Breaking News

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||      କୋଦଳା ଲକ୍ଷ୍ମୀ ନାରାୟଣ ସ୍ନାତକ ମହାବିଦ୍ୟାଳୟ ରେ ନିର୍ବାଚନ ପାଇଁ 17ଜଣଙ୍କ ନାମାଙ୍କନ ପତ୍ର ଦାଖଲ |    (09-Oct-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ, ଦୁଇ ଅଭିଯୁକ୍ତ ଗିରଫ |   (09-Oct-2026)       ||      ଟାଟାବେଞ୍ଜ ଛକ ସ୍ଥିତ ଏକ ଲଜରୁ ସେକ୍ସ ରାକେଟ କୁ ଠାବ କଲା ବୈଦ୍ୟନାଥ ପୁର ପୋଲିସ |   (09-Oct-2026)       ||      ଅବକାରୀ ବିଭାଗ ଗନ୍ଧ ମର୍ଦ୍ଦନ ରେ ଚଢ଼ାଉ କରି ମଦ ସହ 4000ଲିଟର ମହୁଲ ପୋଚ ଜବତ |    (09-Oct-2026)       ||      କଂଗ୍ରେସ ର ଓଡିଶା ବନ୍ଦର ଡାକରା ରଘୁନାଥ ପୁର ବ୍ଲକରେ ପ୍ରଭାବ ପଡିଲା ||   (09-Oct-2026)       ||      ପୋଲସରା ରେ ବିଜେଡିର" ଜନ ସମ୍ପର୍କ ପଦଯାତ୍ରା " ଆରମ୍ଭ |   (08-Oct-2026)       ||      ସିଂହପୁର ରେ ନୁଆଁ ମଲ୍ଟି କେୟାର ପ୍ଲସ କ୍ଲିନିକ ଉଦଘାଟିତ |   (08-Oct-2026)       ||      ଆଇନ ଶୃଙ୍ଖଳା ସ୍ଥିତି ପାଇଁ ଉପଜିଲ୍ଲାପାଳ ଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ ||    (08-Oct-2026)       ||     

ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |

10-Oct-2026

ଛତ୍ରପୁର ବ୍ଲକ୍ ଅଧୀନରେ ଥିବା ୫ଟି ପଞ୍ଚାୟତକୁ ଟିବି ମୁକ୍ତ ଘୋଷଣା ।

ଓଡ଼ିଶା ଜନମତ,ଛତ୍ରପୁର, ତା. ୦୮/ ୧୦,

କେ.ସତ୍ୟନାରାୟଣ ରେଡ୍ଡୀ:-----

ଗଞ୍ଜାମ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଓସ୍ୱାନ୍ ସଭାଗୃହରେ ଟିବି ମୁକ୍ତ ଭାରତ ଅଭିଯାନ କାର୍ଯ୍ଯକ୍ରମ ର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବ୍ଲକ୍ ଅଧୀନରେ ଥିବା ୫ଟି ପଞ୍ଚାୟତକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଆନୁଷ୍ଠାନିକ ଭାବେ ଟିବି ମୁକ୍ତ ଅଞ୍ଚଳ ବୋଲି ଘୋଷଣା କରାଯାଇଛି।  
ଅନୁଷ୍ଠିତ ଟିବି ମୁକ୍ତ ପଞ୍ଚାୟତ ସମ୍ମାନ ଓ ଯୋସ୍ ଟିମ୍ ଉଦ୍ଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଟିବି ଚାମ୍ପିୟନ୍ ମାନଙ୍କୁ ଉତ୍ସାହିତ କରିଥିଲେ । 
ଗଞ୍ଜାମ ଜିଲ୍ଲାପାଳ ୱି. କୀର୍ତ୍ତିଭାସନ୍ ଙ୍କ ନିର୍ଦ୍ଦେଶ କ୍ରମେ ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ସଚ୍ଚିଦାନନ୍ଦ ନାୟକ ଯୋଗଦେଇଥିଲେ । ଏହା ସହିତ ସିଡିଏମ ଆଣ୍ଡ ପି.ଏଚ.ଓ  ଡାକ୍ତର କାମେଶ୍ୱର ରାଓ, ଏଡି.ପି.ଏଚ.ଓ-ଟିବି  ଡାକ୍ତର. ଅବନୀ କୁମାର ପାତ୍ର, ଡିପିଏମ୍-ଏନ.ଏଚ.ଏମ୍. ବୁଲୁନାଥ ସାହୁ, ଏସ.ଡି.ଏଚ ଅଧିକ୍ଷୀକ ଡାକ୍ତର ଅଲେଖ ପ୍ରଧାନ, ଛତ୍ରପୁର ମୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷୀକ ଡାକ୍ତର ସୁଶାନ୍ତ ଶେଖର ବେହେରା,  ଡାକ୍ତର ସ୍ୱାଧୀନ ରଥ ,ମେଜର ଯକ୍ଷିତ୍ (୦୩ ବାଟାଲିୟନ), ଡିପିସି-ଏନଟିଇପି ବିଜେସୀ ଜେନା, ପି.ପି.ଏମ୍ ସୁଧୀର କାନ୍ତ ବେହେରା, ପି.ଏମ୍.ଡି.ଟି ସାଇ ପ୍ରସାଦ ସ୍ୱରୂପ, ମୁନିସିପେଣ୍ଠ ବ୍ଲକ୍‌ର ୫ ଜଣ ସରପଞ୍ଚ, ସୁବେଦାର କୃଷ୍ଣ କୁମାର (ସିନିୟର ଯେ.ସି.ଓ), ୩ ଓଡ଼ିଶା ମେଡିକାଲ୍ କମ୍ପାନୀ ଏନ.ସି.ସି, ନାଏକ ବିପିନ ମହାପାତ୍ର (ଇନ୍‌ଷ୍ଟ୍ରକ୍ଟର), ସମସ୍ତ କମାଣ୍ଡିଂ ଅଫିସର୍, ଏସ.ଟି.ଏସ,ଏସ.ଟି.ଏଲ୍.ଏସ, ଟିବି ଚମ୍ପିୟାନ, ଏନ୍.ସି.ସି, ସ୍ୱେଚ୍ଛାସେବୀ, ମାଇ ଭାରତ ସ୍ୱେଚ୍ଛାସେବୀ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । 
  ଏହି ଅବସରରେ ୨୦୨୫ ମସିହାରେ ଟିବି ମୁକ୍ତ ପଞ୍ଚାୟତ ଭାବେ ଚିହ୍ନଟ ହୋଇଥିବା ଛତ୍ରପୁର ବ୍ଲକ୍ ଅଧୀନରେ ଥିବା ୫ଟି ପଞ୍ଚାୟତ ଯଥା ଚିକଲଖଣ୍ଡି, ବଡ଼ମାଧପୁର, ମହାନାଦପୁର, କାଳୀପଲ୍ଲୀ, ପୋଡାପଦର,ଏହି ସରପଞ୍ଚ ମାନଙ୍କୁ ସମ୍ମାନୀତ ଏବଂ ଭୂୟସୀ ପ୍ରଶଂସା କରାଯାଇ ମାନପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହିତ ୟୁନିଅନ ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନୋଡ଼ା ଯୋସ୍ ଟିମ୍‌ର ଶୁଭ ଉଦ୍ଘାଟନ କରାଇଥିଲେ ଏବଂ ଯୋସ୍ ଟିମ୍‌କୁ କେନ୍ଦ୍ରୀୟ ଭିଡିଓ କନ୍ଫରେନ୍ସ (ଭିସି) ମାଧ୍ୟମରେ ସଂଯୋଜିତ କରାଯାଇଥିଲା । ଟିବି ମୁକ୍ତ ଭାରତ ଅଭିଯାନକୁ ଆହୁରି ସୁଦୃଢ଼ ଓ ଗତିଶୀଳ କରିବା ଦିଗରେ ଏହି କାର୍ଯ୍ୟକ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଗଲା ।।

News Comment

You Might Also Like

BACK TO TOP