Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ଡ଼ଭା ଗାଁ ହତ୍ୟା କାଣ୍ଡ ର ଅଭିଯୁକ୍ତପୋଲିସ ଦ୍ୱାରା ଗିରଫ |

10-Nov-2026

ଝାରବନ୍ଧ ଥାନା ଡ଼ଭା ଗାଁ ହତ୍ୟାକାଣ୍ଡ ଘଟଣା ର ଫର୍ଦ୍ଦାଫାସ |

ଓଡିଶା ଜନ ମତ, ବରଗଡ଼, ମନୋହର ଦାଶ :---

ଝାରବନ୍ଧ ଥାନା ଅନ୍ତର୍ଗତ ଡ଼ଭା ଗାଁରେ ହୋଇଥିବା ହତ୍ୟାକାଣ୍ଡ ଘଟଣାର ପର୍ଦାଫାସ ହୋଇଛି ଏବଂ ପୁଲିସ ଦ୍ୱାରା ହତ୍ୟାକାରୀ ଅଭିଯୁକ୍ତ ଧରାପଡ଼ି ଜେଲ ଯାଇଛି l ଗତ ୬ ତାରିଖ ଦିନ ଡ଼ଭା ଗାଁର କାନ୍ତି କଲେତ ନାମକ ମହିଳା ତାଙ୍କ ସ୍ୱାମୀଙ୍କୁ କେହି ଜଣେ ତାଙ୍କ କ୍ଷେତ ରେ ହତ୍ୟା କରିଥିବା ଝାରବନ୍ଧ ଥାନାରେ ଅଭିଯୋଗ କରିଥିଲେ l ଅଭିଯୋଗ ଆଧାର ରେ ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ସଞ୍ଜୟ କୁମାର ପରିଡା ତଦ୍ଦନ୍ତ ଆରମ୍ଭ କରିଥିଲେ, ଘଟଣା ସ୍ଥଳକୁ ଉପଖଣ୍ଡ ପୋଲିସ ଅଧିକାରୀ ଶ୍ରୀଯୁକ୍ତ ପାଣ୍ଡଵ ଶବର ସହ ବିଶେଷଜ୍ଞ ଦଳ ମଧ୍ୟ ତଦ୍ଦନ୍ତ କରିଥିଲେ l ମୃତକଙ୍କ ସ୍ତ୍ରୀ ଙ୍କ ବୟାନ ଓ ପାରିପାର୍ଷିକ ଘଟଣାକ୍ରମ ଆଧାର ରେ ପୁଲିସ ତଦ୍ଦନ୍ତ କରି ହତ୍ୟାକାରୀଙ୍କ ପହଂଚିବାରେ ସଫଳ ହୋଇଛି l ଝାରବନ୍ଧ ଥାନା ଅଧିକାରୀ ଶ୍ରୀଯୁକ୍ତ ପରିଡାଙ୍କ ସୂଚନା ଅନୁସାରେ ଏହି ହତ୍ୟା ନିତ୍ୟାନନ୍ଦପୁର ଗାଁ ର ଦାବପଲିଆପଡା ର ଲଛମନ ସିଦାର (୬୨) ବୋଲି ଜଣାପଡିଛି l ହତ୍ୟା ର କାରଣ ଜମିରେ ଥିବା କିଛି ଗଛକଟା କୁ ନେଇ ଝଗଡା ଉପୁଜିଥିବା ହୋଇଥିବା ସୂଚନା ରହିଛି l ମୃତକ ରାମଲାଲ କଲେତଙ୍କ ପିତାଙ୍କୁ ଓଡିଶା ସରକାର ସିଲିଂ ଆକାର ରେ ଦୁଇ ଏକର ଜମି ପାଇଛନ୍ତି, ଏହାକୁ ରାମଲାଲ ଚାଷ ବାସ କରୁଥିଲେ, ଉକ୍ତ ଜମିକୁ ଲାଗି ହତ୍ୟା ଅଭିଯୁକ୍ତ ଲଛମନ ସିଦାରଙ୍କ ମଧ୍ୟ ଜମି ରହିଛି l ପରସ୍ପର ମଧ୍ୟରେ ସୀମା ଚି଼ହ୍ନଟ ହୋଇଥିଲେ ମଧ୍ୟ କିଛି ଦିନ ଆଗରୁ  ରାମଲାଲ ଙ୍କ ଜମିରେ ଥିବା ଗଛକୁ ଲଚ୍ଛମନ କlଟି 
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା l ଏହାକୁ ଆକ୍ରୋଶ ରଖି ଗତ ୫ ତାରିଖ ଦିନ ମଧ୍ୟାହ୍ନ ୧୨ ଟା ରେ ରାମଲାଲ ନିଜ ଚାଷ ଜମିକୁ ଧାନ ନେବାକୁ ଯାଇଥିବା ସମୟରେ ଏକ ପଥର ରେ ମୁଣ୍ଡ କୁ ଆକ୍ରମଣ କରିଥିଲା, ଜୀବନ ବଞ୍ଚାଇବା ପାଇଁ ସେଠାରୁ ପଲେବାକୁ ଚେଷ୍ଟା କରିଥିଲା ହେଲେ ଅତି ରକ୍ତସ୍ରାବ ହେବାରୁ ଏକ ଗଛ ତଳେ ପଡି ଯାଇଥିଲା,ସେଠାକୁ ପୁଣି ଆସି ମୁଣ୍ଡ କୁ ପଥରରେ ଛେଚି ଦେଇଥିଲା ଏବଂ ଘଟଣlସ୍ଥଳ ରେ ହିଁ ରାମଲାଲ ର ମୃତ୍ୟୁ ହୋଇଥିଲା l ଏହା ପୁଲିସ ଦ୍ୱାରା କରାଯାଇଥିବା ଡେମୋ ରେ ପ୍ରକାଶ କରି ନିଜେ ହତ୍ୟାକାରୀ ସ୍ୱୀକାର କରିଛି l ଅଭିଯୁକ୍ତ ବିରୋଧରେ ଝାରବନ୍ଧ ଥାନା କେଶ ନ ୧୬୯ରେ ମାମଲା ୠଜୁକରି ଅଭିଯୁକ୍ତ କୁ କୋର୍ଟ କୁ ଚାଲାଣ କରିଛ

News Comment

You Might Also Like

BACK TO TOP