Breaking News

ଜମି ମାଲିକ ନଆସିଲେ ମଧ୍ୟ ଭାଗ ଚାଷୀ ପଞ୍ଜିକରଣ କରିପାରିବେ ||   (10-Aug-2026)       ||      ପୋଲସରା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ସଂକୁଳ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ |   (10-Aug-2026)       ||      ହଜି ଯାଇଥିବା ସାମାନ କୁ ଫେରାଇ ମାନବିକତାଦେଖାଇଲେ ପୋଲିସ |    (10-Aug-2026)       ||      ଖଲ୍ଲିକୋଟ ରେ ବିଶ୍ୱ ଆଦିବାସୀ ଦିବସ ପାଳିତ!|    (09-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନ ସିପ ଉଦଘାଟିତ!|   (09-Aug-2026)       ||      ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|    (09-Aug-2026)       ||      ମିଥୁନ ଚକ୍ରବର୍ତ୍ତୀ ଙ୍କ ଅସ୍ତ୍ରୋ ପଚାର ସଫଳ ହେଲା ||   (09-Aug-2026)       ||      ସଂଘବଦ୍ଧ ଭାବେ କଲେଜ ଛାତ୍ର ଆକ୍ରମଣ ଘଟଣାରେ ପୋଲିସ ହାତ ଖାଲି |   (09-Aug-2026)       ||      ପୋଲସରା କଲେଜ ରେ ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ |    (09-Aug-2026)       ||      ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |    (09-Aug-2026)       ||      ଖଲାଡ଼ି ଠାରେ " ବିଶ୍ୱ ଆଦିବାସୀ ମେଳା "ଅନୁଷ୍ଠିତ ||   (09-Aug-2026)       ||      ସ୍ବର୍ଗତ ରଞ୍ଜନ କୁମାର ଦଳେଇ ଙ୍କ ସ୍ମୃତି ରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (09-Aug-2026)       ||      ସ୍ୱାମୀ କୁ ମାରିବା ପାଇଁ ପ୍ରେମିକ ଙ୍କ ପାଖକୁ ଭିଡିଓ କଲ ରେ ମେସେଜ କଲେ ସ୍ତ୍ରୀ |   (09-Aug-2026)       ||      କୃଷି ବିଭାଗ ତରଫରୁ ବ୍ଲକ ସ୍ତରୀୟ ପ୍ରଶକ୍ଷିଣ ଶିବିର ଅନୁଷ୍ଠିତ ||   (09-Aug-2026)       ||      ବିନା ପୋଷାକ ରେ ଚଳ, ପ୍ରଚଳ କରୁଥିବା ଏକ ସହର, ବିଶ୍ୱାସ ଲାଗୁନଥିଲେ ବି ସତ୍ୟ |    (09-Aug-2026)       ||      ଜାହାଜ ଆରେଷ୍ଟ ପାଇଁ ଓଡିଶା ହାଇକୋର୍ଟ ଙ୍କ ନିର୍ଦେଶ |   (08-Aug-2026)       ||      ବୃଦ୍ଧଙ୍କ ଗଳିତ ଶବ ଉଦ୍ଧାର କଲା ବୋଡେ଼ନ ଥାନା ପୋଲିସ |    (08-Aug-2026)       ||      ଅର୍ଦ୍ଧନିର୍ମିତ କୁଆଁରୀଆ ସେତୁ ଉପରେ ସର୍ବ ସାଧାରଣ ଯାତାୟତ ପାଇଁ ମନା କଲା ବ୍ଲକ ପ୍ରଶାସନ |   (08-Aug-2026)       ||      ନାରାୟଣୀ ମନ୍ଦିର କାଉଡିଆ ଛକ ନିକଟରେ ପୋଲିସ ଗାଡି ସହ ବାଇକ ମୁହାଁମୁହିଁ ଧକ୍କା    (08-Aug-2026)       ||      ପୋଲସରା ରେ ଜାତୀୟ କୃମି ନାଶକ ତାଲିମ ଶିବିର ଅନୁଷ୍ଠିତ |    (08-Aug-2026)       ||     

