Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ଶୁଣାଣି ର ତ୍ୱରିତ ନ୍ୟାୟ ପ୍ରଦାନ ରେ ଅବହେଳା ଯୋଗୁଁ 36 ଜଣଙ୍କ ଦରମା ବନ୍ଦ କଲେ କଟକ ଜିଲ୍ଲା ପାଳ |

28-Nov-2025

ଲୋକଙ୍କ ଅଭିଯୋଗ  ଶୁଣାଣି କୁ କାର୍ଯ୍ୟ କାରି ନକରିବାରୁ  ଅଧିକାରୀଙ୍କ ଦରମା ବନ୍ଦ କଲେ ମୁଖ୍ୟମନ୍ତ୍ରୀ,

           ମୁଖ୍ୟମନ୍ତ୍ରୀ ହେଵତ ଏମିତି |

     ଓଡିଶା ଜନ ମତ  ବ୍ୟୁରୋ, 

କେତେ ଆଶା ନେଇ ଲୋକମାନେ  ମୁଖ୍ୟମନ୍ତ୍ରୀ ଙ୍କ ଅଭିଯୋଗ ପ୍ରକୋଷ୍ଟ କୁ  ଜିଲ୍ଲା ର କୋଣ ଅନୁକୋଣ ରୁ ଯାଇ ବିଭିନ୍ନ ବିଷୟରେ ଅଭିଯୋଗ କରିଥାନ୍ତି  ଜନସାଧାରଣ ଏବଂ ଆଶା ଥାଏ ମୁଖ୍ୟମନ୍ତ୍ରୀ ଏହା ଉପରେ ନ୍ୟାୟ ବିଚାର କରିବେ | ଏବଂ ମୁଖ୍ୟମନ୍ତ୍ରୀ ମଧ୍ୟ ତୁରିତ ନ୍ୟାୟ ପ୍ରଦାନ ପାଇଁ ନିର୍ଦେଶ ଦେଇଥାନ୍ତି | ତେବେ ସେମାନଙ୍କ ଅଭିଯୋଗ ଗୁଡିକ କାର୍ଯ୍ୟ କାରି ହୋଇ ନଥିବାର ଜାଣି ରାଗିଗଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଏବଂ ଜିଲ୍ଲପାଳ ଙ୍କୁ ନିର୍ଦେଶ ଦେଲେ ଯେଉଁ ଆଫିସର ମାନେଏହା କାର୍ଯ୍ୟ କାରି ରେ ସହଯୋଗ କରିନାହାନ୍ତି ସେମାନଙ୍କ ଦରମା ବନ୍ଦ କରିବାକୁ | କଟକ ଜିଲ୍ଲାର ଅଭିଯୋଗ ସମାଧାନର ନିରୁତ୍ସାହଜନକ ପ୍ରଦର୍ଶନ ଯୋଗୁଁ ଖୂଲାପକାରୀ ଅଧିକାରୀଙ୍କ ଦରମା ବନ୍ଦକରିବାକୁ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ । କେଉଁ ଅଫିସରଙ୍କ ଦରମା ବନ୍ଦହେବ ତାହାର ତାଲିକା ମଧ୍ୟ ପଠାଇଛନ୍ତି ଜିଲ୍ଲାପାଳ । ଏନେଇ କଟକ ଟ୍ରେଜେରି ଅଫିସକୁ ଚିଠି ଲେଖୁଛନ୍ତି ଜିଲ୍ଲାପାଳ । ଜନଶୁଣାଣିରେ ଆସୁଥିବା ଅଭି ଯୋଗର ସମାଧାନ ହେଉନଥ୍ ବାରୁ ସିଡିଏମଓ, ବି ଡି଼ ଓ, ତହସିଲଦାରଙ୍କ ସମେତ ୩୬ ଅଧିକାରୀଙ୍କ ନଭେମ୍ବର ମାସର ଦରମା ବନ୍ଦ କରି ବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀ ସୋମବାର ଅଭି ଯୋଗ ଶୁଣାଣି କରିଥିବା ବେଳେ କଟକ ଜିଲ୍ଲାର ସବୁଠୁ ଖରାପ ପ୍ରଦର୍ଶନକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲା ମୁଖ୍ୟମନ୍ତ୍ରୀଙ୍କ ଗ୍ରିଭାନ୍ସ ସେଲ । ନିକଟରେ ଅଭିଯୋଗ ପ୍ରକୋଷ୍ଠରେ ପୁଣି ଲୋକଙ୍କ ଦୁଃଖ ଶୁଣି ଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପୁଳା ପୁଳା ଅଭି ଯୋଗ ନେଇ ଲୋକେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଥିଲେ । ଲୋକଙ୍କ ଅଭିଯୋଗର ୯୬ ପ୍ରତିଶତ ସମାଧାନ ହୋଇଛି ବୋଲି ସରକାର ଦାବି କରିଛନ୍ତି । ଯଦି ସମାଧାନ ହୋଇଛି ତେବେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦରମା କାହିଁକି ବନ୍ଦ କଲେ, ବରଂ ଠିକ ପଦକ୍ଷେପ ବୋଲି  ସବୁଠାରେ ଚର୍ଚ୍ଚା  ହେଉଛି | ମୁଖ୍ୟମନ୍ତ୍ରୀ ଯେଉଁ ନିଷ୍ପତି ନେଇଛନ୍ତି ତାକୁ ସାଧୁବାଦ ଜଣାଇ ଛନ୍ତି ରାଜ ନୈତିକ ବେଶେଷଜ୍ଞ ମାନେ | ସେ ଯେହେଉନା କାହିଁକି କାର୍ଯ୍ୟ ରେ ଅବହେଳା ଓ ଜନ ସାଧାରଣ ଙ୍କ ପ୍ରତି ଅବିଚାର ର ଘଟଣା ଉପରେ ମୁଖ୍ୟମନ୍ତ୍ରୀ ଙ୍କ ଦରମା ବନ୍ଦ ନିର୍ଦେଶ ବହୁତ ଭଲ ବିଚାର ବୋଲି  ସାଧାରଣ ରେ ଲୋକେ ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା କରୁଛନ୍ତି |

News Comment

You Might Also Like

BACK TO TOP