Breaking News

ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଗୁରୁଦିବସ ପାଳିତ ||

06-Sep-2025

ଶ୍ରୀରାମ ଆଦର୍ଶ ଶିକ୍ଷନିକେତନ ରେ ଗୁରୁଦିବସଅବସର ରେ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ |

       ଓଡିଶା ଜନ ମତ ବ୍ୟୁରୋ,

ଶ୍ରୀରାମ ଆଦର୍ଶ ଶିକ୍ଷା ନିକେତନ ରେ ଏକ ନିରାଡ଼ମ୍ବର ପରିବେଶରେ ଗୁରୁ ପୂଜନ ସହିତ ବିଜ୍ଞାନ ପାଠଚକ୍ର ର ଆଲୋଚନା ହୋଇ ଯାଇଛି l ଏହି ଉତ୍ସବ ରେ ପୁରୁଷୋତ୍ତମପୁର ମହା ବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡା. ସିମାଞ୍ଚଳ ପଟ୍ଟନାୟକ ମୁଖ୍ୟ ଅତିଥି ଓ ସହଧର୍ମିଣୀ ତଥା ପୂର୍ବତନ ଶିକ୍ଷା ବିଭାଗ ରିଡର ଡା. ଗାୟତ୍ରୀ ଦାଶ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଥିଲେ l ଜଣେ କର୍ତଵ୍ୟନିଷ୍ଠ ଶିକ୍ଷ୍ୟାବିତ ଆଜୀବିକା ସଚୋଟତ୍ତା ପ୍ରତିପାଦନ କରିଆସିଥିବା ସର୍ବ ମାନ୍ୟ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟ୍ଟନାୟକ ସାର ଗୁରୁଦିବସ ଭଳି ଏକ ପବିତ୍ର ଦିନରେ କେବଳ ଗୁରୁପୂଜନ  ରେ ସମୟ ଵ୍ୟୟିତ ନକରି ତାହାର ସଦୁପଯୋଗ ପାଇଁ ଏକ ପାଠ ଚକ୍ର ଆଲୋଚନା ପାଇଁ ନିର୍ଦେଶ ଦେଇଥିଲେ l ତେଣୁ ଉକ୍ତ ଅନୁଷ୍ଠାନର ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଶ୍ରୀମାନ କାର୍ତ୍ତିକେୟ ମହାନ୍ତି ଦୈନନ୍ଦିନ ଜୀବନରେ ଆମ ପରିବେଶରେ, ଆଲୋକର ବିଛୁରଣ କିପରି ହୋଇ ଥାଏ, ତାହା ବର୍ଣ୍ଣନା କରିଥିଲେ l ଉକ୍ତ ତଥ୍ୟ ଉପରେ ଅଧ୍ୟକ୍ଷ ସାର ଛାତ୍ରଛାତ୍ରୀ ମାନଙ୍କୁ ଅତି ସୁନ୍ଦର ଭାବରେ ବୁଝାଇଥିଲେ l  ଏଥିରେ ଅନୁଷ୍ଠାନ ର ଗାଇଡି ଶିକ୍ଷକ ଇ. ସଚିନ ପାତ୍ର ଓ ସୁଶ୍ରୀ ସଂନ୍ଧ୍ୟା ରାଣୀ ପାଢ଼ୀ ପାଠ୍ୟଚକ୍ର ପ୍ରସ୍ତୁତିରେ ସମ୍ପୂର୍ଣ ସହାୟତା ପ୍ରଦାନ କରିଥିଲେ l ସେହିପରି ମୁଖ୍ୟ ବକ୍ତା ଭାବରେ ରିଡର ମ୍ୟାଡ଼ାମ ପ୍ରତ୍ୟେକେ ଜଣେ ଜଣେ ନିଜକୁ ଆଦର୍ଶ ଛାତ୍ର ଭାବରେ ଗଢି ତୋଳିବା ପାଇଁ ଯେଉଁ ସବୁ ମାନବୀୟ ମୂଲ୍ୟ ବୋଧ ଉପରେ ଗୁରୁତ୍ୱ ଆରୋପ କରିବାକୁ ହେବ ତାହା ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଶେଷରେ ଅନୁଷ୍ଠାନ ର ଉଦ୍ୟୋକ୍ତା ରାମଗୁରୁଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ସମସ୍ତ ଛାତ୍ରଛାତ୍ରୀ ସାର ଓ ମ୍ୟାଡ଼ାମ ଙ୍କୁ ଉପଢୌକନ, ମାନପତ୍ର ସହ ପୁଷ୍ପ ଗୁଚ୍ଛ ପ୍ରଦାନ କରି ବିଦାୟ ଦେଇଥିଲେ l  ଶେଷରେ ସମସ୍ତ ଙ୍କ ପାଇଁ ପ୍ରସ୍ତୁତ ହୋଇଥିବା ସୁସ୍ୱାଦୁ ପୁଲିଆରୀ ଭୋଜନ କରି ବିଦାୟ ନେଇଥିଲେ l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରାରମ୍ଭିକ ଓ ଅନ୍ତିମ ସଙ୍ଗୀତ ପରିବେଷଣ କରିଥିଲେ ଶିବାନୀ ଭଉଣୀ ଓ ସାଥି ମାନେ ଏବଂ ବାଦ୍ୟ ଯନ୍ତ୍ର ସେ ସହାୟତା କରିଥିଲେ ସୁରେନ୍ଦ୍ର ଭାଇ ଓ ସାଥି  l  ଅନେକ ପୂର୍ବତନ ଛାତ୍ରଛାତ୍ରୀ ଙ୍କ ସହିତ ଅନୁଷ୍ଠାନର ସମସ୍ତ  ଶିକ୍ଷକ ଶିକ୍ଷୟିତ୍ରୀ  ଏଥିରେ ସହାୟତା ପ୍ରଦାନ କରିଥିଲେ l

News Comment

You Might Also Like

BACK TO TOP