Breaking News

ଶିକରପାଇ ବିଦ୍ୟାଳୟ ରେ ସାମର୍ଥ ଶିବିର ଅନୁଷ୍ଠିତ ||   (03-Oct-2026)       ||      ଜ୍ଞାନେଶ କୁମରଙ୍କୁ ଗିରଫକରିବା ନେଇ ଇଣ୍ଡିଆ ମେଣ୍ଟ ତରଫରୁ ଏଈ ମାସ 8ତାରିଖ ଓଡିଶା ବନ୍ଦ ଡାକରା |    (03-Oct-2026)       ||      ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଖୋର୍ଦ୍ଧା ଠାରେ ପାଳିତ |    (02-Oct-2026)       ||      ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ବାଲିଗୁଡା ରେ ପାଳିତ |   (02-Oct-2026)       ||      ଖୋର୍ଦ୍ଧା ବ୍ଳକ ନାଲିପଡ଼ା ଅର୍ଜୁନ ପୁର ଓ ବିଭିନ୍ନ ପଞ୍ଚାୟତ ରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ||   (02-Oct-2026)       ||      ହାତୀଓଟ, ଓଏ ଭି ର ଜିଲ୍ଲା ସ୍ତରୀୟ "ସ୍ପାର୍କ 2026 ` ପ୍ରତିଯୋଗୀ ତାରେ ସଫଳତା ||   (02-Oct-2026)       ||      ପୋଲସରା ପ୍ରାଥମିକ ଶିକ୍ଷା ସଂଘ ( ପିଷ୍ଟା ) ପକ୍ଷରୁ ସେବା ନିବୃତ ବିଇଓ ଙ୍କୁ ବିଦାୟ ସମ୍ବର୍ଦ୍ଧନା ||   (02-Oct-2026)       ||      ସାଇପ୍ରଭା ଗୁରୁକୁଳ ଠାରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଭଏସ ଅଫ ମିଡ଼ିଆ ର ନୂତନ କାର୍ଯ୍ୟ କାରି କମିଟି କୁ ଉଦଘାଟନ କଲେ ରାଜ୍ୟ ସଭାପତି |   (02-Oct-2026)       ||      ପଦ୍ମପୁର ମା ବନ ଦୁର୍ଗା ମନ୍ଦିର ରେ ଶାରଦୀୟ ନବରାତ୍ର ଦୁର୍ଗାପୂଜା ଆସନ୍ତା 11ତାରିଖ ରୁ ଆରମ୍ଭ ହେବ ||   (02-Oct-2026)       ||      କଳିଙ୍ଗାୟନ ତୌର୍ୟତ୍ରିକ୍ରମ ବିଶେଷ କାର୍ଯ୍ୟକ୍ରମ ଗାନ୍ଧୀଙ୍କ ଆଦର୍ଶ ରୁ ଆଧୁନିକ ସମାଜ ପର୍ଯ୍ୟନ୍ତ |   (02-Oct-2026)       ||      ଗଞ୍ଜାମ ଜିଲ୍ଲା ସ୍ତରୀୟ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଛତ୍ରପୁର ଠାରେ ପାଳିତ |   (02-Oct-2026)       ||      ଛତ୍ରପୁର ମେଇନ ରୋଡ଼ ରେ ଥିବା ରାଜସ୍ତାନ ମିଠା ଦୋକାନ ରେ ସଟ ସର୍କିଟ ଯୋଗୁଁ ଦୋକାନ ପୋଡ଼ିଗଲା ||   (02-Oct-2026)       ||      ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||     

ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |

09-May-2026

ଏମ୍ବିକେ ଙ୍କୁ ଚାକିରିରୁ ଛଟେଇ ପ୍ରତିବାଦ ରେ  ବ୍ଲକସମ୍ମୁଖରେ ଆତ୍ମହତ୍ୟା ଧମକ,

ଓଡିଶା ଜନ ମତ ବ୍ୟୁରୋ,

ଜଣେ ମହିଳାଙ୍କୁ ବିନା କାରଣ ରେ ଚାକିରି ରୁ ଛଟେଇ ପ୍ରତିବାଦ ରେ ମହିଳା ଜଣକ ବ୍ଳକ ସମୁଖ ରେ ଆତ୍ମ ହୂତି ଦେବାପାଇଁ ଚେତାବନୀ ଦେଇଛନ୍ତି ଏପରି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ବଡ଼ ମାଧପୁର ପଞ୍ଚାୟତ  ରେ ଏମବିକେ ଭାବେ କାର୍ଯ୍ୟରତ ମଞ୍ଜୁ ବେହେରାଙ୍କ କ୍ଷେତ୍ରରେ  | ବିନା କାରଣରେ  କାର୍ଯ୍ୟରୁ ଛଟେଇ କରାଯାଇ ଥିବାରୁ ନ୍ୟାୟ ଲାଗି ଛତ୍ରପୁର ବ୍ଲକ କାର୍ଯ୍ୟାଳୟରେ ଧାରଣାରେ ବସି ରହିଛନ୍ତି। । ଦୀର୍ଘ ୯ ବର୍ଷ ହେଲା ସେ  ଉକ୍ତ ପଞ୍ଚାୟତରେ ନିଜ କାର୍ଯ୍ୟ ସଠିକ ଭାବେ ତୁଲାଇ ଆସୁଥିବା  ବେଳେ ଗତ ୨ ମାସ ହେଲା ତାଙ୍କ ଠାରୁ ଜିପିଏଲଏଫର ଚାବି ଛଡାଇ  ନିଆଯାଇଛି ।  ଏନେଇ ସେ ବହୁବାର ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ବିପିଏମଙ୍କୁ ଜଣାଇଥିଲେ ମଧ୍ଯ କୌଣସି ସୁଫଳ ନ ମିଳିବାରୁ ତାଙ୍କୁ ନ୍ୟାୟ ପ୍ରଦାନ କରିବା ଦାବି ନେଇ ସେ ଆଜି ଛତ୍ରପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହାତରେ ପେଟ୍ରୋଲ ଧରି ଧାରଣାରେ ବସି ରହିଛନ୍ତି । ନ୍ୟାୟ ପ୍ରଦାନ କରାନଗଲେ ସେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ଯା କରିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ଏହାର ସୂଚନା ପାଇଁ ଘଟଣାସ୍ଥଳରେ ଛତ୍ରପୁର ଥାନା ପୋଲିସ ପହଁଚି ଏମବିକେ ମଞ୍ଜୁଙ୍କ ଠାରୁ ପେଟ୍ରୋଲ ବୋତଲ ଛଡାଇ ନେଇଥିଲେ। ପରେ ବିଡ଼ିଓଙ୍କୁ ମଞ୍ଜୁ ବେହେରା ଭେଟିଥିଲେ। ଘଟଣା ବିଷୟରେ ସେ ବିଡ଼ିଓଙ୍କୁ କହିଥିଲେ। ଏନେଇ ବିଡ଼ିଓ ତାଙ୍କୁ ଆଶ୍ୱାସନା ଦେଇଥିଲେ ଯେ ଘଟଣା ତଦନ୍ତ କରି ଏ ସମ୍ବନ୍ଧରେ ପ୍ରଥମେ ୟୁସି ମେମ୍ବରମାନଙ୍କ ସହ ଆଲୋଚନା କରି ଏବଂ ଜିଲ୍ଲାସ୍ତରର ଅଧୂକାରୀଙ୍କସହ ଆଲୋଚନା କରି ଏହାର ସମାଧାନ ବାଟ ବାହାର କରିବେ ବୋଲି କହିଛନ୍ତି  | ତେବେ ବିଡ଼ିଓ ମଞ୍ଜୁଙ୍କୁ ଥଇଥାନ କରିବେ ନା ମଞ୍ଜୁ ପୁଣି କିଛି ଅଘଟଣ ଘଟଇବେ ତାହା  ସେହି ସମୟ କୁ ଅପେକ୍ଷା କରି ଦେଖି ବାକୁ ପଡିବ  |

News Comment

You Might Also Like

BACK TO TOP