Breaking News

ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||      ଖଲ୍ଲିକୋଟ ବ୍ଳକ ଆଗରେ ଅବସର ପ୍ରାପ୍ତ କର୍ମଚାରୀ ଙ୍କ 12ଦଫା ଦାବି ନେଇଗଣ ଧାରଣା |    (30-Sep-2026)       ||      ସିଟି ବସ ଧକ୍କା ଯୋଗୁଁ ବୃଦ୍ଧ ବ୍ୟକ୍ତିଙ୍କ ମୃତ୍ୟୁ ||   (30-Sep-2026)       ||      ବଡ଼ ବଜାର ପୋଲିସ ଦ୍ୱାରା ଡକାୟତ କରୁଥିବା ଉଦ୍ୟମ କୁ ପଣ୍ଡ କରିବା ଶହ ବହୁ ମାରଣାସ୍ତ୍ର ଜବତ ଏବଂ 5ଜଣ ଗିରଫ |    (30-Sep-2026)       ||      ତାରାତାରିଣୀ କଲେଜ ରେ ଚାପ ପରିଚାଳନା କର୍ମଶାଳା |    (29-Sep-2026)       ||      ତାରା ତାରିଣୀ ମହା ବିଦ୍ୟାଳୟ ପାଇଁ ସୁନାମ ଆଣିଲେ ଡ଼ଃ ସ୍ଵାଗତିକା ଦାଶ ଓ ସୌଭାଗ୍ୟ ଲକ୍ଷ୍ମୀ ରାଓ |   (29-Sep-2026)       ||      ବରଗଡ଼ ରେ ବିଶ୍ୱ ପର୍ଯ୍ୟଟନ ଦିବସ ରେ ସଫଳ ପ୍ରମୋ ରନ |   (29-Sep-2026)       ||      ପିସି ଓ ପିଏନଡିଟି ଆଇନ କଡାକଡ଼ି ଅନୁପାଳନ ନେଇ ଜିଲ୍ଲା ସ୍ତରୀୟ ବୈଠକ ||   (29-Sep-2026)       ||      ଗଞ୍ଜାମ ଜିଲ୍ଲା ପଶ୍ଚିମ କଂଗ୍ରେସ କମିଟି ପକ୍ଷରୁ ବିକ୍ଷୋଭ ଓ ଦାବି ପତ୍ର ପ୍ରଦାନ ||   (29-Sep-2026)       ||      ଭରତ ପୁର ମଧୁବାବୁ ପାଠାଗାରରେ କବିବର ରାଧାନାଥ ଙ୍କ ଜୟନ୍ତୀ ପାଳିତ |    (29-Sep-2026)       ||      ଖଲ୍ଲିକୋଟ ମଣ୍ଡଳ ସ୍ତରୀୟ ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ |    (29-Sep-2026)       ||      ରେଳପଥ ପୁନରୁଦ୍ଧାର କାର୍ଯ୍ୟ ମାଲିଗୁଡାରେ ଜୋରସର ରେ ଚାଲିଛି |    (29-Sep-2026)       ||     

