Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |

30-Sep-2026

12 ଦଫା ଦାବି ରେ ଖଲ୍ଲିକୋଟ ଅବସରପ୍ରାପ୍ତ ସରକାର କର୍ମଚାରୀ ଙ୍କ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଗଣ ଧାରଣା, ପ୍ରଧାନ ମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଦାବି ପତ୍ର ପ୍ରଦାନ |( ଓଡିଶା ଜନମତ ରୁ ମାଧବ ବେହେରା ଖଲ୍ଲିକୋଟ 
ଖଲ୍ଲିକୋଟ 30/9 ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମହାସଂଘ ର ଆହ୍ୱାନ କ୍ରମେ ଖଲ୍ଲିକୋଟ ବ୍ଲକ ସଖା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଖା ତରଫରୁ ଜାତୀୟ ଦାବି ଦିବସ ପାଳନ ହୋଇଛି |ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଭାପତି ବିଜୟ କୁମାର ପଟନାୟକ ଓ ସମ୍ପାଦକ ପ୍ରଦୀପ କୁମାର ଆଚାର୍ଯ୍ୟ ଙ୍କ ନେତୃତ୍ୱ ରେ ଖଲ୍ଲିକୋଟ ସ୍ଥିତ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରୁ ଏକ ଶୋଭାଯାତ୍ରା ରେ ବାହାରି ଖଲ୍ଲିକୋଟ ବ୍ଲକ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଏକ 12 ଦଫା ଦାବି ସମ୍ବଳିତ ଦାବି ପତ୍ର ଭାରତ ର ପ୍ରଧାନମନ୍ତ୍ରୀ ଙ୍କ ଉଧେଶ୍ୟ ରେ ଖଲ୍ଲିକୋଟ ବି ଡ଼ି ଓ ଦେବାଶିଷ ପାତ୍ର ଙ୍କୁ ପ୍ରଦାନ କରିବା ସହ ବ୍ଲକ କାର୍ଯ୍ୟାଳୟ ସମ୍ମୁଖ ରେ ଗାନ୍ଧାରଣା ରେ ବସିଥିଲେ |ଦାବି ଗୁଡିକ ହେଲା 2025 ରେ ସଂସଦ ରେ ପାରିତ ଆଇନ କୁ ପତ୍ୟାହାର ଏବଂ ବି ଏସ ନାକରା ରାୟ ଆଧାର ରେ ସବୁ ପେନସନ ଧାରୀ ଙ୍କୁ ସଂଶୋଧିତ ପେନସନ ଓ ବେତନ କମିଶନ ସୁବିଧା ପ୍ରଦାନ, ଅଷ୍ଟମ କେନ୍ଦ୍ରୀୟ ବେତନ କମିଶବ ଙ୍କ ସୁପାରିଶ ପର୍ଯ୍ୟନ୍ତ ସମସ୍ତ ପେନସନ ଧାରୀ ଙ୍କ ଆନ୍ତରୀଣ ସହାୟତା ପ୍ରଦାନ,ପେନସନ ସଂଶୋଧନ ପାଇଁ ପଚାଶ ଭାଗ ଡ଼ି ଏ / ଡ଼ି ଆର ପ୍ରଦାନ, ରାଜ୍ୟ ର ସମସ୍ତ ପେନସନ ଭୋଗୀ ଓ ବରିଷ୍ଠ ନାଗରିକ ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟ ବ୍ୟବସ୍ଥା ଓ କ୍ୟାସ ଲେସ ଚିକିଛା ସୁବିଧା, ପୁରୁଣା ପେନସନ ଯୋଜନା ର ପୁନଃ ପ୍ରଚଳନ, ରେଳ ଯାତ୍ରା ଓ ବିମାନ ଯାତ୍ରା ରେ 50 ଭାଗ ରିହାତି ପୂର୍ବ ଭଳି କାର୍ଯ୍ୟକାରୀ କରିବା, ଗତ 20 ମସିହା କୋଭିଡି ସମୟରେ 18 ମାସ ର ଡ଼ି ଏ ଓ ଦିଅର ପ୍ରଦାନ, କାମୁଟେଡ଼ ସୀମା 10 ବର୍ଷ ରୁ ଆଠ ବର୍ଷ କୁ କାମଇବା, ଅବସର ନେଇଥିବା 65 ରୁ 75 ବର୍ଷ ବୟସ  ବ୍ୟକ୍ତି ଙ୍କୁ 10 ଭାଗ ବୃଦ୍ଧି 80 ବର୍ଷ ରୁ ଊର୍ଧ୍ଵ ପୂରଣ ବୟସ୍କ ପେନସନ ଧାରୀ ଙ୍କୁ ପ୍ରତି ପାଞ୍ଚ ବର୍ଷ ରେ 20 ଭାଗ ପ୍ରଦାନ ଓ ଜାତୀୟ ବରିଷ୍ଟ ନାଗରିକ କମିଶନ ଗଠନ କରି ସେମାନଙ୍କ ଅଭିଯୋଗ ଶୁଣିବା ପଭୃତି ଅନ୍ତର୍ଭୁକ୍ତ |

News Comment

You Might Also Like

BACK TO TOP