତା ହିଁ ଏସବୁ କାର୍ଯ୍ୟ ସୂଚାଇ ଦେଉଛି ଯେ  ସେମାନେ ସମସ୍ତେ ଗୋଟିଏ ଗୋଟିଏ ପୂର୍ବତନ ଖେଳାଳି ଥିଲେ |  ଖେଳ ମଧ୍ୟରେ ବହୁ ହାର, ଜିତ ଛକା, ଚଉକା  ବୋଲଡ ଆଉଟ ଜଣେ ଅନ୍ୟ ଜଣଙ୍କୁ କରିଛି!| ତଥାପି ସେମାନଙ୍କ ଭିତରେ ମାନବିକତା ଏବେବି ବଞ୍ଚିଛି |

News Comment

You Might Also Like

BACK TO TOP