Breaking News

ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ରିଜଲ୍ଟ ରେ ହାତୀ ଓଟୋ ସ୍କୁଲ ର ସଫଳତା |   (13-May-2026)       ||      ଜଙ୍ଗଲ ଜମିକୁ ନେଇ ବଚସା ପରେ ଦାଆ ରେ ବୃଦ୍ଧାଙ୍କୁ ଆକ୍ରମଣ ||   (13-May-2026)       ||      ଘର ସାମ୍ନାରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ତିନି ଅଭିଯୁକ୍ତ ଗିରଫ |   (12-May-2026)       ||      ବ୍ରହ୍ମପୁର ରାଜସ୍ବ ବଙ୍ଗଳାରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ |    (12-May-2026)       ||      ବେନ୍ଦାଳିଆ ଗ୍ରାମରେ ଯୁବକ ଙ୍କୁ ଗୋଡ଼ାଇ, ଗୋଡ଼ାଇ ଆକ୍ରମଣ |   (12-May-2026)       ||      ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶ ତିଥିରେ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଦେଲେ ଶ୍ରଦ୍ଧା ଞ୍ଜଳୀ |    (12-May-2026)       ||      ବି କରଡ଼ା ବାଡ଼ି ପଞ୍ଚାୟତ ରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ||   (12-May-2026)       ||      ସ୍ବର୍ଗତ ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିର ରେ ସ୍ମୃତି ଚାରଣ ସଭା |   (11-May-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ 4ଅଭିଯୁକ୍ତ ଗିରଫ |   (11-May-2026)       ||      ଧଳା ଜହର ରଖିଥିବା ଅଭିଯୋଗ ରେ ଯୁବକ ଙ୍କୁ କୋର୍ଟ ଚାଲାଣ କଲା ପୋଲିସ | |   (11-May-2026)       ||      ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ |    (11-May-2026)       ||      ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||     

