Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ନଅ ବର୍ଷର ବାଳକ ଭାଗବତ ଗୀତା ଓ ପାଣିନୀୟ ଙ୍କ ସୂତ୍ର ରେ ଚମକାଇ ଦେଇଛନ୍ତି ||

27-Sep-2026

ଭଗବଦ୍‌ ଗୀତା ପାଞ୍ଚ ବର୍ଷରେ , ନଅ ବର୍ଷରେ ୪ ହଜାର ପାଣିନି ସୂତ୍ର ମୁଖସ୍ଥ |

 ଓଡିଶା ଜନ ମତବ୍ୟୁରୋ,

 ଅଧିକାଂଶ ବ୍ୟକ୍ତି ତାଙ୍କ ପିଲାମାନଙ୍କୁ ସଂସ୍କୃତ ଶିକ୍ଷା ରୁ ଦୁରେଇ ଦେଉଥିଲେ ମଧ୍ୟ ପାଞ୍ଚ ବର୍ଷ ର ବାଳକ ସଂକୃତ ରେ ପାଣ୍ଡିତ୍ୟ ଅର୍ଜନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି | ବୃଷବର୍ଦ୍ଧନ ଶର୍ମା ୫ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭଗବଦ୍‌ଗୀତାର ୭୦୦ ଶ୍ଲୋକ ମୁଖସ୍ଥ କରିଥିଲେ ।
ବୟସ ମାତ୍ର ୯ ବର୍ଷ, କିନ୍ତୁ ସଫଳତା ଚମକାଇ ଦେବା ଭଳି । ବେଙ୍ଗାଲୁରୁର ହୋମ୍‌ସ୍କୁଲିଂ ଛାତ୍ର ବୃଷବର୍ଦ୍ଧନ ଶର୍ମା ୫ ବର୍ଷ ବୟସରେ ସମ୍ପୂର୍ଣ୍ଣ ଭଗବଦ୍‌ଗୀତାର ୭୦୦ ଶ୍ଲୋକ ମୁଖସ୍ଥ କରିଥିଲେ ।
ଏହା ପରେ ୮ ବର୍ଷ ବୟସରେ ପାଣିନିଙ୍କ ଅଷ୍ଟାଧ୍ୟାୟୀର ପ୍ରାୟ ୪ ହଜାର ସୂତ୍ର ସହ ଅମରକୋଷ ମଧ୍ୟ ମୁଖସ୍ଥ କରିଛନ୍ତି । ଚଳିତ ବର୍ଷ କାଞ୍ଚିପୁରମ୍‌ରେ ଅନୁଷ୍ଠିତ ୬୩ତମ ଅଖିଳ ଭାରତୀୟ ଶାସ୍ତ୍ରୋତ୍ସବରେ ଅଷ୍ଟାଧ୍ୟାୟୀ କଣ୍ଠପାଠ ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।
କେବଳ ସଂସ୍କୃତ ଶିକ୍ଷାରେ ନୁହେଁ, ଟେକ୍ନୋଲୋଜିରେ ମଧ୍ୟ ନିଜ ପ୍ରତିଭା ଦେଖାଇଛନ୍ତି ବୃଷବର୍ଦ୍ଧନ । ସେ ‘ଗୀତାବର୍ଦ୍ଧନ’ ନାମରେ ଏକ ମାଗଣା ଅଫ୍‌ଲାଇନ୍ ଆପ୍‌ ତିଆରି କରିଛନ୍ତି । ଏଥିରେ ୧୩ଟି ଭାରତୀୟ ଭାଷାରେ ଭଗବଦ୍‌ଗୀତା, ସଂସ୍କୃତ ଶ୍ଲୋକ, ଅଡିଓ ପାଠ ଏବଂ ବିଭିନ୍ନ ଟିକା ରହିଛି ।
ବିଶେଷ କଥା ହେଉଛି, ଆପ୍‌ଟି ବ୍ୟବହାର ପାଇଁ ଇଣ୍ଟରନେଟ୍‌ର ଆବଶ୍ୟକତା ନାହିଁ । ସେ ନିଜେ ଇ-ଇଙ୍କ୍‌ ସ୍କ୍ରିନ୍‌, ଟଚ୍‌ସ୍କ୍ରିନ୍‌ ଓ ଭଏସ୍‌ କଣ୍ଟ୍ରୋଲ୍‌ ଥିବା ଛୋଟ ଗୀତା ରିଡର ଡିଭାଇସ୍‌ ମଧ୍ୟ ତିଆରି କରିଛନ୍ତି । ପ୍ରାଚୀନ ସଂସ୍କୃତ ଜ୍ଞାନ ସହ ଆଧୁନିକ ପ୍ରଯୁକ୍ତିର ଏହି ଅନନ୍ୟ ମିଶ୍ରଣ ଏବେ ୯ ବର୍ଷୀୟ ବୃଷବର୍ଦ୍ଧନଙ୍କୁ ଚର୍ଚ୍ଚାରେ ଆଣିଛି

News Comment

You Might Also Like

BACK TO TOP