Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |

16-Aug-2026

ଚାରିଦିନ ପରେ ବି ଯୁବକଙ୍କ ଜୀବିତ କିମ୍ବା ମୃତ ଦେହ ମିଳିଲା ନାହିଁ | ଦୁଃଖ ଓ ଚିନ୍ତାରେ ପରିବାର || 

ଓଡିଶା ଜନ ମତ ବ୍ୟୁରୋ, 

ଚାରିଦିନ ତଳେ ବାଲିଆ ଗାଁରେ ବାସ କରିଥିବା  ଲକ୍ଷ୍ମଣ ଦାସ, ପି -ମାଗତା ଦାସ ଙ୍କ ଘରକୁ ଅଲାଡ଼ି ଗାଁର ଅଘରୀ ବେହେରା, ପି -ନରସିଂହ ବେହେରା ଆସି  ଲକ୍ଷ୍ମଣ ଙ୍କୁ  ତାଙ୍କର ମଇଁଷି ଚରେଇ ବା ପାଈଁ ଡାକି ନେଇଥିଲେ || ତେବେ ଲକ୍ଷ୍ମଣ ମଇଁଷି ପଲ ଧରି ଚରେଇ ବାକୁ ନଦୀପାର ହେଉଥିଲା ବେଳେ ପାଣିସ୍ରୋତ ରେ ବୁଡି ନିଖୋଜ ହୋଇ ଯାଇଥିବାର ଖବର ଶୁଣି ତାଙ୍କ ସ୍ତ୍ରୀ   ଅପି ଦାସ ସନ୍ଧ୍ୟା ପରେ ପୁରୁଷୋତ୍ତମପୁର ଥାନାରେ ଏହି ବିଷୟ ରେ ଏକ ଲିଖିତ ଏତେଲା ଦେଇ ସ୍ୱାମୀଙ୍କ  ନିଖୋଜ ବୋଲି ଅଭିଯୋଗ କରିଥିଲେ | 
ତା ପର ଦିନ କେ ଏନ ପୁର ସରପଞ୍ଚ ପ୍ରତିନିଧି, ସମାଜ ସେବୀ ଏନ ରାମଚନ୍ଦ୍ର ରେଡ଼ୀ କିଛି ଥାନା ଷ୍ଟାଫ ଓ କିଛି ଲୋକ ଓଡ୍ରାଫ ଟିମ ଦ୍ୱାରା ନଦୀପଥରେ ବହୁତ ଦୂର ଯାଇ ଖୋଜିଥିଲେ ମଧ୍ୟ କିଛି ସନ୍ଧାନ ମିଳି ନଥିବାରୁ ଫେରି ଆସିଥିଲେ ||ତାପର ଦିନ ମଧ୍ୟ ଖୋଜା ଖୋଜି କରି କୌଣସି ଖବର ପାଇନଥିଲେ କିମ୍ବା ଲକ୍ଷ୍ମଣ ଙ୍କ ମୃତ ଦେହ କେଉଁଠି ଲାଗି ଥିବାର ଦେଖି ନଥିଲେ | ତେବେପରିବାର ଲୋକ ଲକ୍ଷ୍ମଣ ଙ୍କ ଜୀବିତ କିମ୍ବା ମୃତ ଦେହ ପାଇନଥିବାରୁ ଚିନ୍ତା ଓ ଦୁଃଖରେ କାଳ ତିପାତ କରୁଛନ୍ତି |ସେମାନେ ପୁଣିଥରେ ଥାନା ଓ ଜନସାଧାରଣ ଙ୍କୁ ଆକୁଳ ନିବେଦନ କରି ଛନ୍ତିକି ଲକ୍ଷଣ ଙ୍କ ମୃତ ଦେହ ଖୋଜିବାରେ ସମସ୍ତେ ଟିକେ ସହଯୋଗ ର ହାତ ବଢ଼େଇଲେ  ସେମାନଙ୍କ ପରିବାର କିଛି ମାତ୍ରା ରେ ଏହି ଦୁଃଖ ରୁଟିକେ ଲାଘବ ହୋଇଥାନ୍ତେ ||

News Comment

You Might Also Like

BACK TO TOP