Breaking News

ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିର ବିଭିନ୍ନ ସ୍ଥାନରେ ସାର କଳାବଜାରୀ |

05-Sep-2025

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ବିଭିନ୍ନ ସ୍ଥାନରେ ସାର କଳା ବଜାର ଉପରେ   କୃଷି ବିଭାଗ ଓ ତହସିଲ ପ୍ରଶାସନ ର ଚଢ଼ାଉ |

       ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ବ୍ଳକ ଓ ଏନଏସି ର ବିଭିନ୍ନ ସ୍ଥାନ ରେ  ସାର କଳା ବଜାରୀ ଉପରେ ଅଙ୍କୁଶ ଲଗାଇବା ଓ ତାଙ୍କ ଉପରେ ଚଢ଼ାଉ କରିବାକୁ  ଗଞ୍ଜାମ ଜିଲ୍ଲା ପାଳ ଭି କୀର୍ତ୍ତି ଭାସନ ଏବଂ କୃଷି ଅଧିକାରୀ ଙ୍କ ନିର୍ଦେଶ ରେ ବ୍ଳକ କୃଷି ବିଭାଗଅଧିକାରୀଶୁଭ ଦର୍ଶିନୀ ବେହେରାଏବଂ ପୁରୁଷୋତ୍ତମପୁର ତହସିଲଦାର  ବିନୋଦ କୁମାର ବେହେରା ଏବଂ ବ୍ଳକ କୃଷି ସହକାରୀ ଅଧିକାରୀ ଶୁଭ ଦର୍ଶିନୀ ବେହେରା  ଓ ସହକାରୀ କୃଷି ଅଧିକାରୀ ତୁଷାର କାନ୍ତ ବେହେରା ଙ୍କ ସହଯୋଗ ରେ  ଭୁତ ସରସିଙ୍ଗି, ଆଛୁଲି, ଭୀମ ପୁର, ରଣ ଝାଲୀ, ଗାଙ୍ଗ ଦହଣି,ଜାମୁନି, ପଞ୍ଚାୟତ ଗୁଡିକ ରେ ଥିବା ସାର ଦୋକାନ ଗୁଡିକରେ ମିଳିତ ଚଢ଼ାଉ କରି,  କାଗଜ ପତ୍ର ଯାଞ୍ଚ କରିବା ସହ ଗୋଦାମ ଗୁଡିକ ରେ ଥିବା ସାର ପକେଟ ଗୁଡିକ ବୁଲି ଦେଖିଥିଲେ |  ତେବେ ଆଜି ଭୁତ ସରସିଙ୍ଗି ଠାରେ ରାତ୍ର ତିନି ଘଣ୍ଟ ରୁଛୋଟ ପିଲା ମାନଙ୍କୁ ଛାଡି ଆସିସାରପାଇଁ  ଲମ୍ବା ଧାଡି ଲାଇନ ଲଗାଇଥିଲେ | ଏବଂ ବହୁତ  ଅସୁବିଧାସହ  ସାର କଳା ବଜାରୀ  ହେଉ ଥିବାର  କହିଥିଲେ | ଘଟଣା ସ୍ଥଳରେ ପୁରୁଷୋତ୍ତମପୁର  ତହସିଲଦାର ବିନୋଦ ବେହେରା ଓ ଥାନା ଆଇ ଆଇସି  ରାଜେଶ ନାୟକ, ଓଷ୍ଟାଫ ପହଞ୍ଚି ବାରୁ ଏକହଜାର ରୁ ଅଧିକ ଚାଷୀ ଙ୍କୁ ଆୟତ କରିଥିଲେ  | ତେବେ ସାର ଦର ଉପରେ ତହସିଲଦାର ଓ କୃଷି ଅଧିକାରୀ ପଚାରିବାରୁ ସେମାନେ ଏହି ସୋସାଇଟି ଅଧିକ ମୂଲ୍ୟ ନେଉଛନ୍ତି ବୋଲି କହିଥିଲେ |ତାଉପରେ ତହସିଲଦାର ୟୁରିଆ ସାର ଓ  ନାନୋ  ତରଳ ଲିକ୍ୟୁଏଡ଼   ମିଶି ମୋଟ ମୂଲ୍ୟ ହେଉଅଛି | ତେଣୁ ସାର କଳାବଜାରୀ ହେଉଥିବାର ଯାହା ପ୍ରଚାର ହେଉଛି ତାହା ବୁଝିବାର ଭୁଲ ଯୋଗୁଁ ଏପରି  ପ୍ରଚାର ହେଉଛି ବୋଲି  ତହସିଲଦାର ବିନୋଦ ବେହେରା ଓ କୃଷି ସହକାରୀ ଅଧିକାରୀ ତୁଷାର  କାନ୍ତ ବେହେରା ଉପସ୍ଥିତ ଚାଷୀଙ୍କ ମତାମତ ନେଇ ସେମାନଙ୍କୁ ଏହା ଉପରେ ବୁଝାଇ ଥିଲେ |  ତେଣୁ ଚାଷୀଙ୍କ ଭୁଲ ବୁଝାମଣା ଯୋଗୁଁ ଏପରି ଗୁଜବ ପ୍ରଚାର କରି  ସୋସାଇଟି ଓ ସମସ୍ତଙ୍କୁ ବଦ ନାମ କରାଯାଉଛି ବୋଲି  ସୋସାଇଟି ର ସଭାପତି ଶୁଭ୍ରଜିତ ପାଢ଼ୀ କହିଛନ୍ତି |

News Comment

You Might Also Like

BACK TO TOP