Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ରାଜ୍ୟରେ ମୁଖ୍ୟମନ୍ତ୍ରୀ ଆରମ୍ଭ କଲେ ଅସହାୟ, ଗରିବ କନ୍ୟା ଙ୍କ ପାଇଁ ବିବାହ ଯୋଜନା |;

07-Dec-2025

ମୁଖ୍ୟମନ୍ତ୍ରୀ ଙ୍କ ବଡ଼ ଘୋଷଣା ଆରମ୍ଭ ହେଲା ଗରିବ,ଅସହାୟ କନ୍ୟାଙ୍କ ବିବାହ ଯୋଜନା,

     ଓଡିଶା ଜନ ମତ ବ୍ୟୁରୋ,

ରାଜ୍ୟର ପ୍ରତି ଜିଲ୍ଲା ବ୍ଳକ ଓ ପଞ୍ଚାୟତ ରେ ବାସ କରୁ ଥିବା ଅଧିବାସୀ ଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ରି ଗରିବ ଶ୍ରେଣୀର | ସେମାନଙ୍କ ପ୍ରତିଦିନ ଚଳିବା ଯେତିକି କଷ୍ଟ ସାଧ୍ୟ ନୁହଁ ତାଠାରୁ ଅଧିକ କଷ୍ଟ ସେମାନଙ୍କ ଥିବା ଝିଅର ବାହାଘର କରିବା କାମ ବହୁତ କଷ୍ଟ ଦାୟକ ହେଉଥିଲା  | ଏହାକୁ ହୃଦୟଙ୍ଗମ କରି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଗରିବ ଓ ଅସହାୟ ଝିଅମାନଙ୍କ ବାହାଘର ପାଇଁ ଏକ ବଡ଼ ଘୋଷଣା କରିଛନ୍ତି |  ରାଜ୍ୟ ସରକାର ଦେବେ ୫୧ ହଜାର ଟଙ୍କା ରାଜ୍ୟରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା । ରାଜ୍ୟ ସରକାର ଗରିବ ଓ ଅସହାୟ ପରି ବାରର ଝିଅମାନଙ୍କ ପାଇଁ ଏହି ଗୁରୁତ୍ଵପୂର୍ଣ ଯୋଜନା ପ୍ରଣୟଣ କରିଛନ୍ତି, ଯାହାର ନାଁ “ ମୁଖ୍ୟମନ୍ତ୍ରୀ କନ୍ୟା   ବିବାହ  ଯୋଜନା ” ରଖା ଯାଇଛି । ଏହି ଯୋଜନା ଅନୁସାରେ ଅର୍ଥନୈତିକ  ଦୃଷ୍ଟିରୁ ଦୁର୍ବଳ ପରିବାରରେ ଜନ୍ମ ନେଇଥିବା ଝିଅ ମାନଙ୍କ ବିବାହ ପାଇଁ ଆର୍ଥିକ ସହଯୋଗ ପ୍ରଦାନ କରାଯିବ ଏଥିରେ ବିବାହ ସମୟରେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ  ଆର୍ଥିକ ସହାୟତା ସହ ଉପହାର ମଧ୍ୟ ଦିଆଯିବ। ଏଥିପାଇଁ ରାଜ୍ୟ  ମହିଳା ଶିଶୁ ବିକାଶ ବଭାଗ ପକ୍ଷରୁ ସବୁ  ଜିଲ୍ଲାପାଳଙ୍କୁ ଚିଠି ଲେଖା ଯାଇଛି । କନ୍ଯାଙ୍କଆକାଉଣ୍ଟ  କୁଯିବ ୩୫ ହଜାର ଟଙ୍କା । ବିବାହ କାର୍ଯ୍ୟ ପାଇଁ ମିଳିବ ୬ ହଜାର ଟଙ୍କା । ଏଥିସହ ୧୦ ହଜାର ଟଙ୍କାର ଉପହାର ଦେବେ ସରକାର । ଆଉ ଏହି ଉପହାରରେ । ପାଉଞ୍ଜି, ଚୁଡି, ଝୁଣ୍ଟିଆ, ବାସନ ଭଳି ଜିନିଷ ଦେବେ ସରକାର | ଯାହାଦ୍ୱାରା ଝିଅ ବାହାଘର ପାଇଁ ମନସ୍ତାପ ଭୋଗ କରୁଥିବା ବାପା, ମାଆ ମାନଙ୍କ ପାଇଁ ଟିକେ ଆଶ୍ବସ୍ତି କର ସହଯୋଗ  ଅଟେ |

News Comment

You Might Also Like

BACK TO TOP