Breaking News

ନାବାଳିକା ମାନଙ୍କୁ ରେଳ ଲାଇନ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଥିବା ଅଭିଯୋଗ |    (29-Nov-2026)       ||      ସୁଳୀ ପଦର ମା ମଙ୍ଗଳା ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ପୂଜାରୀ ମହାସଂଘ ରବୈଠକ ଓ ବନ୍ଧୁ ମିଳନ ||   (29-Nov-2026)       ||      ପୋଲସରା ଗୌରୀ ଆମ୍ମା ଯାତ୍ରାରେ ଛାତ୍ର ଛାତ୍ରୀଙ୍କ ସଚେତନତା କାର୍ଯ୍ୟକ୍ରମ ||   (29-Nov-2026)       ||      ଭାମଶିଆଳି ଉଚ୍ଚ ବିଦ୍ୟାଳୟ ରେ ବିଜ୍ଞାନ ମେଳା ଅନୁଷ୍ଠିତ |    (28-Nov-2026)       ||      ପରିବେଶ ସୁରକ୍ଷା ନିମନ୍ତେ ନୂଆଦିଲ୍ଲୀ ରେ ଜାତୀୟ ସମ୍ମିଳନୀ ରେ ସମ୍ମାନିତହେଲେ ବରଗଡ଼ ସାଂସଦ |   (28-Nov-2026)       ||      2026-27,ନିମନ୍ତେ ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ |    (28-Nov-2026)       ||      କାଦୁଅ ପଡା ସରସ୍ବତୀ ଶିଶୁମନ୍ଦିର ର ପ୍ରିୟାଂଶି ପ୍ରିୟଦର୍ଶନୀ ତୃତୀୟ ଶ୍ରେଣୀ ମେଧା ବୃତ୍ତି ତାଲିକାରେ ସଫଳ |   (27-Nov-2026)       ||      ଦାଦନ ଖଟିବାକୁ ତାମିଲନାଡୁ ଯାଇ ସର୍ପା ଘାତ ରେ ଯୁବକ ମୃତ ||   (27-Nov-2026)       ||      ସମ୍ବର ଶିକାର ପାଈଁ ବିଦ୍ୟୁତ ଫାସ ପକାଇ ଦୁଇ ଅଭିଯୁକ୍ତ ଗିରଫ ||   (27-Nov-2026)       ||      ଗୌରୀ ଆମ୍ମା ଯାତ୍ରା ପାଈଁ ଶାନ୍ତି ଶୃଙ୍ଖଳା ଟ୍ରାଫିକ ପାଈଁ ଜନସାଧାରଣ ଙ୍କୁ ପୋଲିସ ର ନିବେଦନ |   (27-Nov-2026)       ||      ଛାୟା ସାମ୍ବାଦିକ ଙ୍କ ଯୋଗୁଁ ନିନ୍ଦିତ ହେଉଛନ୍ତି ପ୍ରକୃତ ସାମ୍ବାଦିକ ||   (26-Nov-2026)       ||      ବର୍ତ୍ତନୀ ଗ୍ରାମ ରେ ରାଜ୍ୟସ୍ତରୀୟ ତ୍ରୀ ଦିବସୀୟ କବାଡି ପ୍ରତିଯୋଗିତା ର ଶୁଭାରମ୍ଭ |    (26-Nov-2026)       ||      ପୂଜାରୀ ବମ୍ବୁ ଗ୍ରାମରେ ସଡକ ନିର୍ମାଣ କାର୍ଯ୍ୟ ଆରମ୍ଭ |   (25-Nov-2026)       ||      ଲିଙ୍ଗ ଭିତିକ ହିଂସା ବିରୋଧରେ 16ଦିନର ଅଭିଯାନ ର ଶୁଭାରମ୍ଭ |    (25-Nov-2026)       ||      ଦେବଗିରି ରେ ଜଗନ୍ନାଥ ମନ୍ଦିର ରେ ଭକ୍ତ ଙ୍କ ପ୍ରବଳ ଭିଡ଼ |    (25-Nov-2026)       ||      ଶୈବ ପୀଠ ଅମରେଶ୍ୱର ଠାରେ କାର୍ତ୍ତିକ ପୁର୍ଣିମା ରେ ଭକ୍ତ ଙ୍କ ପ୍ରବଳ ଜନ ସମାଗମ |    (25-Nov-2026)       ||      ମୁଖ୍ୟମନ୍ତ୍ରୀ ଙ୍କ ଦୟାରେ ଆନିକେଟ ହେଲେ ଉପକୃତ ହେବେ ପୁରୁଷୋତ୍ତମପୁର ଅଞ୍ଚଳ ବାସୀ ||   (24-Nov-2026)       ||      ବଙ୍ଗୋମୁଣ୍ଡା ଅଘଟଣ ପରେ ବରଗଡ଼ ଧନୁଯାତ୍ରା କୁ ହାତୀଚିନ୍ତା |    (24-Nov-2026)       ||      ପୋଖରୀ ପାହାଚ ରେ ଗୋଡ଼ ଖସି ଯିବାରୁ ଯୁବକ ମୃତ |    (24-Nov-2026)       ||      ଅଟୋ ଓଲଟି ବାରୁ 4ଜଣ ଙ୍କ ମଧ୍ୟରୁ ମେଡିକାଲ ରେ ଜଣେ ମୃତ |    (24-Nov-2026)       ||     

