Breaking News

ପିଏମ ଶ୍ରୀ ସର୍ଦ୍ଦାରଅନ୍ତର୍ଯ୍ୟାମୀ ଉଚ୍ଚ ବିଦ୍ୟାଳୟ ରେ 10କୋଟି ନିଶାମୁକ୍ତ ପ୍ରତିଜ୍ଞା ମହା ଅଭିଯାନ ||   (17-Aug-2026)       ||      ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କପରିବାର କୁ କ୍ଷତି ପୂରଣ ଦାବି କରି ଗ୍ରାମବାସୀ ଙ୍କ ରାସ୍ତା ରୋକ |    (17-Aug-2026)       ||      ଦୁର୍ଘଟଣା ରେ ସ୍ତ୍ରୀ ଆଗରେ ଚାଲିଗଲା ସ୍ୱାମୀର ଜୀବନ ||   (17-Aug-2026)       ||      ସରକାର ଙ୍କ ଘୋଷଣା,ରାକ୍ଷୀ ପୁର୍ଣିମା ନିମନ୍ତେ ମହିଳାଙ୍କୁ ମିଳିବ ତିନିଦିନ ମାଗଣା ବସ ସେବା    (17-Aug-2026)       ||      ମାନବା ଧିକାର ମିଶନ ଗଞ୍ଜାମ ଜିଲ୍ଲା ତରଫରୁ, 4ଅନାଥ ଶିଶୁଙ୍କ ପରିବାରକୁ 25ହଜାର ଟଙ୍କା ଓ ରାସନ ସାମଗ୍ରୀ ପ୍ରଦାନ |   (17-Aug-2026)       ||      ପ୍ରେମ ଜନିତ ହତ୍ୟା କାଣ୍ଡ ବୋଲି ପୋଲିସ ର ସୂଚନା | କାଜୁ ଜଙ୍ଗଲ ରୁ ମିଳିଥିଲା ଗଳିତ ଶବ |    (17-Aug-2026)       ||      ଜାତୀୟ ରାଜପଥ କାମ ନିମ୍ନ ମାନର ଯୋଗୁଁ ଘଟୁଛି ଟ୍ରକ ଦୁର୍ଘଟଣା |    (17-Aug-2026)       ||      ଲଗାଣ ବର୍ଷା ରେ ଦୁଇ ଘର କାନ୍ଥ ପଡି ପରିବାର କ୍ଷତିଗ୍ରସ୍ତ |   (17-Aug-2026)       ||      ମଦ ବିକ୍ରୀକୁ ବନ୍ଦ କରି ନଷ୍ଟ କଲେ ମହିଳା ଗ୍ରୁପ,|    (17-Aug-2026)       ||      ଗୋଟିଏ କାହାଣୀରେ 4ଗୋଟି ଫିଲ୍ମ, ସବୁ ବ୍ଲକ ବ୍ଳଷ୍ଟର |    (16-Aug-2026)       ||      ନଦୀ ପାଣିରେ ଭାସିଯିବାର ଚାରି ଦିନ ପରେ ବି ମିଳିନି ଲକ୍ଷ୍ମଣ ଙ୍କ ମୃତ ଦେହ |    (16-Aug-2026)       ||      ହିଞ୍ଜିଳି ଗୋପବନ୍ଧୁ ପ୍ରେସ କ୍ଳବ ପକ୍ଷରୁ ମହା ଆଡ଼ମ୍ବର ରେ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |    (16-Aug-2026)       ||      ମୃତକଙ୍କ ପାଖରେ ପହଞ୍ଚି ସମ ବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ |    (16-Aug-2026)       ||      କଳମ୍ବ ଗ୍ରାମରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ |    (16-Aug-2026)       ||      ଭାରତ ରୁ ଅନ୍ୟଦେଶ ବିଭାଜନ ହୋଇ ନଥିଲେ କେତେ ବଡ଼ ଓ ସୁନ୍ଦର ଦିଶିଥାଆନ୍ତା |   (16-Aug-2026)       ||      ପଦ୍ମପୁର ରେ ଉପଖଣ୍ଡ ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||      ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ 80 ତମ ସ୍ୱାଧୀନତା ଦିବସ ପାଳିତ!|    (16-Aug-2026)       ||      ପଦ୍ମପୁର ଓକିଲ ସଂଘ ଆନୁକୁଲ୍ୟରେ ରକ୍ତ ଦାନ ଶିବିର ଅନୁଷ୍ଠିତ |    (16-Aug-2026)       ||      ପୁରୁଷୋତ୍ତମପୁର ବିଜେପି ତରଫରୁ ସ୍ୱାଧୀନତା ଦିବସ ପାଳିତ |    (16-Aug-2026)       ||     

ଏସଡ଼ି ପିଓ, ସ୍କୁଲ ସଭାପତି ଓ କମିଟି ଦ୍ୱାରା ଛାତ୍ର, ଛାତ୍ରୀ ଙ୍କୁ ଡ୍ରେସ ବଣ୍ଟନ |

05-Sep-2025

ଗୁରୁଦିବସ ରେ ପୂର୍ବତନ ଜିଲ୍ଲା ବୋର୍ଡ  ପ୍ରାଥମିକ ସ୍କୁଲ ରେ ଏସଡ଼ିପିଓ ଓସ୍କୁଲ କମିଟି ଦ୍ୱାରାଛାତ୍ର, ଛାତ୍ରୀଙ୍କୁ ଡ୍ରେସ ଓ ମାନ ପତ୍ର ବଣ୍ଟନ  | 

        ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁର ପୂର୍ବତନ ଜିଲ୍ଲା ବୋର୍ଡ ପ୍ରାଥମିକ ସ୍କୁଲ ରେ   ପୁରୁଷୋତ୍ତମପୁର ଏସଡ଼ିପିଓସୁଜିତ କୁମାର ନାୟକ ଓ ସ୍କୁଲ ପ୍ରଧାନ ଶିକ୍ଷକ ହରପ୍ରସାଦ ଦାଶ,ସ୍କୁଲ ସଭାପତି  ଭଗବାନ ବେହେରା ଏବଂ ସ୍କୁଲ କମିଟି ସଦସ୍ୟ, ସଦସ୍ୟା  ଯଥା ପ୍ରଦୀପ କୁମାର ବେହେରା , ପିଙ୍କି ଗୌଡ଼, ଟୁନି ବେହେରା, ନାଣୀ ଗୌଡ଼, ଅରୁଣ କୁମାର ଗୌଡ଼,ଟିଟୁ ବେହେରା, ରୀନା ବେହେରା, କ୍ରିଷ୍ନା ଞ୍ଜଳୀ ପଣ୍ଡା,  ଙ୍କ ସହିତ ସବୁ ଅଭିଭାବକ, ଙ୍କ ଉପସ୍ଥିତି ରେ ମୋଟ 211ଜଣ ଛାତ୍ର, ଛାତ୍ରୀ ଉପସ୍ଥିତ ଥିଲା ବେଳେ , ସେମାନଙ୍କ ମଧ୍ୟରୁ 191 ଜଣ ଛାତ୍ର, ଛାତ୍ରୀ ଙ୍କୁ  ଡ୍ରେସ ବଣ୍ଟନ କରାଯାଇଥିଲା |ବଳକା 20ଜଣ ଛାତ୍ର, ଛାତ୍ରୀ ଶିଶୁ ବାଟିକା ରେ ରହିଥିବାରୁ ସେମାନଙ୍କ ପାଇଁ ସମନ୍ୱିତ ଶିଶୁ ବିକାଶ  ବିଭାଗ ଅଧୀନରେ ରହିଅଛି |କିନ୍ତୁ ସେଠାରୁ  ଏହି ପିଲାମାନଙ୍କ ପାଇଁ ଅର୍ଥ ମଞ୍ଜୁର କରିନଥିବାରୁ  20 ଜଣ ପିଲା ଡ୍ରେସ  ପିନ୍ଧିବାରୁ ବଞ୍ଚିତ ହୋଇ ଛନ୍ତି | ଏହା ଉପରେ ସ୍କୁଲ ସଭାପତି  ଭଗବାନ ବେହେରା  ଗଣମାଧ୍ୟମ ସହଯୋଗ ରେ  ସରକାର ଙ୍କ ଦୃଷ୍ଟି ଆକର୍ଷଣ  କରିଥିଲେ |  ତେବେ ସରକାର ଙ୍କ  ସମନ୍ୱିତ ଶିଶୁ ବିକାଶ ବିଭାଗ କେବେ ଡ୍ରେସ ଦେବେ ତାକୁହିଁ ଅପେକ୍ଷା | ତେବେ ଏସ୍ଡ଼ିପିଓ ସ୍କୁଲ ରେ ପହଞ୍ଚି ପିଲାମାନଙ୍କୁ ଆଜିର ଦିନ କାହାପାଇଁ ଓ କଣ ପାଇଁ କରାଯାଉଛି ପଚାରି ଥିଲେ  | ତେବେ  ପିଲାମାନେ ଠିକ ଉତ୍ତର ଦେଇଥିବାରୁ ଓ ଗୁରୁ ସବୁଠାରୁ ବଡ଼ ବୋଲି କହିଥିଲେ | ଏହି ଉତ୍ତର ରେ ଏସଡ଼ି ପିଓ ଖୁସିହୋଇ ପିଲାମାନଙ୍କୁ ସେମାନଙ୍କର ମଙ୍ଗଳ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ | ଏବଂ 20 ଜଣ ଛାତ୍ର, ଛାତ୍ରୀ ଙ୍କୁ ସଫଳ ହୋଇ ସ୍କୁଲ ର ଗୌରବ ମଣ୍ଡନ କରିଥିବାରୁ ମାନ ପତ୍ର  ପ୍ରଦାନ କରିଥିଲେ | ଶେଷରେ ସ୍କୁଲ ର ପାଚିକା, ସହାୟିକା ମାନଙ୍କ ଦ୍ୱାରା ଜଳଖିଆ ପିଲାମାନଙ୍କୁ ବଣ୍ଟନ କରଥିଲେ |

News Comment

You Might Also Like

  ଶି‍କ୍ଷା ଓ ନିଯୁକ୍ତି  

ସ୍ୱାଧୀନତା ଦିବସ ରେ ମେଧା ସମ୍ମାନ |

BACK TO TOP