ଗୋପାଳ ପୁର ବେଳାଭୂମି ମହୋତ୍ସବ ପାଈଁ ମାଆ ତାରା ତାରିଣୀ ଙ୍କୁ ପ୍ରଥମ ନିମନ୍ତ୍ରଣ |

26-Jan-2026

ଗୋପାଳ ପୁର ବେଳାଭୂମି ମହୋତ୍ସବ ପାଈଁ  ମା ତାରା ତାରିଣୀ ଙ୍କୁ ଦେଲେ ପ୍ରଥମ ନିମନ୍ତ୍ରଣ ପତ୍ର,

      ଓଡିଶା ଜନ ମତ ବ୍ୟୁରୋ, 

ଗୋପାଳପୁର ବେଳାଭୂମି ମହୋତ୍ସବ  ଆସନ୍ତା 27,28,29,30, ଚାରିଦିନ ଚାଲିବ ସେଥିପାଇଁ ଗଞ୍ଜାମ ଜିଲ୍ଲପାଳ ଭି କୀର୍ତ୍ତି ଭାସନ ଙ୍କ ନିର୍ଦେଶ ରେ ଗଞ୍ଜାମ ର ଇଷ୍ଟ ଦେବୀ ମାଆ ତାରା ତାରିଣୀ ଙ୍କୁ ପ୍ରଥମ ନିମନ୍ତ୍ରଣ ପତ୍ର ଦେଈ ତାଙ୍କର ଆଶିଷ ଭିକ୍ଷା କରିଛନ୍ତି  ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା  |  ସେ ମନ୍ଦିରକୁ ଯାଇ ମୁଖ୍ୟ ସେବାୟତ ବାପୁଜୀ ରଣା ଓ ଅନ୍ୟ ସେବାୟତ ଙ୍କ ସହିତ କଥାବାର୍ତା କରି ମାଆଙ୍କପୂଜାର୍ଚନା କରି ତାଙ୍କୁ ଗଞ୍ଜାମର ମୁଖ୍ୟ ଦେବୀ ରୂପେ ନିମନ୍ତ୍ରଣ କରାଯାଇଛି | କାରଣ ତାଙ୍କର ଅଦୃଶ୍ୟ ଉପସ୍ଥିତି ଦ୍ୱାରା ସେହି ଚାରିଦିନ ଉତ୍ସବ ଶାନ୍ତି ଶୃଙ୍ଖଳା ର ସହ ଭଲରେ ସମାପନ ହୋଇ ପାରିବ | ତେଣୁ ସମସ୍ତେ ତାଙ୍କ ଆଶୀର୍ବାଦ ଓ ତାଙ୍କର ଉପସ୍ଥିତି ପାଈଁ ପାର୍ଥନା କରି ଥିଲେ | କଥିତ ଅଛି ଯେପରି କାଞ୍ଚି ଅଭିଯାନ ରେ ଜଗତର ନାଥ ଜଗନ୍ନାଥ ତାଙ୍କ ଆଦ୍ୟ ସେବକ ମହାରାଜ ପୁରୁଷୋତ୍ତମଦେବଙ୍କ ନିମନ୍ତେ କାଞ୍ଚି ଯାଇ ଯୁଦ୍ଧରେ ସାହାଯ୍ୟ କରିଥିଲେ | ସେହି ପରି ଗୋପାଳପୁରବେଳା ଭୂମି ମହୋତ୍ସବ ରେ ମାଆ ଙ୍କ ଉପସ୍ଥିତି  ହେଲେ ଆଉ କୌଣସି ଅସୁବିଧା, ହେବନାହିଁ ବରଂ ସୁରୁଖୁରୁରେ ମହୋତ୍ସବ ପାଳିତ ହେବ | ସେ କରୁଣା ମାୟୀ ତାଙ୍କୁ ଯିଏ ଭକ୍ତି ସହକାରେ ସ୍ମରଣ କରେ କିମ୍ବା ପାଖକୁ ଯାଇ ତାଙ୍କ ଚରଣ ତଳେ ପ୍ରଣିପାତ କରେ ସେ ସମସ୍ତଙ୍କ ମନୋବାଞ୍ଛା ପୂର୍ଣ୍ଣ କରନ୍ତି | ତାଙ୍କୁଯେହେତୁ ପ୍ରଥମେ ନିମନ୍ତ୍ରଣ କରାଯାଇଛି ଗଞ୍ଜାମଜିଲ୍ଳାର ମୁଖ୍ୟଜିଲ୍ଲପାଳ ଙ୍କ ନିର୍ଦେଶ ରେ ତହସିଲଦାର ଙ୍କ ତତ୍ୱାବଧାନ ରେ ଏବଂ ସେବାୟତ ଙ୍କ ପ୍ରତକ୍ଷ ସହଯୋଗ ରେ ତେଣୁ ସବୁ କାର୍ଯ୍ୟ ଯାହା ଭୁଲ, ଭଟା କୁ ମଧ୍ୟ ସେ ଧରିବ ନାହିଁ | କାରଣ ସନ୍ତାନ ଗୋଟେ ମାଆ ପାଖରେ କେତେ ଅସୁବିଧା କଲେ ମଧ୍ୟ ମାଆ ତାକୁ ତାର ପଣତ ତଳେ ଘଣ୍ଟ ଘୋଡାଇ ରଖିଥାଏ | ସେହିପରି ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମାଆ ତାରା ତାରିଣୀ ଏହି ଗଞ୍ଜାମ ବାସୀଙ୍କୁ ଏବଂ ପ୍ରଶାସନ କୁ ତାର ପଣତ ଘୋଡାଇ ରଖୁଥିବ |

News Comment

You Might Also Like

BACK TO TOP