Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ଆସାମ ରେ ଆଇଜେ ଏଫ ର ସ୍ୱତନ୍ତ୍ର ଅଧିବେଶନ, ସାମ୍ବାଦିକ ସୁରକ୍ଷା ବିଲ ପାଇଁ ଦାବି ||

08-Dec-2025

ଆଇଜେଏଫ୍ରର ଆସମ ରେ ସ୍ବତନ୍ତ୍ର ଅଧୂବେଶନ,

       ଓଡିଶା ଜନ ମତ ବ୍ୟୁରୋ,

ଭାରତ ଓ ଭାରତ ବାହାରେସବୁଠି ସାମ୍ବାଦିକ ମାନଙ୍କ ଉପରେ ଅତ୍ୟାଚାର, ହତ୍ୟା ଭଳି ଘଟଣା ପ୍ରତିନିନ ପେପର ର ପୃଷ୍ଠା ଓଲଟାଇଲେ  ହେଉ କିମ୍ବା ନିଉସ ଚେନାଲ ଖୋଲିଲେ ଦେଖିବାକୁ ମିଳୁଛି | ହେଲେ ସବୁରାଜ୍ୟର ସରକାର ଙ୍କ ଏଥିପ୍ରତି ଧ୍ୟାନ ଦେଉନଥିବାରୁ ସାମ୍ବାଦିକ ମାନେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି  | ତେଣୁ ଲୋକସଭା ଓ  ପ୍ରତି ରାଜ୍ୟ ବିଧାନସଭାରେ ସ୍ବତନ୍ତ୍ର ବିଲ ଅଣାଯାଉ, ସାମ୍ବାଦିକ ଙ୍କ ସୁରକ୍ଷା ପ୍ରତି ସରକାର ଧ୍ୟାନ ଦେବାକୁ ଦାବି,ଆସାମର ଉଦଲଗୁରୀଠାରେ ଇଣ୍ଡିଆନ ଜର୍ଣାଲିଷ୍ଟସ୍ ଫେଡ଼େରେସନ (ଆଇଜେଏଫ)ର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଆସାମର ବରିଷ୍ଠ ସାମ୍ବାଦିକ ଅନିଲ ପ୍ରିୟରଞ୍ଜନ  ଶର୍ମାଙ୍କ ଅଧ୍ୟକ୍ଷତାରେ ଆଇଜେଏଫ୍‌ର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିମଳ କୃଷ୍ଣ ଥମ୍ବ ମୁଖ୍ୟଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ଗଣମାଧ୍ଯମ ପ୍ରତିନିଧୂମାନେ କାର୍ଯ୍ୟକ୍ଷେତ୍ରରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥ‌ିବା ବିଭିନ୍ନ ଉଦାହରଣ ଦେଇ ଆଲୋକପାତ  କରିଥିଲେ । ସ୍ୱାଧୀନ ଭାବେ ଜଣେ ସାମ୍ବାଦିକ କାର୍ଯ୍ୟ କଲେ ସେ ସତ୍ୟନିଷ୍ଠ ଖବର ପରିବେଷଣ କରିବା ସହ ସମାଜ  ଗଠନରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ ରହିବ। ରାଷ୍ଟ୍ରୀୟ  ଅଧ୍ଯକ୍ଷ ଶ୍ରୀ ଥମ୍ବ ଗଣମାଧ୍ୟମ ପ୍ରତିନିଧୁଙ୍କ ସୁରକ୍ଷା ଉପରେ ସ୍ଵତନ୍ତ୍ର  ଗୁରୁତ୍ବ ଦେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଲୋକସଭା ଓ ପ୍ରତି ରାଜ୍ୟର ବିଧାନସଭାରେ ସ୍ବତନ୍ତ୍ର ବିଲ ପାରିତ କରିବାକୁ ଅନୁରୋଧ କରିଥିଲେ । ଆଇଜେଏଫ୍ ମହାସଚିବ ଜେ ଶନ୍ତାରାମ, ଆସାମ ପ୍ରଭାରୀ ମହାରାଷ୍ଟ୍ରର ବସନ୍ତ ରାଓ ଭଗତ ଯୋଗଦେଇ ଗଣମାଧ୍ୟମ ଉପରେ ଆଲୋକପାତ କରିଥିଲେ ।   ଏହି ଅଧୁବେଶନରେ ବିଶେଷ ଅତିଥୁ ଭାବେ ସଂସ୍କୃତ ବିଦ୍ୟାନ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଦ୍ୟାପତି ଦହଲ ଓ ବୋଡ଼ ଲ୍ୟାଣ୍ଡ
ଉପ ମୁଖ୍ୟ ପ୍ରଦୀପ ଦେଶାରୀ ଯୋଗ ଦେଇଥିଲେ। ଏହି ଅବସରରେ ଆସାମ ପ୍ରଦେଶ କମିଟି ଗଠନ ହୋଇଥିଲା।  ସଭାପତି ଭାବେ ଅନୀଲ ପ୍ରିୟରଞ୍ଜନ ଶର୍ମା, ସାଧାରଣ ସମ୍ପାଦକ କୁଲଦୀପ ଦାସ ସର୍ବସମ୍ମତିକ୍ରମେ ମନୋନୀତ ହୋଇଥିଲେ। ।
ଅନ୍ୟମାନଙ୍କ ମଧ୍ୟରେ ଆଇଜେଏଫ୍ ଓଡ଼ିଶା ପ୍ରଦଶ ଅଧ୍ଯକ୍ଷ ପୂର୍ବଚନ୍ଦ୍ର ସାହୁ, ଶ୍ରୀବସ୍ତ୍ର ତ୍ରିପାଠୀ, ଆସାମର ବିଭିନ୍ନ ଜିଲ୍ଲାରୁ ଖଡ଼ଗ ପ୍ରସାଦ ଶର୍ମା, ଇନ୍ଦିରା ଗୌତମ, ଲଳିତ ଶର୍ମାଙ୍କ ସମେତ ବହୁ ସାମ୍ବାଦିକ ଉପସ୍ଥିତ ଥିଲେ। ତେଣୁ ଆସାମ ସରକାର ଙ୍କ ସହିତ ଦେଶର ସବୁ ରାଜ୍ୟ ସାମ୍ବାଦିକ ଙ୍କ ସୁରକ୍ଷା ପ୍ରତି ଗୁରୁତ୍ୱ  ଦେବାକୁ ଦାବି  ହେଉଛି  |

News Comment

You Might Also Like

BACK TO TOP