Breaking News

ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||      ଅର୍ଣ୍ଣବ ବର୍ଷା ରେ କ୍ଷତିଗ୍ରସ୍ତ ଚାଷୀଙ୍କ ଚାଷ ଜମିକୁ ଆଜି ବୁଲି ଦେଖିଲେ ||   (23-Nov-2026)       ||     

ଆମୂଳ ଚୁଳ ଦୁର୍ନୀତି କୁ ନେଇ ରଘୁନାଥ ପୁର ବ୍ଳକ ରେ ରାଜରାସ୍ତା କୁ ଓହ୍ଲାଇଲା କଂଗ୍ରେସ ||

07-Nov-2026

ରଘୁନାଥପୁର ବ୍ଲକ ରେ ଆମୁଳଚୁଳ ଦୁର୍ନୀତି ଘଟଣା କୁ ନେଇ ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ! 
ଓଡିଶା ଜନମତ,ଜଗତସିଂହପୁର ଜ୍ୟୋତିରଞ୍ଜନପଟ୍ଟନାୟକ......  ଜଗତସିଂହପୁର ଜିଲ୍ଲା  ରଘୁନାଥପୁର ବ୍ଲକରେ ଦୀର୍ଘ ବର୍ଷ ଧରି ଦୁର୍ନୀତି ବଢ଼ି ବଢ଼ି ଚାଲିଥିବା ବେଳେ ଲୋକେ ସେଥିରୁ ମୁକ୍ତି ପାଇଁ ରାଜ୍ୟ ସରକାର ବଦଳାଇ ଦେଇଥିବା ବେଳେ ଏବେ ବି ଏହି ବ୍ଲକ ରେ ଦୁର୍ନୀତି ବଢ଼ି ବଢ଼ି ଚାଲିଛି l ସରକାରୀ ଦଳର କିଛି ନେତା, କର୍ମୀ ଓ ପୁରୁଣା ଶଙ୍ଖ ଦଳିଆ ଦଲାଲ ମାନେ ବାଣ୍ଟି, କୁଣ୍ଟି ଲୋକଙ୍କୁ ଲୁଟି ଚାଲିଛନ୍ତି l ସେଥିପାଇଁ ବିଭିନ୍ନ ଜନ କଲ୍ୟାଣ ଯୋଜନାରେ ମହାଦୁର୍ନୀତି ଘଟଣା କୁ ନେଇ ବ୍ଲକ କଂଗ୍ରେସ ପକ୍ଷରୁ ଏକ ପ୍ରଦିବାଦ ସଭା ବ୍ଲକ କଂଗ୍ରେସ ସଭାପତି ଆର୍ତତ୍ରାଣ ପଣ୍ଡା ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ବଡ଼ ବଡ଼ ନେତା ମାନେ ଯୋଗଦେବା ଘଟଣା ସରକାରୀ ଦଳ ଓ ବ୍ଲକ ପ୍ରଶାସନ ଙ୍କ ନିଦ ହଜାଇ ଦେଇଛି l ରଘୁନାଥପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ରାସନ୍ କାର୍ଡ, ଆଲୋକିକରଣ, ଆମ ଓଡ଼ିଶା ନବିନ ଓଡ଼ିଶା, ପାନୀୟଜଳ, ଦୀର୍ଘ ଦିନ ଧରି ହିତାଧିକାରୀ ମାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ନମିଳିବା ଅଭିଯୋଗରେ ହଜାରରୁ ଉର୍ଦ୍ଧ ମହିଳା ଓ କଂଗ୍ରେସ କର୍ମୀ ମାନେ ଯୋଗଦେଇ ପଦଯାତ୍ରାରେ ମଦନ ମୋହନ ବଜାର ନିକଟରୁ ବାହାରି ଦୁଇ ବଜାର ବୁଲି  ବିଡିଓ ପ୍ରିତିଷ ଭୋଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏହି ଅବସରରେ  ବ୍ଲକ ଅଫିସ ସମ୍ମୁଖରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି ଉପ ସଭାପତି ତଥା ଲୋକସଭା କ୍ଷେତ୍ର ପ୍ରଭାରୀ ଦେବାଶିଷ ପଟ୍ଟନାୟକ, ଓଡିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଦଶ୍ୟ ତଥା ପୂର୍ବତନ ବିଧାୟକ ରବିନ୍ଦ୍ର ମଲ୍ଲିକ, ଓଡିଶା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସମ୍ପାଦକ ତଥା ଜିଲ୍ଲା ପ୍ରଭାରୀ ବିଶ୍ବଜିତ ଦାସ, ଜିଲ୍ଲା କଂଗ୍ରେସ କମିଟି ସଭାପତି ଦେବ ପ୍ରସାଦ ନାୟକ, କଂଗ୍ରେସ ନେତା ତଥା ତିର୍ତୋଲ ନିର୍ବାଚନ ମଣ୍ଡଳୀ ଯୁବନେତା ହିମାଂଶୁ ଭୁଷଣ ମଲ୍ଲିକ, ଜିଲ୍ଲା କଂଗ୍ରେସ ଉପ ସଭାପତି ପ୍ରଶାନ୍ତ କୁମାର ଦାସ, ମୁଖପାତ୍ର ସର୍ବେଶ୍ଵର ପଣ୍ଡା, ସମ୍ପାଦକ ଜିତୁ ନାରାୟଣ ସାହୁ, ବସନ୍ତ ଦାଶ, ମନମୋହନ ଗୋଚ୍ଛାୟତ, ବସନ୍ତ ନାୟକ, ଅଜୟ ସ୍ବାଇଁ, ବ୍ରଜ ମଲ୍ଲିକ, ସୁବାସ ରାଠସିଂ, ପୁରୁଣା ବସନ୍ତ ସରପଞ୍ଚ କାଳନ୍ଦୀ ମହାନ୍ତି, ତ୍ରିଲୋଚନ ରାଉତ, ପ୍ରତ୍ୟୁଷ ନାୟକ, ଯଶୋବନ୍ତ ବାରିକ, ରାଜକିଶୋର ସ୍ବାଇଁଙ୍କ ସମେତ ୧୯ ପଞ୍ଚାୟତ କଂଗ୍ରେସ  ସଭାପତି ମାନେ ଯୋଗ ଦେଇ ରଘୁନାଥପୁର ବ୍ଲକ ଦୁର୍ନୀତି ବିରୋଧରେ ସ୍ୱର ଉଠାଇ ନାରା ଦେବା ସହିତ ଡବଲ ଇଞ୍ଜିନ ସରକାରର ଅପାରଗତା ଉପରେ ତାଛଲ୍ୟ କରିଥିଲେ। ଏହି କାର୍ଯ୍ୟକ୍ରମ ଶେଷ ପରେ ସମସ୍ତ କର୍ମୀ ଓ ନେତା ମାନେ ମଦନ ମୋହନ ମଠରେ ମଧ୍ୟାହ୍ନ ଭୋଜନ ଖାଇଥିଲେ l ବ୍ଲକ କଂଗ୍ରେସ ପକ୍ଷରୁ ହୋଇଥିବା ଏହି ଆନ୍ଦୋଳନ କୁ ସମସ୍ତ ପ୍ରକାର ସୁରକ୍ଷା ଓ ଆଇନ ଶୃଙ୍ଖଳା କୁ ଗୁରୁତ୍ୱ ଦେଇ ରଘୁନାଥପୁର ଥାନା ଅଧିକାରୀ ପ୍ରେମଜୀତ ଦାସ ନିଜେ ରହି ତଦାରଖ କରୁଥିଲେ l

News Comment

You Might Also Like

BACK TO TOP