Breaking News

ଦୁନ୍ଧୁଲି ଗ୍ରାମରେ ଧାନ ଜମିକୁ ନେଇ ଉତେଜନା ||   (29-Nov-2026)       ||      ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||     

ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |

10-Oct-2026

ଗଞ୍ଜାମ ଜିଲ୍ଲାରେ ପୋକ ଲାଗି ଧାନ ଫସଲ ବ୍ୟାପକ କ୍ଷତି ।

ଓଡ଼ିଶା ଜନମତ, ଛତ୍ରପୁର ତା.୯ / ୧୦ 

କେ. ସତ୍ୟନାରାୟଣ ରେଡ୍ଡୀ:----
ସାମୁଦ୍ରିକ ଝଡ଼,ବାତ୍ୟା ଓ ବନ୍ୟା ପରେ ଅଜଣା ରୋଗ ସହ ପୋକ ଲାଗି ଗଞ୍ଜାମ ଜିଲ୍ଲାରେ ଧାନ ଫସଲ ବ୍ୟାପକ କ୍ଷତି ହୋଇଥିବା ଖବର ମିଳିଛି ।
 ପ୍ରକାଶ ଥାଉକି, କୃଷି ଡାକ୍ତରୀ ବିଶେଷଜ୍ଞ ଟିମ୍ ବୁଲି ସର୍ଭେ କରି ଦେଖି ଏକ ନିର୍ଣ୍ଣୟ ଦେଇଛନ୍ତି ଯେ` ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଧାନ ଫସଲରେ ପତ୍ରପୋଡ଼ା, ମହିଷା ରୋଗ, ମାଟିଆଗୁଣ୍ଡି ପୋକ ଇତ୍ୟାଦି ଲାଗିଥିବାର ଦେଖିବାକୁ ମିଳିଛି ।
   ଏନେଇ ଖବର ପ୍ରସାରିତ ହେବା ପରେ କୃଷି ବିଭାଗ ତରଫରୁ ତତ୍ପରତା ଦେଖାଯାଇଛି । କୃଷି ଡାକ୍ତରୀ ବିଶେଷଜ୍ଞ ଟିମ୍ ବୁଲି ଦେଖିବା ପରେ ବିଭାଗ ପକ୍ଷରୁ ଚାଷୀ ମାନଙ୍କୁ ସଚେତନତାର ବାର୍ତ୍ତା ଦେବା ସହ ଧାନ ଜମିକୁ ଯାଇ ଅଧିକାରୀ, ଅଧୀଦର୍ଶକ ଓ ଗ୍ରାମ୍ୟ କୃଷି କର୍ମଚାରୀ ମାନେ ଚାଷୀଙ୍କ ସହ ମିଶି ରୋଗ ଓ ପୋକ ନିୟନ୍ତ୍ରଣ ପାଇଁ ବିଭିନ୍ନ ପରାମର୍ଶ ଦେବାର ଦେଖାଯାଇଛି ।  ଏହି ପରିପ୍ରେକ୍ଷୀରେ ଆଜି କୃଷି ବିଭାଗର ଏକ ଟିମ୍ ଛତ୍ରପୁର ବ୍ଲକର ବିପୁଲିଙ୍ଗି ଗ୍ରାମ ପଂଚାୟତ ର କରତାଳି ଗ୍ରାମର ଧାନ ଜମିକୁ ଯାଇ ଧାନ ଫସଲରେ ଲାଗିଥିବା, ରୋଗ ଓ ପୋକ ବୁଲି ଦେଖିଥିଲେଏବଂ ଉପସ୍ଥିତ ସମସ୍ତ ଚାଷୀଙ୍କୁ ତାର ପ୍ରତିକାର ପାଇଁ ପରାମର୍ଶ ଦେଇଥିଲେ . ଏହି ଟିମ୍ ରେ କୃଷି ବିଜ୍ଞାନ କେନ୍ଦ୍ର(୨)
ଗୋଳନ୍ଥରା ର ବରିଷ୍ଠ ବୈଜ୍ଞାନିକ ଡ଼କ୍ଟର ସୁଜିତ କୁମାର ନାଥ, କୃଷି ଜିଲ୍ଲା ଅଧିକାରୀ, ଛତ୍ରପୁର ଶ୍ରୀମତୀ ରଶ୍ମିତା ମହାପାତ୍ର, କୃଷି ବୈଜ୍ଞାନିକ ଡ଼କ୍ଟର ସନ୍ଦୀପ ମହାନ୍ତି, ଗୋଷ୍ଠୀ କୃଷି ଅଧିକାରୀ, ଛତ୍ରପୁର ଶ୍ରୀ ଚୌଧୁରୀ ସାନମାର୍ଗ କର, କୃଷି ଅଧୀଦର୍ଶକ ଶ୍ରୀ ଦୁର୍ଗା ପ୍ରସାଦ ପ୍ରଧାନ, ଗ୍ରାମ୍ୟ କୃଷି କର୍ମଚାରୀ ଶ୍ରୀ ବୈରାଗୀ ସ୍ୱାଇଁ ଥିବା ବେଳେ ଚାଷୀ ହେମନ୍ତ ନାହାକ, ସଞ୍ଜୟ ନାହାକ, ବାସୁଦେବ ପ୍ରଧାନ, ଘନଶ୍ୟାମ ମୁଦୁଲି, ମୋହନ ରେଡ୍ଡୀ, ହାଡୁ ରେଡ୍ଡୀ ଓ ସୋମନାଥ ନାହାକ ଙ୍କ ସହ ଅନେକ ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ ।।

News Comment

You Might Also Like

BACK TO TOP