ବୁଦା ମୂଳରୁ ନବଜାତ ଶିଶୁପୁତ୍ର ଉଦ୍ଧାର ||

20-Jul-2026

 ହୃଦୟ ହୀନ ମାଆ ବୁଦା ମୂଳକୁ ଫୋପାଡ଼ି ଦେଲା ନବଜାତ ଶିଶୁ ପୁତ୍ରକୁ |ଓଡିଶା ଜନ ମତ ବ୍ୟୁରୋ, 

ସନ୍ତାନ ଟିଏ ପାଇବା ପାଇଁ ଗୋଟିଏ ମାଆ ବାର ଓଷା, ତେର ବ୍ରତ କରି ଦେବ, ଦେବୀଙ୍କ ପାଖେ ଅଧିଆ ପଡିଥାଏ,  ବେଳେ ବେଳେ ତଥାପି ପ୍ରାପ୍ତ ହୁଏନି  ସନ୍ତାନ ଟିଏ | ହେଲେ ଜଣେ ପାଷାଣୀ ହୃଦୟ ହୀନ ମାଆ ଟିଏ ଆଜି ତାର ନବଜାତ ଶିଶୁ ପୁତ୍ର ଟିକୁ ବୁଦା ମୂଳକୁ ଫୋପାଡ଼ି ଚାଲି ଯାଇଛି |ଅଲୋଡ଼ା ହେଲା ନବଜାତ ଶିଶୁ ପୁତ୍ର। ଲୋକେ ସନ୍ତାନ ଟିଏ ପାଇବା ପାଇଁ  ମାନସିକ କେତେ କଣ ଉପାୟ କରୁଥିଲେ ମଧ୍ୟ ସନ୍ତାନ ପ୍ରାପ୍ତି ଖୁସିରୁ ବଞ୍ଚିତ ରହୁଛନ୍ତି। କିନ୍ତୁ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶିଶୁ ପୁତ୍ରକୁ ନିର୍ଦ୍ଦୟ ଭାବେ ବୁଦା ମୂଳେ ଅନାଥ ଭଳି ଫୋପାଡ଼ି ଚାଲିଯିବା ଘଟଣା ଦେଖିବାକୁ ମିଳିଛି ଭଞ୍ଜନଗର ଥାନା ଅଧିନ ମୁଜାଗଡ ଗ୍ରାମରେ। ନିକଟସ୍ଥ ପେଟ୍ରୋଲ ପମ୍ପ ଠାରୁ କିଛି ଦୂରରୁ ଶିଶୁ ଟିକୁ ଉଦ୍ଧାର କରି ପ୍ରଥମେ ମୁଜାଗଡ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ଏସଏନସିୟୁରେ ଭର୍ତ୍ତି କରି ଚିକିତ୍ସା ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଗ୍ରାମର ରାଇସର ଗୌଡ଼ ମୁଜାଗଡା ମୁଖ୍ୟ ରାସ୍ତା କଡ଼ ଜମିରେ ଗାଈ ଚରାଉଥିଲେ ଏହି ସମୟରେ ଏକ ଶିଶୁର କାନ୍ଦ ଶବ୍ଦ ଶୁଣିଥିଲେ। ପେଟ୍ରୋଲ ପମ୍ପ ନିକଟ ଏକ ବୁଦା ଶିଶୁ ଟିଏ ପଡ଼ିଥିବା ଦେଖି ନିକଟରେ ଧାନ ରୁଆ କାମ କରୁଥିବା ସେହି ଗ୍ରାମର ଲକ୍ଷ୍ମୀ ସେଠୀକୁ ଡାକିଥିଲେ। ଏହାପରେ ଲକ୍ଷ୍ମୀ ସେଠାରେ ପହଞ୍ଚିବା ପରେ ଉକ୍ତ ଶିଶୁ ଉପରେ ଏକ ଚୁନି ପଡ଼ିଥିବା ବେଳେ କାନ୍ଦୁଥିବା ଦେଖି ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ଗ୍ରାମବାସୀଙ୍କ ସହାୟତାରେ ନିକଟ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବର ପାଇଁ ପୁଲିସ ମଧ୍ୟ ସେଠାରେ ପହଞ୍ଚି ଥିବା ବେଳେ ସେଠାରୁ ଆଶା କର୍ମୀ ଶାରଳା ନାୟକଙ୍କ ସହାୟତାରେ ଉକ୍ତ ଶିଶୁକୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ସେଠାରେ ତାର ଏସଏନସିୟୁ ରେ ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଶିଶୁଟିର ଓଜନ ୧କେଜି ୭୦୦ ଗ୍ରାମ୍ ରହିଥିବା ବେଳେ ବର୍ତ୍ତମାନ ସୁସ୍ଥ ରହିଥିବା ମେଡିକାଲ କତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅବୈଧ ସନ୍ତାନ ଜନ୍ମ ପରେ ଲୋକ ଲଜ୍ଜ୍ୟାରୁ ରକ୍ଷା ପାଇବା ପାଇଁ କେହି ଏଭଳି ଅବସ୍ଥାରେ ଶିଶୁକୁ ଛାଡି ଦେଇଥିବା ଆଲୋଚନା ହେଉଥିବା ବେଳେ ଶିଶୁପୁତ୍ର ଟି ଏଠାକୁ କିପରି ଆସିଲା ପ୍ରକୃତ ତଦନ୍ତ ପରେ ତାହା ସ୍ପଷ୍ଟ ହେବ |

News Comment

You Might Also Like

BACK TO TOP