Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ପୁଣି କଳାହାଣ୍ଡି ରେ ଦାଦନ ଦୁଃଖ, 5ଦିନପରେ କର୍ଣ୍ଣାଟକ ରୁ ଫେରିଲା ତୁଳସୀ ଙ୍କ ମୃତଦେହ|

20-Jul-2026

ପାଞ୍  ଦିନ ପରେ ଗାଁରେ ପହଞ୍ଚିଲା ତୁଳସୀଙ୍କ ମୃତଦେହ, ପୁଣି ଉଠିଲା ଦାଦନ ସମସ୍ୟା | 

ଓଡିଶା  ଜନ ମତ ବ୍ୟୁରୋ, 

ପରିବାର ପ୍ରତିପୋଷଣ ପାଇଁ ନିଜର ଭିଟା ମାଟି ଛାଡି କିଛି ଅର୍ଥ ରୋଜଗାରଆଶାରେ ଓଡିଶ ର ଅଧିକାଂଶ ଜିଲ୍ଲାର ଲୋକମାନେ ଦେଶ ବିଦେଶ ଯାଇଥାନ୍ତି କାମ କରିବା  ଆଶାରେ କିନ୍ତୁ ସେଠାରେ  କାମ କୁ ନେଇଥିବା ଠିକାଦାର କିମ୍ବା ମାଲିକ ର ଅତ୍ୟାଚାର ରେ କିମ୍ବା କୌଣସି କାରଣରୁ ଯଦି ତାର ମୃତ୍ୟୁ ହୁଏ ତେବେ ସେହି ଦୁଃଖଦ ଘଟଣା ଶୁଣି ପରିବାର ଲୋକେ ଦୁଃଖ ଓ ଶୋକରେ ଭାଙ୍ଗି ପଡନ୍ତି | ଏପରି ଏକ ଦାଦନ ସମସ୍ୟା ଦେଖିବାଜୁ ମିଳିଛି କଳାହାଣ୍ଡି ଜିଲ୍ଲାରେ |ଦାଦନ ସମସ୍ୟା ଏବେ ମଧ୍ୟ ଚିନ୍ତାର ବିଷୟ ପାଲଟିଛି। ରୋଜଗାରର ଆଶାରେ ରାଜ୍ୟ ବାହାରକୁ ଯାଇଥିବା ଆଉ ଜଣେ ଯୁବକଙ୍କ ମୃତ୍ୟୁ ପରେ ଏହି ପ୍ରସଙ୍ଗ ପୁଣି ଥରେ ସାମ୍ନାକୁ ଆସିଛି। କୋକସରା ବ୍ଲକ୍ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମପଞ୍ଚାୟତର ସରଧାପୁର ଗ୍ରାମର ତୁଳସୀରାମ ଧୁରୁ (୨୩)ଙ୍କ ମୃତଦେହ ରବିବାର ଗାଁରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇପଡ଼ିଛି।ସୂଚନା ଅନୁସାରେ, ଶ୍ୟାମଲାଲ ଧୁରୁଙ୍କ ଭେଣ୍ଡିଆ ପୁଅ ତୁଳସୀରାମ ପ୍ରାୟ ପାଞ୍ଚ ମାସ ପୂର୍ବରୁ କର୍ଣ୍ଣାଟକ ରାଜ୍ୟର କୋଲାର ଜିଲ୍ଲାର ମାଲୁର ଥାନା ଅଞ୍ଚଳସ୍ଥିତ ଏକ ବେସରକାରୀ ଶିଳ୍ପ ସଂସ୍ଥା **`ମଡର୍ନ ଅଟୋ ମୋଟିଭ`**ରେ କାମ କରିବା ପାଇଁ ଯାଇଥିଲେ। କାର୍ଯ୍ୟରତ ଅବସ୍ଥାରେ ସେ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ସୂଚନା ଅନୁଯାୟୀ, ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ପରିବାର ଲୋକେ କର୍ଣ୍ଣାଟକ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିବା ସହ କୋକସରା ପୋଲିସର ସହଯୋଗ ଲୋଡ଼ିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ପରେ ଆମ୍ବୁଲାନ୍ସ ଯୋଗେ ମୃତଦେହ ସରଧାପୁର ଗାଁକୁ ଅଣାଯାଇଥିଲା। ଯୁବକଙ୍କ ମୃତଦେହ ଘରେ ପହଞ୍ଚିବା ପରେ ପରିବାରର କୋହ ଓ ଗାଁର ଶୋକାକୁଳ ପରିବେଶ ସମସ୍ତଙ୍କୁ ବିହ୍ୱଳ କରିଥିଲା।ଦାଦନ ସମସ୍ୟାକୁ ନେଇ ପୁଣି ପ୍ରଶ୍ନବାଚୀ ସୃଷ୍ଟି କରିଛି |ଏହି ଘଟଣା ପରେ କଳାହାଣ୍ଡିରେ ଦାଦନ ସମସ୍ୟା ଓ ସ୍ଥାନୀୟ ସ୍ତରରେ କର୍ମସଂସ୍ଥାନ ସୃଷ୍ଟିକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଜୀବିକାର ସନ୍ଧାନରେ ପ୍ରତିବର୍ଷ ଅନେକ ଯୁବକ ରାଜ୍ୟ ବାହାରକୁ ଯାଉଥିବାବେଳେ, ସେମାନଙ୍କ ସୁରକ୍ଷା, କାର୍ଯ୍ୟ ପରିବେଶ ଓ ସାମାଜିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ୁଛି। ସାମାଜିକ ମହଲରେ ଦାବି ହେଉଛି, ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ରାଜ୍ୟ ସରକାର ଓ ପ୍ରଶାସନ ଦାଦନ ଶ୍ରମିକଙ୍କ ସୁରକ୍ଷା, ପଞ୍ଜୀକରଣ ଏବଂ ସ୍ଥାନୀୟ ରୋଜଗାର ସୁଯୋଗ ବୃଦ୍ଧି ଦିଗରେ ଅଧିକ ପଦକ୍ଷେପ ନେବା ଆବଶ୍ୟକ।

News Comment

You Might Also Like

BACK TO TOP