Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ଦୁଇ ଦଫା ଦାବି ନେଇ ତାତିଲେ ପେନସନ ଧାରୀ |

09-Aug-2026

ଖଲ୍ଲିକୋଟ ରେ ଅବସରପ୍ରାପ୍ତ ସାରଳାରୀ କର୍ମଚାରୀ ଙ୍କ ବୈଠକ 9 ଦଫା ଦାବି ନେଇ ତାତିଲେ ପେନସନ ଧାରୀ |

ଓଡିଶା ଜନମତ,ଖଲ୍ଲିକୋଟ,  ମାଧବ ବେହେରା :-------

 ରବିବାର ଦିନ ଖଲ୍ଲିକୋଟ ଶାଖା ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଙ୍କ ଏକ ବୈଠକ ସଂଘ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିଲା |ଆୟୋଜିତ ବୈଠକ ରେ ଅବସର ପ୍ରାପ୍ତ ପେନସନ ଧାରୀ ଙ୍କ ପ୍ରତି ରାଜ୍ୟ ଓ କେନ୍ଦ୍ର ସରକାର ଅବହେଳା ନେଇ ତୀବ୍ର ଅସନ୍ତୋଷ ଝାଡ଼ିଥିଲେ |, ଏହାର ପ୍ରଶତିବାଦ ରେ ଆଗାମୀ 18,19,20 ତାରିଖ ତିନିଦିନ ବ୍ୟାପି ଭୁବନେଶ୍ୱର ସ୍ଥିତ ଗାନ୍ଧୀ ମାର୍ଗ ରେ 9 ଦଫା ଦାବି  ନେଇ ଧାରଣା ଦିଆଯିବ ତେଣୁ ଗଞ୍ଜାମ ଜିଲ୍ଲା ର ସମସ୍ତ ପେନସନ ଭୋଗୀ ମାନେ ସହଯୋଗ କରିବା ପାଇଁ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ କର୍ମକର୍ତା ମାନେ ପରାମର୍ଶ ଦେଇଥିଲେ | 
ଉକ୍ତ 9 ଦଫା ଦାବି ମଧ୍ୟରେ ଅର୍ଥ ଆଇନ 2025 ର ସଂଶୋଧିତ ଚତୃର୍ଥ ପରିଚ୍ଛେଦ କୁ ପତ୍ୟାହାର କରିବା କ୍ୟାସ ଲେସ ସ୍ୱାସ୍ଥ୍ୟ ବୀମା ଭାରତ ର ସମସ୍ତ ଚିକିଛାଳୟ ରେ ସୁବିଧା, କରୋନା ସମୟ ରୁ ବନ୍ଦ ଥିବା 18 ମାସ ର ମହଙ୍ଗା ଭତ୍ତା, ଲମୁଟେସନ ଅବଧି 15 ବର୍ଷ ରୁ 10 ବର୍ଷ 8 ମାସ କୁ କାମଇବା, 65 ବର୍ଷ ରୁ ଊର୍ଧ୍ଵ ପେନସନ ଭୋଗୀ ଙ୍କୁ ଅତିରିକ୍ତ ପେନସନ, ଏନ ପି ଏସ ଓ ୟୁ ପି ଏସ ବଦଳ ରେ ଓ ପି ଏସ ଲାଗୁ କରିବା, କେନ୍ଦ୍ର ଅନୁରୂପ 9 ହଜାର ଟଙ୍କା ସର୍ବ ନିମ୍ନ ପେନସନ ଓ କୁଆଲିଫୈଏଡ଼ ସର୍ଭିସ କେନ୍ଦ୍ର ଅନୁରୂପ 20 ବର୍ଷ କୁ ଖସଇବା, ବସ ଟ୍ରେନ ରେ ଯାତାୟତ ପାଇଁ 40 ଓ 50 ଭାଗ ପବୃତ୍ତି ଅନ୍ତର୍ଭୁକ୍ତ | ଏହି ଆନ୍ଦୋଳନ ରେ ଏ ଆଇ ଏସ ଜି ପି ଏଫ ମଧ୍ୟ ଅନୁରୂପ 9 ଦଫା ଦାବି ରଖିଛି |ବୈଠଜ ରେ ରାଜ୍ୟ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ଫେଡ଼ରେସାଵ ର ଷ ଅଧକ୍ଷ ନିର୍ମଳ ଚନ୍ଦ୍ର ଦାଶ, ଗୋକୁଳାନନ୍ଦ ବେହେରା, ରାଜ୍ୟ ସମ୍ପାଦଜ, ଡି ମୋହନ ରାଓ ଗଞ୍ଜାମ ଜିଲ୍ଲା ସଭାପତି, ମହର୍ଷି ସିଂ  ଜିଲ୍ଲା ଯୁଗ୍ମ ସମ୍ପାଦଜ ଖଲ୍ଲିକୋଟ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଉପ - ସଭାପତି ନଳିନୀକାନ୍ତ ପଣ୍ଡା ଓ କୋଷଧ୍ୟକ୍ଷ୍ୟ ପ୍ରଦୀପ କୁମାର ଆଚାର୍ଯ୍ୟ ଓ ପୁର୍ଣ ଚନ୍ଦ୍ର ରଥ, ବିପିନ ବିହାରୀ ସାମନ୍ତ, ପ୍ରମୋଦ କୁମାର ପଟ୍ଟନାୟକ, ନବୀନ ମିଶ୍ର, ପ୍ରଶାନ୍ତ ପଟନାୟକ, ପୂର୍ଣ୍ଣ ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ |

News Comment

You Might Also Like

BACK TO TOP