Breaking News

ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ରିଜଲ୍ଟ ରେ ହାତୀ ଓଟୋ ସ୍କୁଲ ର ସଫଳତା |   (13-May-2026)       ||      ଜଙ୍ଗଲ ଜମିକୁ ନେଇ ବଚସା ପରେ ଦାଆ ରେ ବୃଦ୍ଧାଙ୍କୁ ଆକ୍ରମଣ ||   (13-May-2026)       ||      ଘର ସାମ୍ନାରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ତିନି ଅଭିଯୁକ୍ତ ଗିରଫ |   (12-May-2026)       ||      ବ୍ରହ୍ମପୁର ରାଜସ୍ବ ବଙ୍ଗଳାରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ |    (12-May-2026)       ||      ବେନ୍ଦାଳିଆ ଗ୍ରାମରେ ଯୁବକ ଙ୍କୁ ଗୋଡ଼ାଇ, ଗୋଡ଼ାଇ ଆକ୍ରମଣ |   (12-May-2026)       ||      ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶ ତିଥିରେ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଦେଲେ ଶ୍ରଦ୍ଧା ଞ୍ଜଳୀ |    (12-May-2026)       ||      ବି କରଡ଼ା ବାଡ଼ି ପଞ୍ଚାୟତ ରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ||   (12-May-2026)       ||      ସ୍ବର୍ଗତ ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିର ରେ ସ୍ମୃତି ଚାରଣ ସଭା |   (11-May-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ 4ଅଭିଯୁକ୍ତ ଗିରଫ |   (11-May-2026)       ||      ଧଳା ଜହର ରଖିଥିବା ଅଭିଯୋଗ ରେ ଯୁବକ ଙ୍କୁ କୋର୍ଟ ଚାଲାଣ କଲା ପୋଲିସ | |   (11-May-2026)       ||      ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ |    (11-May-2026)       ||      ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||     

ପ୍ରଶାସନ ଅଧିକାରୀ ବିଷ୍ଣୁ ପଦ ଙ୍କ ହାତରୁ ମୁଖ୍ୟ ବିଭାଗ କାଢ଼ି ନେଲେ ରାଜ୍ୟ ସରକାର |

17-Dec-2024

ଆଇଏଏସ  ବିଷ୍ଣୁପଦଙ୍କୁ ମୁଖ୍ୟ ବିଭାଗରୁ କାଢ଼ିନେଲେ ରାଜ୍ୟ ସରକାର  |

             ଓଡିଶା ଜନମତ ବ୍ୟୁରୋ |

ଭୁବନେଶ୍ୱର, ୧୭।୧୨
ଟେଣ୍ଡର ଫିକ୍ସିଙ୍ଗ ମାମଲାରେ ସିବିଆଇ ସହ ଲୁଚକାଳି ଖେଳୁଥିବା ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠ ସେଠୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ମୋହନ ସରକାର। ଆଜି ନାଙ୍କୁ ୩ଟି  ଯାକ ଗୁରୁତ୍ବପୂର୍ଣ ବିଭାଗର ସଚିବ ପଦରୁ ହଟାଇ ଦେଇଛନ୍ତି। ତାଙ୍କୁ ସାଧାରଣ ପ୍ରଶାସନ  ବିଭାଗର ଓଏସଡି ( ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି) ଭାବେ ପନିସମେଟରେ ପଠାଇ ଦିଆଯାଇଛି

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞ ବିଜ୍ଞପ୍ତି ଅନୁସାରେ, ବ୍ୟାଚ୍ ଆଇଏଏସ୍ ( ବିଷ୍ଣୁପଦ ସେଠୀଙ୍କୁ ରାଜ୍ୟ ଅନୁସୂଚିତ ଜାତି, ଜନଜାତି ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ଓଡ଼ିଆ ଭାଷାସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ୧୯୯୭ ବ୍ୟାଚ୍ ଆଇଏଏସ୍ ସଞ୍ଜିବ କୁମାର ମିଶ୍ରଙ୍କୁ ଦାୟିତ୍ଵ ନ୍ୟସ୍ତ କରାଯାଇଛି। ଶ୍ରୀ ମିଶ୍ରଙ୍କୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତି କରା ଯାଇଥିବାବେଳେ ସେ ଅତିରିକ୍ତ ଭାବେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସହ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ଦାୟିତ୍ଵ ଦିଆଯାଇଛି। ଶ୍ରୀ ମିଶ୍ର ନିକଟରେ କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିଲେ।

ଡେପୁଟେସନରେ ଆସିଥିବା ୨୦୦୬ ବ୍ୟାଚ୍ ଆଇଏଏସ୍  ମନୋଜ କୁମାର ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଭାବେ ଅବସ୍ଥାପିତ କରା ଯାଇଛି। ଶ୍ରୀ ସାହୁଙ୍କୁ ରାଜ୍ୟ ସରକାରଙ୍କ ଅନୁରୋଧରେ କେନ୍ଦ୍ର ସରକାର ଓଡ଼ିଶା ପଠାଇଛନ୍ତି।ସେହି ପରି
ଆନ୍ତଃକ୍ୟାଡ଼ରଉଲ୍ଲେଖଯୋଗ୍ୟଲାଞ୍ଚ କାରବାର ଓ ଟେଣ୍ଡର ଫିକ୍ସିଙ୍ଗ ମାମଲାରେ ସିବିଆଇ ଗତ ୧୦ ତାରିଖରୁ ବିଷ୍ଣୁପଦ ସେଠୀଙ୍କୁ ହାଜରପାଇଁନୋଟିସ୍ ଦେଇଥିଲେ ମଧ୍ୟ ସେ ତାହାକୁ ଏଡ଼ାଇ ଚାଲିଛନ୍ତି। ସିବିଆଇ ସହ ବିଷ୍ଣୁପଦ ଲୁଚକାଳି ଖେଳୁଥିବାବେଳେ ରାଜ୍ୟ ସରକାରଙ୍କ ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଗଣମାଧ୍ୟମରେ ଚର୍ଚ୍ଚା ପରେ ସରକାର ବିଷ୍ଣୁପଦଙ୍କ ଉପରେ ଆକ୍ସନ ନେଇଛନ୍ତି। ତାଙ୍କୁ ଆଜି ସବୁ ବିଭାଗର ହଟାଇ ସାଧାରଣ ପ୍ରଶାସନ ବିଭାଗର ଓଏସଡି ଭାବେ ଅବସ୍ଥାପିତ କରିଛନ୍ତି।

News Comment

You Might Also Like

BACK TO TOP