Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଯାତ୍ରା ମଞ୍ଚ ରେ ଜୀବନ୍ତ ଅଭିନୟ ଦେଖି ଦର୍ଶକ ଫିଙ୍ଗିଲେ ଚେୟାର!|

09-Aug-2026

ଯାତ୍ରା ପାର୍ଟି ରେ ଜୀବନ୍ତ ହୋଇଥିଲା ଅଭିନୟ  ,  ତଥାପି ରାଗିଯାଇ ଦର୍ଶକ ଫିଙ୍ଗିଲେ ଚେୟାର  |

ଓଡିଶା ଜନ ମତ ବ୍ୟୁରୋ,

ଯାତ୍ରା ପାର୍ଟିର ଖେଳ ଚାଲି ଥିବା ବେଳେ ଅଭିନେତା ମାନେ ଜୀବନ୍ତ କରିଥିଲେ ଅଭିନୟ କିନ୍ତୁ ଦର୍ଶକ ଯେଉଁ ପରିସ୍ଥିତି ଉପୁଜାଇଲେ ସେଥିପାଇଁ ଜଣେ ଅଭିନେତ୍ରୀ ଆହତ ହେବା ସହ ନାଟକ ମଧ୍ୟ କିଛି ଘଣ୍ଟା ପାଇଁ ବନ୍ଧ ହୋଇ ଯାଇଥିଲା | ଏପରି ଏକ ଏପରି ଏକ ଅପ୍ରୀତି କର ଘଟଣା ଦେଖିବାକୁ ମିଳିଛି ଯାଜପୁର ରୋଡ୍ ଥାନା ଚାନ୍ଦମା କାଳୀ ପଡ଼ିଆ, ପଡ଼ିଛି ଅପେରା ଯାଜ୍ଞସେନୀ । ମଞ୍ଚସ୍ଥ ହେଉଥିଲା ଯାଜ୍ଞସେନୀର ଚଳିତ ବର୍ଷର ପ୍ରଥମ ନାଟକ ’ସନାତନୀ’ । ଏଇ ନାଁରୁ ଅନୁମାନ କରିପାରୁଥିବେ ଯାତ୍ରାର କାହାଣୀ । ମଞ୍ଚ ତଳେ ଥିଲେ ଭରା ଦର୍ଶକ । ମଞ୍ଚରେ ଚାଲିଥିଲା ସଂଖ୍ୟାଲଘୁ ଚରିତ୍ରରେ ଥିବା କିଛି ଅଭିନୟ ….  ଆଉ ତା ପରେ...
ନାଟକରେ ଏକ ଦୃଶ୍ୟ ଥିଲା , କିପରି ମୁସ୍ଲିମ୍ ଧର୍ମର ଲୋକେ ହିନ୍ଦୁଙ୍କୁ ନିର୍ଯାତନା ଦେଉଛନ୍ତି । ବିଶେଷ କିପରି ଲଭ୍ ଜିହାଦ୍ କରି ହିନ୍ଦୁ ଯୁବତୀଙ୍କ ଧର୍ମ ବଦଳାଇବାକୁ ବାଧ୍ୟ କରୁଛନ୍ତି । ମଞ୍ଚରେ ଏ ଅଭିନୟ ଜୀବନ୍ତ ହୋଇଉଠୁଥିଲା ବେଳେ ଏଭଳି ଏକ ଦୃଶ୍ୟ ଆସିଲା ଯାହା ଦର୍ଶକଙ୍କୁ ଉତକ୍ଷିପ୍ତ କରିଥିଲା । ରାଗରେ ଅଭିନେତାଙ୍କ ଉପରକୁ ଚେୟାର ଫିଙ୍ଗିଥିଲେ, ଏଥିରେ ହିନ୍ଦୁ ଯୁବତୀଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଆହତ ହୋଇଥିଲେ।…ଦର୍ଶକଙ୍କ ହୋହାଲ୍ଲାରେ କିଛି ସମୟ ଯାଏଁ ଯାତ୍ରା ବନ୍ଦ ରହିଲା। ପରେ ଯାତ୍ରା କମିଟି ସଦସ୍ୟ ଏବଂ କଳାକାର ଦର୍ଶକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।  ଯାତ୍ରା ମଞ୍ଚରେ ଏଭରି ଘଟିବା କିଛି ନୂଆ କଥା ନୁହେଁ । ୟା ପୂର୍ବରୁ ବି ଅଲଗା ଯାତ୍ରା ମଞ୍ଚରେ ଏଭରି ସ୍ଥିତି ଘଟିଛି!| କିନ୍ତୁ ଦର୍ଶକ ମାନେ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ବାସ୍ତବରେ  ସତ ନୁହଁ | ଏହା କେବଳ ମନୋରଞ୍ଜନ ପାଇଁ ଉଦ୍ଧିଷ୍ଟ  କାହାଣୀ | ଯାହାକୁ ଜୀବନ୍ତ ଅଭିନୟ କରିବା ଯେ କେତେ କଷ୍ଟକର ତାହା ଅନୁଭବୀ ହିଁ ଅନୁଭବ କରିପାରିବ | ତେଣୁ ଦର୍ଶକ ନାଟଜ ର ମଜା ଉପଭୋଗ କରନ୍ତୁ!| କିନ୍ତୁ  ଅପରାଧ, କାର୍ଯ୍ୟ ତଥାକ୍ରୋଧ ଭାବେ ନୁହଁ |

News Comment

You Might Also Like

BACK TO TOP