Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପାକିସ୍ତାନ ସଂସଦରେ ଗଧ ର ପ୍ରେବେଶ, ଏହାକୁ ନେଇ ସବୁଠି ହାସ୍ୟ ରୋଳ ସୃଷ୍ଟି |

08-Dec-2025

ସୁରକ୍ଷା ର ତ୍ରୁଟି ଯୋଗୁଁ 
ଗଧ ପଶିଗଲା ପାକିସ୍ଥାନ  ସଂସଦରେ,

        ଓଡିଶା ଜନ ମତ ବ୍ୟୁରୋ,

ପାକିସ୍ତାନର ସଂସଦରେ ଏକ ହାସ୍ୟରସପୂର୍ଣ୍ଣ  ଘଟଣା ଘଟିଛି ପାକିସ୍ତାନ ସଂସଦ ରେ କିନ୍ତୁକେଉଁ କାରଣ ଯୋଗୁଁ ସଂସଦ ଭିତରେ ଗଧ ପଶିଲା ତାହାହିଁ ସବୁଠାରେ ପ୍ରଶ୍ନ ବାଚୀ ସୃଷ୍ଟି କରିଛି  | ସୁରକ୍ଷା ତ୍ରୁଟି ଯୋଗୁଁ ନା ଅନ୍ୟ କୌଣସି କାରଣରୁ ଏପରି କାଣ୍ଡ ହେଲା ତାହା ପ୍ରକୃତ ତଦନ୍ତ ହେଲେ ଜଣା ପଡିବ | ତେବେ ସଂସଦ ଭଳି ଏକ ପବିତ୍ର ପୀଠରେ ଏପରି ଘଟିବା କୁ ନେଇ  ସାରା ପାକିସ୍ତାନ କାହିଁକି ଅନ୍ୟ ସବୁ ସବୁ ଦେଶରେ ମଧ୍ୟ ହାସ୍ୟ ରୋଳ ସୃଷ୍ଟି ହୋଇଛି | 
ଉଚ୍ଚ ସଦନ ସିନେଟ ଅଧିବେଶନ ଚାଲୁଥିଲା ବେଳେ ହଠାତ ଏକ ଗଧ ସଂସଦ ଭବନରେ ପ୍ରବେଶ କଲା। ଏହାକୁ ଦେଖ୍ ସାଂସଦମାନେ ହସି ଉଠିଲେ, ଏବଂ ସୁରକ୍ଷା କର୍ମୀମାନେ ଏହାକୁ ବାହାର କରିବାକୁ ଧାଇଁ ଆସିଲେ। ଭିଡିଓଟି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହା ଅନେକ ଭ୍ରମ ସୃଷ୍ଟି କରୁଛି।ପାକିସ୍ତାନ ସିନେଟର ଏକ ଲାଇଭଅଧୂବେଶନ ସମୟରେ ଗଧଟି ଚାମ୍ବରରେ ପ୍ରବେଶ କରି ବା ସମୟରେ, ପ୍ରଥ ପ୍ରଥମେ ସାଂସଦ ମାନଙ୍କୁ  ଭୟଭୀତ କରିଦେଲା। ଏହି ସ୍ତମ୍ଭରୁ  ଶେଷ ପୋଷ୍ଟ ପର୍ଯ୍ୟନ୍ତ ଦୌଡ଼ିବାକୁ ବାକୁ ଲାଗିଲା |   ଗୃହରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା। ଉପସ୍ଥିତ ସାଂସଦ  ଏବଂ  ଅଧ୍ଯକ୍ଷ ୟୁସୁଫ ରାଜା ଗିଲାନି ହାସ୍ୟରସ ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା  କଲେ,  କିନ୍ତୁ କୌଣସି ଲାଭ ହେଲା ନାହିଁ। ୟୁସୁଫ ରାଜା ଗିଲାନି ମଜା କରି ମନ୍ତବ୍ୟ ଦେଲେ, ‘ଆମର ଆଇନ ଉପରେ ପଶୁମାନେ ମଧ୍ୟ ସେମାନଙ୍କର ମତାମତ ଶୁଣାଇବାକୁ ଚାହାଁନ୍ତି  । ଏହା ହସ ସୃଷ୍ଟି କଲା, ଏବଂ କିଛି ସମୟ ପାଇଁ ହାଲୁକା ମନ୍ତବ୍ୟ ଚାଲିଲା। ଏକ ତଦନ୍ତରୁ ଜଣାପଡିଛି ଡିଛି ଯେ ଗଧଟି ସମ୍ଭବତଃ ନିକଟବର୍ତ୍ତୀ ଘୋଡ଼ା କିମ୍ବା ଅସୁରକ୍ଷିତ କରିଡରରୁ ପ୍ରବେଶ କରିଥିଲା । ସୁରକ୍ଷା । କର୍ମୀମାନେ ଏହାକୁ ଧରି ବାହାରକୁ ଫିଙ୍ଗି ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ଏହା ପୁନର୍ବାର ପ୍ରବେଶ  କରିଥିଲା ଏବଂ ଦୁର୍ଘଟଣାବଶତଃ କିଛି ସାଂସଦଙ୍କ ସହିତ ଧକ୍କା ହୋଇଥିଲା । ସଂସଦରେ ରେ ଏହିପରି ଏକ ପଶୁ ପ୍ରବେଶ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥାଏ। ଏତେ କଡ଼ା ସୁରକ୍ଷା ସତ୍ତ୍ବେ, ସୁରକ୍ଷା ବାହିନୀ ଏକ ଗଧକୁ ଅଟକାଇବାରେ ବିଫଳ ହୋଇଥିଲେ। ଏହାର ଅର୍ଥ ହେଉଛି ଏକଗଧ ସଂସଦର ସୁରକ୍ଷା ଭାଙ୍ଗି ଭିତରକୁ ମୁକ୍ତ ଭାବରେ ବୁଲୁଛି। ଏହା ପ୍ରଥମ ଥର ପାଇଁ ଏପରି ତ୍ରୁଟି ନୁହେଁ। ୨୦୨୩ରେ, ଏକ ବୁଲା କୁକୁର ମଧ୍ଯ ସଂସଦରେ ପ୍ରବେଶ କରିଥିଲା, ଯାହା ପାକିସ୍ତାନର ସଂସଦୀୟ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲା। ଏପ୍ରିଲ ୨୦୨୩ରେ, ଏକ ଜଙ୍ଗଲୀ ସିଭେଟ ବିଲେଇ (ମୁସ) ଭଙ୍ଗା କାଚ ଦେଇ ସଂସଦ କାର୍ଯ୍ୟାଳୟରେ ପ୍ରବେଶ କରିଥିଲା । ଏହା ଛାତରୁ ଖସି ପଡ଼ି କର୍ମଚାରୀମାନଙ୍କୁ ଭୟଭୀତ କରିବା ଆରମ୍ଭ କରିଥିଲା । ଭିଡିଓଟି ଭାଇରାଲ ହୋଇଥିଲା। ଭିଡିଓରେ, ଉଊଇ କର୍ମଚାରୀମାନେ ଏହାକୁ ଧରିବା ପାଇଁ ଦୌଡ଼ୁଥୁବା ଦେଖାଯାଇଥିଲା । ସେମାନେ ଏହାକୁ ପୋଷାକରେ ଘୋଡ଼ାଇ ଧରିଥିଲେ। ତେଣୁ ପାକିସ୍ତାନ ସଂସଦ ରେ ଏପରି ଘଟଣା ଆଗରୁ ଘଟିଛି ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ବୋଲି ପାକିସ୍ତାନ ର ରାଜ ନିତି ବିଶେଷଜ୍ଞ ମାନେ ମତ ଦେଇଛନ୍ତି | ତେବେ ଆଗକୁ ଆଉ କେଉଁ ପଶୁ ପକ୍ଷୀମାନେ ପ୍ରବେଶ କରିବେ ତାହାକୁ ଦେଖିବାକୁ ବାକି ରହିଛି |

News Comment

You Might Also Like

BACK TO TOP