Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

360 ବର୍ଷର ରେକର୍ଡ ଭାଙ୍ଗି ଗିନିଜ ବୁକ ରେ ନାଁ କଲେ ଜଣେ 18 ବର୍ଷ ର ଯୁବକ |

04-Aug-2026

, ଗିନିଜ ବୁକ୍‌ରେ ନାଁ ସହ 306 ବର୍ଷର ରେକର୍ଡ ଭାଙ୍ଗିଲେ 18 ବର୍ଷି ଯୁବ   |
ଓଡିଶା ଜନ ମତ ବ୍ୟୁରୋ,

କଥାଟି ବିଶ୍ୱାସ ହେଉନଥିଲେ ମଧ୍ୟ ପ୍ରକୃତ ସତ୍ୟ ଅଟେ | ସେ 360 ବର୍ଷର ବିଶ୍ୱ ରେକର୍ଡ ଭାଙ୍ଗି ଗିନିଜ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଛନ୍ତି 18 ବର୍ଷର ଯୁବକ  | ସେ କଲେଜରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଓ ଜଟିଳ ଇଞ୍ଜିନିୟରିଂ ସିଦ୍ଧାନ୍ତ ପଢ଼ାଉଛନ୍ତି। ବିଶେଷ କଥା ହେଉଛି, ତାଙ୍କ କ୍ଲାସର ଅଧିକାଂଶ ଛାତ୍ରଛାତ୍ରୀ ତାଙ୍କ ବୟସର । ୧୮ ବର୍ଷ ବୟସରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସମ୍ମାନସହ ବି.ଟେକ୍ ଏବଂ ଏମ୍‌.ଟେକ୍ ଡିଗ୍ରି ହାସଲ କରିଥିଲେ ।
ଚାକିରି କ୍ଷେତ୍ରରେ ଶିକ୍ଷାଗତ ଯୋଗ୍ୟତା ସହ ସର୍ବନିମ୍ନ ବୟସର ଏକ ଭୂମିକା ରହିଛି । କିନ୍ତୁ ଥରେ ଚିନ୍ତା କଲେ, ଜଣେ ୧୮ ବର୍ଷର ଯୁବକ ପ୍ରଫେସର ହୋଇଛନ୍ତି । ବିଶ୍ବାସ କରିବାକୁ କଷ୍ଟ ହେଲେ ବି, କଥାଟା ସତ । ଏହା ସହ ସେ ଦୀର୍ଘ ୩ ଶତାବ୍ଦୀର ତଳର ଏକ ରେକର୍ଡ ଭାଙ୍ଗି ଗିନିଜ ଓ୍ବାର୍ଲଡ୍‌ ରେକର୍ଡ ସ୍ଥାପନ କରିଛନ୍ତି । ମାତ୍ର ୧୮ ବର୍ଷ ବୟସରେ କଲେଜ ପ୍ରଫେସର ହୋଇ ଇତିହାସ ରଚିଛନ୍ତି ଆମେରିକାର ଫ୍ଲୋରିଡାରେ ରହୁଥିବା ଇଞ୍ଜିନିୟରିଂ ଶିକ୍ଷକ ନାଥନ୍‌ ଥୋମାସ୍‌ । ଗିନିଜ୍‌ ୱାର୍ଲ୍ଡ ରେକର୍ଡସ୍‌ ଅନୁଯାୟୀ, ସେ ବିଶ୍ୱର ସର୍ବକନିଷ୍ଠ ପୁରୁଷ ପ୍ରଫେସର ହେବାର ଗୌରବ ହାସଲ କରିଛନ୍ତି।
