Breaking
News
Breaking
News
16-Aug-2026
ମୃତକଙ୍କ ପରିବାରଙ୍କୁ ସମବେଦନା ଜଣାଇଲେ ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ
ଓଡିଶା ଜନ ମତ,ବୁଗୁଡ଼ା,୧୬।୮,
ଡ.କୁମୁଦ ଚନ୍ଦ୍ର ବେହେରା:-=====
ବୁଗୁଡ଼ା ବ୍ଲକ୍ ଅନ୍ତର୍ଗତ ମତାଙ୍ଗରୀ ଗ୍ରାମର ସୀତାରାମ ପ୍ରଧାନ ଏବଂ ଉକ୍ତ ଗ୍ରାମର ସନ୍ତୋଷ ପ୍ରଧାନ ଆକସ୍ମିକ ମୃତ୍ୟୁ ବରଣ କରିଥିବା
ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ଗଭୀର ଦୁଃଖ ପ୍ରକାଶ କରିବା ସହ ସମବେଦନା ଜଣାଇ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ତାଙ୍କ ସାଙ୍ଗରେ କବିରାଜ ଗୌଡ, ଜିତେନ୍ଦ୍ର କୁମାର ନାୟକ, ମୁକୁନ୍ଦ ନାୟକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ ।
BACK TO TOP