କୁକୁଡାଖଣ୍ଡି ଧାନ ସଂଗ୍ରହ ବୈଠକ ରେ ବିଧାୟକ ଙ୍କ ଯୋଗ ଦାନ |

18-Dec-2024

କୁକୁଡାଖଣ୍ଡି ଧାନ ସଂଗ୍ରହ ପ୍ରସ୍ତୁତି ବୈଠକରେ ଯୋଗଦେଲେ ବିଧାୟକ

           ଓଡିଶା ଜନମତ ବ୍ୟୁରୋ,

କୁକୁଡାଖଣ୍ଡି ଚଳିତବର୍ଷ ଖରିପ ଋତୁ ଧାନ ସରକାର କିପରି ସଂଗ୍ରହ କରିବେ ତାହା ଉପରେ ବ୍ଲକର ଚାଷୀ,ମିଲର, ଏବଂ ପ୍ରଶାସନ ଅଧିକାରୀ ମାନଙ୍କ ସହଯୋଗ କ୍ରମେ ଧାନ ସଂଗ୍ରହ ଉପରେ ମଙ୍ଗଳବାର କୁକୁଡାଖଣ୍ଡି ବ୍ଲକ ରାଜୀବ ଗାନ୍ଧୀ ସମ୍ମିଳନୀ କକ୍ଷ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ବିଧାୟକ ଡ଼ଃ. ସିଦ୍ଧାନ୍ତ ମହାପାତ୍ର,କୁକୁଡାଖଣ୍ଡି ବିଡ଼ିଓ ଡ଼. ପୋଲ୍ଲବୀ ସ୍ୱାଇଁ, ତହସିଲଦାର ସପନ କୁମାର ସାହୁ,ବ୍ଲକ ଭାରପ୍ରାପ୍ତ ଅଧକ୍ଷା ବିଷ୍ନୁପ୍ରିୟପାତ୍ର, ଯୋଗାଣ ନିରୀକ୍ଷକ ସୁଧାକର ମଲ୍ଲିକ,ଦିଗପହଣ୍ଡି ନିୟନ୍ତ୍ରିତ ବଜ଼ାର କମିଟିର ସମ୍ପାଦକ ଅରୁଣ ମିଶ୍ର,ସିଡ଼ିପିଓ କୁସୁମ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିବା ବେଳେ ଏହି ବୈଠକରେ ମିଲର ଓ ଚାଷୀ, ଜନ ପ୍ରତିନିଧି ଉପସ୍ଥିତ ଥିଲେ l ଏହି ବୈଠକ ରେ ବ୍ଲକର ଧାନ ସଂଗ୍ରହ ନିମନ୍ତେ ୨୦ ଟି ସେବା ସମବାୟ ସମିତି ଶାଖା ରହିଥିବା ବେଳେ ୩ ଟି ସ୍ୱୟଂଚାଳିତ ମହିଳା ଗ୍ରୁପ ସଦସ୍ୟ ମାନେ ଉପସ୍ଥିତ ଥିବା ବେଳେ ସେମାନେ କିପରି ଚାଷୀଙ୍କ ଠାରୁ ସରକାର ଙ୍କ ମାନଦଣ୍ଡ କୁ ଦୃଷ୍ଟି କୁ ନେଇ ଧାନ ସଂଗ୍ରହ କରି ମିଲର ଯୋଗାଣ ବିଭାଗ ଜରିଆରେ ତାହାକୁ ମିଲର ନିକଟରେ ପହଞ୍ଚାଇବେ ତାହାଉପରେ ବିସ୍ତୃତ ଆଲୋଚନା ହୋଇଥିଲା l ଏହି ବୈଠକ ରେ ଚାଷୀ ମାନେ ପ୍ରତିବର୍ଷ କୁଇଣ୍ଟାଲ ପ୍ରତି ୪କିଗ୍ରା ଧାନ ଚାଷୀଙ୍କ ଠାରୁ ବିଭିନ୍ନ ଆଳ ଦେଖାଇ ମିଲର ଏବଂ ମଣ୍ଡି  କଟନୀଚଟନୀ କରି ଚାଷୀଙ୍କ ଠାରୁ ସଂଗ୍ରହ କରୁଥିବା ବେଳେ ଚଳିତବର୍ଷ ନୂତନ ସରକାରରେ ତାହା ଅପରିବର୍ତ୍ତନ ରେ ସୀମିତ ରହିବ କି ବୋଲି ମସିହାଖାଲି ଚାଷୀ ପ୍ରଶ୍ନ କରିଥିବା ବେଳେ ବିଧାୟକ ଶ୍ରୀ ମହାପାତ୍ର ଉତ୍ତର ରେ ଚଳିତବର୍ଷ ଏହି ସୁଯଗ ଦିଆଯିବ ନାହିଁ ବୋଲି କହିଥିଲେ l ଏଥିପ୍ରତି ସରକାର ଯତ୍ନବାନ ରହିଛନ୍ତି ପ୍ରଶାସନ ଅଧିକାରୀ ଏଥି ପ୍ରତି ତୀକ୍ଷ୍ଣ ନଜର ଦେବେ ବୋଲି କହିଛନ୍ତି ଯେଉଁ ମଣ୍ଡି କିମ୍ବା ମିଲର ଚାଷୀଙ୍କୁ ଠକିବା କୁ ଉଦ୍ୟମ କରନ୍ତି ତେବେ ଉପରିସ୍ଥ ଅଧିକାରୀ ତଥା ତହସିଲଦାର,ବିଡ଼ିଓ ଙ୍କୁ ଅବଗତ କରିବା ନିମନ୍ତେ ସୂଚନା ଦେଇକହିଛନ୍ତି l ଚାଷୀ ମାନଙ୍କୁ ଏଫଏକ୍ୟୁ ମାନର ଧାନ ସରକାରଙ୍କୁ ଯୋଗାଇ ଦେବା କୁ ଶ୍ରୀ ମହାପାତ୍ର ଚାଷୀଙ୍କୁ ଅନୁରୋଧ କରିଥିଲେ l ଏଥିରେ କୁଇଣ୍ଟାଲ ପ୍ରତି ସରକାର ଧାର୍ଯ୍ୟ କରିଥିବା ୩୧୦୦ଟଙ୍କା ୨ ଟି ପର୍ଯ୍ୟାୟ କ୍ରମେ ଯୋଗାଇଦେବେ ପ୍ରଥମେ ୨୩ଶହ କିଛି ସମୟରେ ଆଉ ୮ ଶହ ଟଙ୍କା ସରକାର ପ୍ରଧାନ କରିବେ ବୋଲି ବିଧାୟକ କହିଛନ୍ତି l ଗ୍ରସ୍ତ ବେଳେ ପୂର୍ବତନ ରୋହିଗାଁ ସରପଞ୍ଚ ସନାତନ ସଂଗ୍ରାମ ସିଂ, ବିଧାୟକ ପ୍ରତିନିଧି ନଳିନୀକାନ୍ତ ବିଷୟୀ,ସାଂସଦ ପ୍ରତିନିଧି ପିଣ୍ଟୁ ସାବତ,ଜଗଦଳପୁର ସରପଞ୍ଚ କ୍ରାନ୍ତି ଦେବୀଙ୍କ ସମେତ ବହୁ ଚାଷୀ ପ୍ରଶାସନ ପଦାଧିକାରୀ ଉପସ୍ଥିତ ଥିଲେ l

News Comment

You Might Also Like

BACK TO TOP