Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||

29-Sep-2026

ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବିପତ୍ର ପ୍ରଦାନ  

ଓଡିଶା ଜନ ମତ,ଛତ୍ରପୁର ୨୯ /୦୯/୨୬, 

କୃଷ୍ଣ ଚନ୍ଦ୍ର ସାମନ୍ତରା :---

ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ଜିଲ୍ଲା ସଭାପତି ଦଣ୍ଡପାଣି ପାତ୍ରଙ୍କ ନେତୁତ୍ବରେ ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ତୁରନ୍ତ ବହିଷ୍କାର ଦାବିରେ ଆଜି ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଜିଲ୍ଲାପାଳ ଅଫିସ ଆଗରେ ମୁଖ୍ୟ ନିର୍ବାଚନ କମିଶନର ଭୋଟ ଜାଲିଆତି ବିରୋଧରେ ଗଣବିକ୍ଷୋଭ ଓ ଦାବିପତ୍ର ପ୍ରଦାନ କରାଯାଇଛି । ଛତ୍ରପୁରସ୍ଥିତ  ପ୍ରଦକ୍ଷଣ ଗୃହ ପରିସରରେ ଶତାଧିକ  କଂଗ୍ରେସ କର୍ମୀଗଣ ଏକତ୍ରିତ ହୋଇ ସେଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଯେତେବେଳେ କଂଗ୍ରେସ କର୍ମୀଗଣ  ରାସ୍ତାରେ ଯାଉଥିଲେ ସେତେବେଳେ  ମୁଖ୍ଯ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ସ୍ଳୋଗାନ ଦେଉଥିଲେ ।  ଏପରି ସ୍ଳୋଗାନ ଦେଇ  ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସମ୍ମୁଖରେ ପହଞ୍ଚିଥିଲେ ।କଂଗ୍ରେସ ଦଳର ଆଗଧାଡିର ବରିଷ୍ଠ ସଂଗଠକ ନେତୃବୃନ୍ଦ ମୁଖ୍ଯ ନିର୍ବାଚନ କମିଶନର (ସିଇସି) ଜ୍ଞାନେଶ କୁମାରଙ୍କୁ ତାଛ୍ଯଲ୍ଯ  ମଧ୍ୟ କରିଥିଲେ । ଏହା ବି କଡ୍ଡା ବିରୋଧଭାଷରେ ସ୍ଳୋଗାନ ଦେଇଥିଲେ । ଆହୁରି ସେହିମାନେ ଶୋଭାଯାତ୍ରାରେ କହିଥିଲେ କି  ଆମ ଗଣତନ୍ତ୍ରର ବିପରୀତତା ବିରୁଦ୍ଧରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ଯିଏ ସକ୍ରିୟ ଭାବରେ ଭୋଟ ବାକ୍ସର ପବିତ୍ରତା ସହିତ ସାଲିସ କରନ୍ତି ଏବଂ ଭୋଟର ପଞ୍ଜିକରଣରେ ହେରଫେର କରନ୍ତି, ତାଙ୍କର ଏହି ଉଚ୍ଚ ସାମ୍ବିଧାନିକ ପଦବୀରେ ରହିବା ପାଇଁ ତାଙ୍କର ନୈତିକ ଏବଂ ଆଇନଗତ ସ୍ଥିତି ନାହିଁ ବୋଲି ମଧ୍ୟ ସେମାନଙ୍କର  ଦୃଢ ଦାବି ରହିଛି । ତେଣୁ ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି  ଓଡ଼ିଶାର ନାଗରିକମାନଙ୍କ ପକ୍ଷରୁ, ମହାମହିମ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡିଛନ୍ତି , ସମ୍ମାନର ସହିତ  ଅପସାରଣ ଏବଂ ମହାଭିଯୋଗ ସହିତ ପ୍ରମାଣିତ ଖରାପ ଆଚରଣ, ସାଂଗଠନିକ ପକ୍ଷପାତ ଏବଂ ନିର୍ବାଚନ ପ୍ରକ୍ରିୟାର ପଦ୍ଧତିଗତ ବିପର୍ଯ୍ୟସ୍ତତା ଆଧାରରେ ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ଜ୍ଞାନେଶ କୁମାରଙ୍କୁ ଅପସାରଣ ଏବଂ ଆନୁଷ୍ଠାନିକ ମହାଭିଯୋଗ ପାଇଁ ଭାରତୀୟ ସମ୍ବିଧାନର ଧାରା 324(5) ଅନୁଯାୟୀ ତୁରନ୍ତ ପଦକ୍ଷେପ ଆରମ୍ଭ କରନ୍ତୁ ନେଇ ଦାବିଗୁଡ଼ିକ ଉପସ୍ଥାପନ କରି ଛତ୍ରପୁର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ) ସଚ୍ଚିଦାନନ୍ଦ ନାୟକଙ୍କୁ ଦାବୀପତ୍ର ପ୍ରଦାନ କରିଛନ୍ତି  । ଏଥିରେ ବିଳାସୀନି ନାଏକ ଜିଲ୍ଲା ସମ୍ପାଦିକା ,ଚିନ୍ମୟ ପ୍ରଧାନ ଜିଲ୍ଲା ଉପସଭାପତି ,ନାଗେଶ୍ବର ପୃଷ୍ଟି ଜିଲ୍ଲା ଉପସଭାପତି , ବିକ୍ରମ ପଣ୍ଡା ସାଧାରଣ ସମ୍ପାଦକ ,ସୁଦିପ୍ତା ଦାସ ରାଜ୍ୟ ସମ୍ପାଦିକା , ଦିଲ୍ଲୀପ ସୁଧାର ଜିଲ୍ଲା କୃଷକ ସଭାପତି ,ବଳରାମ ନାଏକ ଜିଲ୍ଲା ଉପସଭାପତି , ସୁନାରାମ ସାବତ ଜିଲ୍ଲା ଉପସଭାପତି  ,  ବିଧାୟକ ପ୍ରାର୍ଥୀ ହରିକୃଷ୍ଣ ରଥ ଆସିକା ଲୋକସଭା କ୍ଷେତ୍ରର ହିଞ୍ଜିଳିକାଟୁ ଓ ଶେରଗଡ ବ୍ଳକ  ଆସିକା ବ୍ଳକ ଓ ନଗର ସୋରଡା ବ୍ଳକ ଓ ନଗର  , ଭଞ୍ଜନଗର ବ୍ଳକ ଓ ନଗର , ପୁରୁଷୋତ୍ତମପୁର ବ୍ଳକ ଓ ନଗର , ପୋଲସରା ବ୍ଳକ ଓ ନଗର , ବେଗୁନିଆପଡା ବ୍ଳକ ,ଖଲିକୋଟ ବ୍ଳକ ଓ ନଗର କବିସୂର୍ଯ୍ୟନଗର ବ୍ଳକ ଓ ନଗର କଂଗ୍ରେସ କମିଟି ସଭ୍ୟ ଅଜୟ ପଣ୍ଡା , ମହିଳା କଂଗ୍ରେସ ନେତ୍ରୀ  ଅଞ୍ଜନା ମହାପାତ୍ର ,ବରିଷ୍ଠ କଂଗ୍ରେସ ନେତା  ଜ୍ୟୋତି ନାଏକ ସମେତ ସଂଗଠକ ଓ କର୍ମକର୍ତ୍ତା ବହୁ  ସଂଖ୍ଯାରେ ଯୋଗ ଦେଇଥିଲେ ।

News Comment

You Might Also Like

BACK TO TOP