ନାଥନ୍‌ ୧୮ ବର୍ଷ ୩୪୬ ଦିନ ବୟସରେ `ମିୟାମି ଦାଡେ କଲେଜ` ରେ ଇଞ୍ଜିନିୟରିଂ ପ୍ରଧ୍ୟାପକ ଭାବରେ ଯୋଗ ଦେଇ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହା ପୂର୍ବରୁ ଏହି ରେକର୍ଡ କଲିନ୍‌ ମ୍ୟାକ୍‌ଲୋରିନ୍‌ (Colin Maclaurin) ଙ୍କ ନାମରେ ଥିଲା, ଯିଏ ୧୯ ବର୍ଷ ବୟସରେ ପ୍ରଫେସର ହୋଇଥିଲେ। ଗତ ୩୦୬ ବର୍ଷ ଧରି ଏହି ରେକର୍ଡ କେହି ଭାଙ୍ଗିପାରି ନଥିଲେ।  ବିଶ୍ୱର ସର୍ବକନିଷ୍ଠ ମହିଳା ପ୍ରଫେସର ଆଲିଆ ସବୁର (Alia Sabur - ୧୮ ବର୍ଷ ୩୬୨ ଦିନ) ଙ୍କ ଠାରୁ ମଧ୍ୟ ୧୬ ଦିନ ସାନ ଅଟନ୍ତି  ନାଥନ ।
ନାଥନ ୧୦ ବର୍ଷ ବୟରେ ମିୟାମି ଦାଡେ କଲେଜରେ ଡୁଆଲ୍-ଏନରୋଲମେଣ୍ଟ (ସ୍କୁଲ୍‌ ସହ କଲେଜ ପାଠ) ଆରମ୍ଭ କରିଥିଲେ । ୧୪ ବର୍ଷରେ    ଫ୍ଲୋରିଡା ଇଣ୍ଟରନ୍ୟାସନାଲ୍‌ ୟୁନିଭରସିଟିକୁ ସ୍ଥାନାନ୍ତର ହୋଇଥିଲେ । ୧୮ ବର୍ଷ ବୟସରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂରେ ସମ୍ମାନସହ ବି.ଟେକ୍ ଏବଂ ଏମ୍‌.ଟେକ୍ ଡିଗ୍ରି ହାସଲ କରିଥିଲେ । ଏବେ ୧୮ ବର୍ଷ (୩୪୬ ଦିନ)ରେ    ମିୟାମି ଦାଡେ କଲେଜରେ ପ୍ରଫେସର ଭାବରେ ଯୋଗଦାନ କରିଛନ୍ତି ନାଥନ ଥୋମାସ ।
ନାଥନ୍‌  କଲେଜରେ କମ୍ପ୍ୟୁଟର ପ୍ରୋଗ୍ରାମିଂ ଓ ଜଟିଳ ଇଞ୍ଜିନିୟରିଂ ସିଦ୍ଧାନ୍ତ ପଢ଼ାଉଛନ୍ତି। ବିଶେଷ କଥା ହେଉଛି, ତାଙ୍କ କ୍ଲାସର ଅଧିକାଂଶ ଛାତ୍ରଛାତ୍ରୀ ତାଙ୍କ ବୟସର । ଥରେ ଶ୍ରେଣୀଗୃହକୁ ଆସିବା ପରେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଥାଏ— ଶିଖିବା। ସେଠାରେ ବୟସ କୌଣସି ପ୍ରତିବନ୍ଧକ ସାଜିନଥାଏ। ଯଦି କେହି ପରିଶ୍ରମ କରିବାକୁ ପ୍ରସ୍ତୁତ, ତେବେ ସେତିକି ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଜଣେ ଛାତ୍ର ଯେତେବେଳେ କୌଣସି ଜଟିଳ ବିଷୟକୁ ସହଜରେ ବୁଝିପାରେ, ସେହି ମୁହୂର୍ତ୍ତ ମୋତେ ସବୁଠୁ ଅଧିକ ଆନନ୍ଦ ଦେଇଥାଏ ବୋଲି କହିଛନ୍ତି ନାଥନ। ଏକ ଇଞ୍ଜିନିୟରିଂ ପରିବାରରୁ ଆସିଥିବା ନାଥନ୍‌ କହିଛନ୍ତି ଯେ, ତାଙ୍କ ମାଆ ଜଟିଳ ବିଷୟଗୁଡ଼ିକୁ ସହଜ କରି ବୁଝାଇବାରେ ସିଦ୍ଧହସ୍ତ ଥିଲେ, ଯାହା ତାଙ୍କୁ ଜଣେ ଭଲ ଶିକ୍ଷକ ହେବାରେ ବହୁତ ସାହାଯ୍ୟ କରିଛି

News Comment

You Might Also Like

BACK TO TOP