Breaking News

ଆଦର୍ଶ ବିଦ୍ୟାଳୟ ଦ୍ୱାଦଶ ଶ୍ରେଣୀ ରିଜଲ୍ଟ ରେ ହାତୀ ଓଟୋ ସ୍କୁଲ ର ସଫଳତା |   (13-May-2026)       ||      ଜଙ୍ଗଲ ଜମିକୁ ନେଇ ବଚସା ପରେ ଦାଆ ରେ ବୃଦ୍ଧାଙ୍କୁ ଆକ୍ରମଣ ||   (13-May-2026)       ||      ଘର ସାମ୍ନାରେ ବନ୍ଧୁକ ଦେଖାଇ ମାରିଦେବାକୁ ଧମକ, ତିନି ଅଭିଯୁକ୍ତ ଗିରଫ |   (12-May-2026)       ||      ବ୍ରହ୍ମପୁର ରାଜସ୍ବ ବଙ୍ଗଳାରେ ବିଜେଡି ର ସାମ୍ବାଦିକ ସମ୍ମିଳନୀ |    (12-May-2026)       ||      ବେନ୍ଦାଳିଆ ଗ୍ରାମରେ ଯୁବକ ଙ୍କୁ ଗୋଡ଼ାଇ, ଗୋଡ଼ାଇ ଆକ୍ରମଣ |   (12-May-2026)       ||      ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶ ତିଥିରେ ବହୁମାନ୍ୟ ଗଣ୍ୟ ବ୍ୟକ୍ତି ଦେଲେ ଶ୍ରଦ୍ଧା ଞ୍ଜଳୀ |    (12-May-2026)       ||      ବି କରଡ଼ା ବାଡ଼ି ପଞ୍ଚାୟତ ରେ ମିଳିତ ଜନ ଶୁଣାଣି ଅନୁଷ୍ଠିତ ||   (12-May-2026)       ||      ସ୍ବର୍ଗତ ଗଙ୍ଗାଧର ସାହୁ ଙ୍କ ଦ୍ୱାଦଶାହ ଉପଲକ୍ଷେ ଶିଶୁ ବିଦ୍ୟା ମନ୍ଦିର ରେ ସ୍ମୃତି ଚାରଣ ସଭା |   (11-May-2026)       ||      ବିପୁଳ ପରିମାଣ ର ଗଞ୍ଜେଇ ଜବତ 4ଅଭିଯୁକ୍ତ ଗିରଫ |   (11-May-2026)       ||      ଧଳା ଜହର ରଖିଥିବା ଅଭିଯୋଗ ରେ ଯୁବକ ଙ୍କୁ କୋର୍ଟ ଚାଲାଣ କଲା ପୋଲିସ | |   (11-May-2026)       ||      ମୋବାଇଲ ଟାୱାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରୁଥିବା ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ |    (11-May-2026)       ||      ଘିମିରି ସଚେତନତା ଓ ସ୍ୱାସ୍ଥ୍ୟ ଶିବିର କାର୍ଯ୍ୟକ୍ରମ |   (11-May-2026)       ||      ପୋଲସରା ରେ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ଙ୍କ ବୈଦେହୀ ବିଳାସ କାବ୍ୟର ଲୋକାର୍ପଣ |   (10-May-2026)       ||      ସୁନାଥର ଗ୍ରାମରେ ଗ୍ୟାସ ଟାଙ୍କି ଫାଟି 5ଜଣ ଗୁରୁତର , ବ୍ରହ୍ମ ପୁର ବଡ଼ ମେଡିକାଲ କୁ ସ୍ତାନନ୍ତର |    (10-May-2026)       ||      କଟକ ବନ ଖଣ୍ଡ ଭିଜିଲାନ୍ସ ଦ୍ଵାରା ସଫା ଗ୍ରାମରେ ଚଢ଼ାଉ କରି ଲକ୍ଷଧିକ ଟଙ୍କାର ମୂଲ୍ୟବାନ କାଠ ଜବତ ||   (09-May-2026)       ||      ଏମ୍ବିକେ ଙ୍କୁ ଚାକିରି ରୁ ଛଟେଇ ପ୍ରତିବାଦ ରେ ଛତ୍ରପୁର ବ୍ଳକ ଆଗରେ ମହିଳାଙ୍କ ଆତ୍ମହତ୍ୟା ଚେତାବନୀ |    (09-May-2026)       ||      ବୁଗୁଡ଼ା ପିପୁଲ୍ସ କଲେଜ ରେ ବିଶ୍ୱ ରେଡ଼ କ୍ରସ ଦିବସ ପାଳିତ |    (09-May-2026)       ||      ସିବିଏସ ପରୀକ୍ଷା ରେ ବ୍ଳକ ଟପ୍ପର ଛାତ୍ରୀ ଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧନା |    (09-May-2026)       ||      ବସ, ଟ୍ରକ ମୁହାଁମୁହିଁ ଧକ୍କା, 15 ଆହାତ ଜଣେ ମୃତ ||   (09-May-2026)       ||      କୋଦଳା ଥାନା ପକ୍ଷରୁ "ଜୁଭେଣ୍ଟିକା ` କାର୍ଯ୍ୟକ୍ରମ ଅନୁଷ୍ଠିତ |   (09-May-2026)       ||     