ପୋଲସରା ଅଞ୍ଚଳରେ ବନ୍ୟା ପାଣି ଯୋଗୁଁ ଏକର ଏକର ଚାଷ ଜମି ଜଳମଗ୍ନ |

20-Nov-2026

ବାତ୍ୟା ଅକଭାନ ପ୍ରଭାବ ରେ ପ୍ରବଳ ବର୍ଷା । ପୋଲସରା ଅଞ୍ଚଳରେ ହଜାର ହଜାର ଏକର ଜମି ଜଳମଗ୍ନ ।

ଓଡ଼ିଶା ଜନମତ,ପୋଲସରା, ସନ୍ତୋଷ କୁମାର ପଣ୍ଡା
ପୋଲସରା  ୨୦/୧୧/୨୦୨୬
ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ବାତ୍ୟା ଅକଭାନ ପ୍ରଭାବ ରେ ଗତକାଲି ଠାରୁ ବର୍ଷା ଲାଗି ରହିବା ଦ୍ବାରା ପୋଲସରା ଅଞ୍ଚଳ ର ସମସ୍ତ ନଦୀ ଓ ନାଳ ରେ ବନ୍ୟା ଆସିବା ଫଳରେ ପୋଲସରା ର ଅର୍ଦ୍ଧାଧିକ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିବା ଯୋଗୁ ହଜାର ହଜାର ଏକର ଜମି ର ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ଖବର ନେବାରେ ଜଣା ପଡିଛି ଯେ ଚିରିକିପଡା ଶାସନ ନିକଟରେ ପ୍ରବାହିତ ବାଘୁଆ ମୂଖ୍ୟ କେନାଲ ରେ କ୍ଷମତା ଠାରୁ ଅଧିକ ପାଣି ଆସିବା ଦ୍ବାରା କେନାଲରେ ଘାଇ ହୋଇ ଯାଇଥିଲା । କେନାଲ ଭାଙ୍ଗି ଯିବାରୁ କେନାଲ ନିକଟରେ ଥିବା ତଳ ନଦୀ ରେ କେନାଲ ପାଣି ପଶି ଯାଇଥିଲା । ଫଳର ତଳନଦୀ ରେ  ତିନୋଟି ଜାଗାରେ ଘାଇ ହୋଇ ଯାଇଥିଲା । ଫଳରେ ଚିରିକିପଡା ଶାସନ ଗ୍ରାମ ର ଶହ ଶହ ଏକର ଚାଷଜମି ରେ ପାଣି ପଶିଯାଇ ପାଚିଲା ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି । ସେହିପରି ଶକ୍ତି ପୀଠ ସିଂହାସନି ମନ୍ଦିର ନିକଟରେ ଥିବା ବ୍ରିଟିଶ ଅମଳର ନିରାଶ ପଲ୍ଲି ମାଟି ବନ୍ଧ ଲଙ୍ଘି ପାଣି ମାଡି ଆସିବାରୁ କଷିପଡା , ପାଣ୍ଡିରିରିପଡା , ପାତାଳ ସିଂ ଓ ଗୋଛାବାଡି ଅଞ୍ଚଳ ର ଅନେକ ଚାଷଜମି ରେ ପାଣି ମାଡି ଯିବା ସହିତ ସିଂହାସନି ପୀଠ କୁ ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥିଲା । ସେହି ପରି ଧନେଇ ନଦୀ , ବେଲେଇ ଦାଣ୍ଡି , ଯୋଗିଆ ନାଳ , ମଣିଷ ମୁଣ୍ଡିଆ ନାଳ ଓ ଜାମି ନାଳରେ ବନ୍ୟା ପାଣି ଆସିବା ଦ୍ବାରା ପୋଲସରା , ବାଲିଘାଇ , ସିଦ୍ଧି ପୁର , ଉସ୍ତାପଡା , ବନ୍ଥ ପଲ୍ଲି , କୋଙ୍କରଡା , ଖଣ୍ଡୁରୁ , ଚଢିଆପଡା , ରୁଖାକଣା , କଳମ୍ବ  , ଜେନାପୁର ଓ ଘୋଡାପଲାଣ ଅଞ୍ଚଳ ର ହଜାର ହଜାର ଏକର ଚାଷଜମି ରେ ପାଣି ପଶିଯାଇ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଆଉ ମାତ୍ର ଏକ ସପ୍ତାହ ମଧ୍ୟରେ ଧାନ କଟା ଯାଇଥାନ୍ତା। ମାତ୍ର ଲଘୁଚାପ ଜନିତ ଅଦିନିଆ ବର୍ଷା ରେ ପୋଲସରା ଅଞ୍ଚଳ ର ହଜାର ହଜାର ଏକର ଚାଷଜମି ର ପାଚିଲା ଧାନ ସମ୍ପୂର୍ଣ୍ଣ ଭାବେ ଧୋଇ ହୋଇଗଲା । ଫଳରେ ଚାଷୀ ମାନେ ସର୍ବସ୍ବାନ୍ତ ହୋଇଗଲେ ।ଗତମାସ ଶେଷ ସପ୍ତାହରେ ଆସିଥିବା ବାତ୍ୟା ଅର୍ଣ୍ଣବ ପ୍ରଭାବ ରେ ତିନି ପର୍ଯ୍ୟନ୍ତ ଲଗାଣ ବର୍ଷା ଯୋଗୁଁ ବ୍ୟାପକ ଫସଲ ହାନି ହୋଇଥିଲା । ବଞ୍ଚି ଯାଇଥିବା ଅବଶିଷ୍ଟ ଫସଲ କୁ ଯେନତେନ ପ୍ରକାରେ ଅମଳ କରି ଘରକୁ ଆଣିବ ବୋଲି ଚାଷୀ ଚିନ୍ତା କରିବା ସମୟରେ ବାତ୍ୟା ଅକଭାନ ତାର ଆଶା କୁ ଧୂଳିସାତ୍ କରି ଦେଲା । ଏଣୁ ରାଜ୍ୟ ସରକାର ଏଥି ପ୍ରତି ଦୃଷ୍ଟି ଦେଇ ଯୁଦ୍ଧକାଳୀନ ଭିତ୍ତିରେ ସର୍ଭେ କରି କ୍ଷତିଗ୍ରସ୍ତ ସମସ୍ତ ଚାଷୀ ଙ୍କୁ କ୍ଷତିପୂରଣ ଦେବାକୁ , ଏକ ବର୍ଷ ପର୍ଯ୍ୟନ୍ତ ମାଗଣା ଡାଲି ଚାଉଳ ଯୋଗାଇ ଦେବାକୁ , ଚାଷୀ ଉପରୁ ସମସ୍ତ ପ୍ରକାର ଋଣ ଛାଡ଼ କରିବାକୁ , ରବି ଫସଲ ପାଇଁ ବିହନ , ସାର ଓ କୀଟନାଶକ ମାଗଣା ରେ ଯୋଗାଇଦେବାକୁ ଏବଂ  ଏମ ଜି ଏନ ଆର ଜି ଯୋଜନାରେ ବର୍ଷ ସାରା କାମ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀହର୍ଷ ରଥ , ସମ୍ପାଦକ ରାଜୀବ ଲୋଚନ ପଣ୍ଡା , କୃଷକ ନେତା ନିଳକଣ୍ଠ ଦାସ , ଦଣ୍ଡପାଣି ସାମଲ , ଗୌରହରି ବିଷୋୟୀ ଓ ହରିହର ପାତ୍ର ପ୍ରମୁଖ ଦାବି କରିଛନ୍ତି।

News Comment

You Might Also Like

BACK TO TOP