Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବିଶ୍ୱାସ ନହେଲେ ମଧ୍ୟ ସତ୍ୟ, ଗୋଟିଏ କୀଟର ଦାମ 75 ଲକ୍ଷ ଟଙ୍କା |

19-Jul-2026

  ପୃଥିବୀ ର ସବୁଠୁ ଦାମୀ କୀଟର ମୂଲ୍ୟ ହେଉଛି  75ଲକ୍ଷ ଟଙ୍କା | 

 ଓଡିଶା ଜନ ମତ ବ୍ୟୁରୋ | ପୃଥିବୀରେ ଏପରି କିଛି ପ୍ରଜାତିର କିଟ ଅଛନ୍ତି ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ଅଟେ |  ଏହିକଥା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ଲାଗିବ | କିନ୍ତୁ ଏହା ପ୍ରକୃତରେ ସତ୍ୟ ଅଟେ | ଏହି କୀଟର କିଛି ସ୍ୱତନ୍ତ୍ରତା ଅଛି ଯାହାର ଦାମ ଏତେ ଅଧିକ ଅଟେ |  ଆମ ଲୋକମାନେ ସାଧାରଣତଃନିଜ ଘରୁ କୀଟଙ୍କୁ ମାରିବା ପାଇଁଅନେକ ପଦ୍ଧତି ଆପଣାଇଥାନ୍ତି। କିନ୍ତୁଷ୍ଟାଗ୍ ବିଟଲ ନାମକ ଏକ କୀଟକୁଅନେକ କେବଳ ନିଜ ଘରେରଖିବାକୁ ଚାହୁଁ ନାହାନ୍ତି ବରଂ ଏହାକୁଅଧିକ ମୂଲ୍ୟରେ କିଣିବାକୁ  ମଧ୍ଯ ଇଚ୍ଛାପ୍ରକାଶ କରୁଛନ୍ତି । ୭୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କିଣା ଯାଉଥିବାଷ୍ଟାଗ୍ ବିଟଲ ବିଶ୍ଵର ସବୁଠାରୁ ଦାମୀକୀଟ ହୋଇପାରିଛି। କେତେକବିଶେଷତା ଯୋଗୁ ଲୋକମାନେ ଏହିକୀଟକୁ ମହଙ୍ଗା ମୂଲ୍ୟରେ କିଣିବାକୁମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି।ଜଳବାୟୁରେ ବଢ଼ୁଥିବା ଏହି ବିରଳ ପ୍ରଜାତିର କୀଟଙ୍କୁ ଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। କେତେକ ବିଶ୍ୱାସ କରନ୍ତି ଯେ, ଏହି କୀଟକୁ ରଖିବା ଦ୍ଵାରା ଘରେ ରାତାରାତି ଧନ ବୃଦ୍ଧି ପାଇଥାଏ। ସେହିପରି  ଷ୍ଟାଗ୍ ବିଟଲ ପ୍ରଜାତିର  କୀଟକୁ ଔଷଧ ପ୍ରସ୍ତୁତିରେ ମଧ୍ୟ ବ୍ୟବହାର କରାଯାଇଥାଏ। ତେଣୁ ଏହି କୀଟକୁ ଲୋକମା ନେ ଅତ୍ଯଧିକ ମୂଲ୍ୟରେ କିଣିବାକୁ କୁଣ୍ଠାବୋଧ  କରନ୍ତି ନାହିଁ ।ପ୍ରାକୃତିକ ଇତିହାସ ସଂଗ୍ରହାଳୟର ତଥ୍ୟ ଅନୁଯାୟୀ, ‘ଷ୍ଟାଗ୍ ବିଟଲ’ର ଓଜନ ପୁରୁଷ ଷ୍ଟାଗ୍ ବିଟଳ 2ର 6 ଗ୍ରାମ୍ ହୋଇଥିବାବେଳେ ସେମା ମାନଙ୍କର ହାରାହାରି ଆୟୁ ୩ରୁ ୭ ବର୍ଷ ହେବ । ବିଟଲଗୁଡିକର ଲମ୍ବ ୩୫ରୁ 75 ମିଲି ମିଟର ହୋଇଥିବାବେଳେ ମହିଳା ଷ୍ଟାଗ୍ ବିଟଲଙ୍କର ଲମ୍ବ ୩୦ ରୁ ୫୫ ମିଲିମିଟର ହେବ। ସାଧାରଣତଃ ଷ୍ଟାଗ୍ ବିଟଲ ପ୍ରଜାତି ର କୀଟ ଗରମସହ ଖାପ  ଖାଇପାରୁ ଥିବାବେଳେ ଏହା ଥଣ୍ଡା ଜଳବାୟୁପ୍ରତିଅତ୍ୟଧିକସମ୍ବେଦନ ଶୀଳ  ରହିଥାଏ। ଏହି କୀଟଗୁଡ଼ିକୁ  ସାଧାରଣତଃ ଜଙ୍ଗଲରେ ଦେଖୁବାକୁ ମିଳିଥାଏ । ତେବେ ସେମାନଙ୍କୁ ସହରାଞ୍ଚଳରେ ପ୍ରଚୁର ଶୁଖ୍ଲା କାଠ ମହଜୁଦ ଥିବା ପାରମ୍ପରିକ ବଗିଚା ଓ ପାର୍କରେ ଦେଖୁବାକୁ ମିଳିଥାଏ। ଯେହେତୁ ଏହି ପ୍ରଜାତିର କୀଟ କେବଳ ମୃତ କାଠଖାଇଥାନ୍ତି, ତେଣୁ ଏହା କୌଣସି ଜୀବନ୍ତ ଗଛ ପାଇଁ ବିପଦ ସୃଷ୍ଟି କରିନଥାନ୍ତି । ‘ଷ୍ଟାଗ୍ ବିଟଲ’ର ବିରଳତା, ଏହାର ପରିବେଶଗତ ଗୁରୁତ୍ବ ଓ ସେମାନଙ୍କୁ ନେଇ ରହିଥ‌ିବା ସାଂସ୍କୃତିକ ବିଶ୍ଵାସର ମିଶ୍ରଣ ଯୋଗୁ ଏହି ପ୍ରଜାତିର କୀଟଙ୍କୁ ଅତ୍ୟନ୍ତ ମୂଲ୍ୟବାନ ମନେ କରାଯାଇଥାଏ, ଯାହାର ବଜାର ମୂଲ୍ୟ ୭୫ ଲକ୍ଷ ଟଙ୍କାରେ ପହଞ୍ଚିବାକୁ ସକ୍ଷମ ହୋଇଛି। ତେଣୁ ପୃଥିବୀରେ ଏହି କୀଟର ଦାମ ସବୁଠାରୁ ଅଧିକ ମୂଲ୍ୟ ଅଟେ | 

News Comment

You Might Also Like

BACK TO TOP