ଖବର ପ୍ରସାରଣ ପରେ ସାମ୍ବାଦିକ ଙ୍କୁ ଧମକ ଦେଲେ ପୋଲସରା ପୂର୍ବତନ ତହସିଲଦାର |

18-Dec-2024

ବଦଳି ପରେ ସରକାରୀ କ୍ୱାର୍ଟର ନଛାଡିବା ଖବର ପ୍ରକାଶ ଯୋଗୁ ସାମ୍ବାଦିକ ଙ୍କୁ ଧମକ।

       .    ଓଡିଶା   ଜନମତ   ବ୍ୟୁରୋ ,

ପୋଲସରା ୧୮/୧୨/୨୦୨୪
ଏଠାରୁ ବଦଳି ହୋଇ ଯିବା ପରେ ମଧ୍ୟ ସରକାରୀ କ୍ୱାର୍ଟର ନଛାଡିବା ଖବର ପ୍ରକାଶ ପାଇବା ଯୋଗୁ ପୋଲସରା ର ପୂର୍ବତନ ତହସିଲଦାର ଦୈନିକ ଆଶା ଖବର କାଗଜର ପୋଲସରା ପ୍ରତିନିଧି ଙ୍କୁ ଅଶାଳୀନ ବ୍ୟବହାର କରିବା ସହିତ ଧମକ ଦେଇଥିବା ଅଭିଯୋଗ ହେଉଛି। ମିଳିଥିବା ସୂଚନା ଅନୁଯାୟୀ ପୋଲସରା ର ତତ୍କାଳୀନ ତହସିଲଦାର ରୁବୀ ବେହେରା ଙ୍କ ର ଭୁବନେଶ୍ଵର ମହାନଗର ନିଗମ  ଡେପୁଟି କମିଶନର ଭାବେ ବଦଳି ହୋଇଯିବା ଯୋଗୁ ସେ ଅକ୍ଟୋବର ମାସ ୨୮ ତାରିଖ ଦିନ ପୋଲସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଦାୟିତ୍ବ ହସ୍ତାନ୍ତର କରି ସାରିଛନ୍ତି। ମାତ୍ର ଏହା ମଧ୍ୟ ରେ ପାଖାପାଖି ୨ ମାସ ବିତିଯାଇଥିଲେ ବି ରୁବୀ ବେହେରା ସରକାରୀ କ୍ୱାର୍ଟର ଛାଡ଼ୁ ନାହାଁନ୍ତି। ଫଳରେ ତାଙ୍କ ସ୍ଥାନରେ ପୋଲସରା ତହସିଲଦାର ଭାବେ ଯୋଗ ଦେଇଥିବା ଦୀପ୍ତିମୟୀ ପାତ୍ର ଅସୁବିଧା ର ସମୁଖୀନ ହେଉଛନ୍ତି ବୋଲି ଦୈନିକ ଆଶା ଖବରକାଗଜରେ  ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ପୂର୍ବତନ ତହସିଲଦାର ରୁବୀ ବେହେରା ଦୈନିକ ଆଶା ର ପୋଲସରା ପ୍ରତିନିଧି ରୋହିତ ପ୍ରଧାନ ଙ୍କୁ ଫୋନ କରି ଅଶାଳୀନ ଭାଷାରେ ଧମକ ଚମକ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ରୁବୀ ବେହେରା ଙ୍କର ଏଠାରୁ ବଦଳି ହୋଇ ଯାଇଥିଲେ ବି କେତେକ ଅଜଣା କାରଣରୁ ନିଜର ବଦଳି କୁ ବାତିଲ କରି ପୁନର୍ବାର ପୋଲସରା ତହସିଲଦାର ଭାବେ ଯୋଗ ଦେବାକୁ ଚାହୁଁଛନ୍ତି। ଏହି କାରଣରୁ ବଦଳି ପରେ ମଧ୍ୟ ସରକାରୀ କ୍ୱାର୍ଟର ଛାଡ଼ୁ ନାହାଁନ୍ତି। ଏଣୁ ଖବର ପ୍ରକାଶ ପରେ ସେ ଉତକ୍ଷିପ୍ତ ହୋଇ ରୋହିତ ପ୍ରଧାନ ଙ୍କୁ ଅଶାଳୀନ ବ୍ୟବହାର କରିଥିବା ରୋହିତ କହିଛନ୍ତି। ଏଥି ସହିତ ଗଞ୍ଜାମ ଜିଲ୍ଲାପାଳ ଏବଂ ମତ୍ସ୍ୟ ଓ ପଶୁ ସଂପଦ ଓ  ଅଣୁ ଓ କ୍ଷିଦ୍ର ,ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଳିକ ଏଥି ପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।

News Comment

You Might Also Like

BACK TO TOP