Breaking News

ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||     

ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |

01-Oct-2026

ଛତ୍ରପୁର ବାଇପାସ୍ ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମୃତ ୩ ଗୁରୁତ୍ତର ।

ନିଶାଶକ୍ତ ଟ୍ରକ୍ ଚାଳକ ଗିରଫ୍ : ଟ୍ରକ୍ ଜବତ ।

ଓଡ଼ିଶା ଜନମତ, ଛତ୍ରପୁର ତା. ୧/୧୦ 

କେ.ସତ୍ୟନାରାୟଣ ରେଡ୍ଡୀ :------
ଗଞ୍ଜାମ ଜିଲ୍ଲା ଛତ୍ରପୁର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ର ସର୍ଭିସ୍ ରୋଡରେ ବସ୍ କୁ ପିଟିଲା ଟ୍ରକ୍, ବସ୍ ଯାଇ ଠିଆ ହୋଇଥିବା ଲୋକ ଓ ବାଇକ୍ ଆରୋହୀଙ୍କୁ ଧକ୍କା ଦେବା ଫଳରେ ୩ ଜଣ ଲୋକ ଗୁରୁତ୍ତର ଆହତ ହୋଇଥିବା ବେଳେ ଘଟଣା ସ୍ଥଳରେ ଜଣକ ଙ୍କ ମୃତ୍ୟୁ ଘଟିଛି । 
ଫେରାର ମାରୁଥିବା ନିଶାଶକ୍ତ ଟ୍ରକ୍ ଚାଳକ ଗିରଫ୍ ସାଂଗକୁ ଟ୍ରକ୍ ଜବତ କରାଯାଇଛି ।
ମୃତକ ଜଣକ ହେଉଛନ୍ତି, ଭାଗ୍ୟଲକ୍ଷ୍ମୀନଗର ର ପ୍ରାସାଦ ଆଚାରୀ ଙ୍କ ପୁତ୍ର ଟୁକୁନା ଆଚାରୀ ବୋଲି ଜଣାପଡ଼ିଛି ।
ଏଠାରେ ସୂଚନା ଯୋଗ୍ୟ ଯେ` ଗାଡ଼ିଟି ପଶ୍ଚିମବଙ୍ଗର ଦୀଘା ରୁ କେରଳ କୁ ମାଛ ବୋଝେଇ ଟ୍ରକ୍ ଯାଉଥିଲା । ତେବେ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଉକ୍ତ ଟ୍ରକ୍ ଏକ ବସ୍ କୁ ଧକ୍କା ଦେଇଥିଲା ।
ଛତ୍ରପୁର ସହର ର ଭାଗ୍ୟଲକ୍ଷ୍ମୀ ନଗର ହାଡ଼ଭଙ୍ଗା ଚିକିତ୍ସାଳୟ ଛକ ନିକଟରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । 
  ଦୁର୍ଘଟଣା ଘଟି ଟୁକୁନା ଆଚାରୀ ବସ୍ ତଳେ ଚାପି ହୋଇ ରହିଥିବା ଅବସ୍ଥାରେ ଛତ୍ରପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ମୃତ ଯୁବକ ଟୁକୁନା ଆଚାରୀ କୁ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ ।
 ଆହାତ ମାନେ ହେଲେ ଭାଗ୍ୟଲକ୍ଷ୍ମୀନଗର ର ପ୍ରଶାନ୍ତ ଶବର, ପାଲିଆ-ଛତ୍ରପୁର ଅଞ୍ଚଳର ଗୁଡ୍ଡୁ ଗୌଡ଼ ଏବଂ ଚିକଲଖଣ୍ଡି ଅଞ୍ଚଳର ଆକାଶ ଗୌଡ଼ ବୋଲି ଜଣାପଡ଼ିଛି । ଦୁଇଜଣ ଗୁରୁତ୍ତର ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି ।
  ଦୁର୍ଘଟଣା ଘଟାଇଥିବା ଟ୍ରକ୍ ଚାଳକ ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଚମାଖଣ୍ଡି ଥାନା ଅଧିକାରୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ସଦଳ ବଳେ ଧରିବାରେ ସଫଳ ହୋଇଥିଲେ ।
  ଟ୍ରକ୍ ଚାଳକ ନିଶାଶକ୍ତ ଅବସ୍ଥାରେ ରହି ଗଞ୍ଜାମ ସହର ର  ଏକ ଛକ ଠାରେ ମଧ୍ୟ ଧକ୍କା ଦେଇଥିଲା। ବାଟରେ ଅନେକ ସ୍ଥାନରେ ଧକ୍କା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ନିଶାଶକ୍ତ ଗାଡ଼ି ଚାଳକ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି ।।

News Comment

You Might Also Like

BACK TO TOP