Breaking News

ପିକଅପ ଭେନ କୁ ଧକ୍କା ଦେଈ ବାଇକ ଚାଳକ ମୃତ ||   (16-Apr-2026)       ||      ରଙ୍ଗେଈଲୁଣ୍ଡା ବ୍ଳକର 17ଜଣ ସିଆରସିସି ମାନସିକ ଚାପର ଵଶବର୍ତ୍ତୀ ହୋଈ ବିଇଓ ଙ୍କୁ ଦେଲେ ସାମୁହିକ ଇସ୍ତଫାପତ୍ର |   (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ବାଇକ ଧକ୍କା ରେ ବରିଷ୍ଟ ନାଗରିକ ମୃତ |    (16-Apr-2026)       ||      ଗୋଶାଣୀ ନୂଆଙ୍ଗା ଥାନା ତରଫରୁ ବ୍ରହ୍ମପୁର ରେଳଷ୍ଟେସନ ନିକଟରେ 21କେଜି ଗଞ୍ଜେଇ, ଏକ ଅଟୋ ସହ ତିନି ଜଣକୁ ଗିରଫକଲା ପୋଲିସ |   (16-Apr-2026)       ||      ନାବାଳିକା କୁ ବସ ମଧ୍ୟରେ ଅସଦାଚରଣ କରି ରିଟାୟଡ଼ ଅଧ୍ୟାପକ ଗିରଫ |    (16-Apr-2026)       ||      ପୋଲସରା ଥାନା ପାତି ଗଡ଼ ଗ୍ରାମରେ ଚୋରିକରିବାକୁ ଆସିଥିବା ବୃଦ୍ଧାଙ୍କୁ କଲେ ଆକ୍ରମଣ |    (16-Apr-2026)       ||      ମାତୃଭାଷା ର ଐତିହ୍ୟ ସମ୍ପର୍କ ରେ ପାଠ ଚକ୍ର ||   (15-Apr-2026)       ||      ପୋଲସରା ବିଜ୍ଞାନ ମହା ବିଦ୍ୟାଳୟ ରେ ଆଠ ଦିନିଆ ଆତ୍ମ ରକ୍ଷା ତାଲିମ ଶିବିର ର ଶୁଭାରମ୍ଭ |   (15-Apr-2026)       ||      କୋଟିନଡ଼ା ଥାନା କନ୍ଧପଲି ନିକଟରେ ଗଛକୁ ଧକ୍କାଦେଇ ବାଇକ ଆରୋହୀ ମୃତ |    (15-Apr-2026)       ||      ପୋଲସରା ବିଜ୍ଞାନ ମହାବିଦ୍ୟାଳୟ ପକ୍ଷରୁ ରକ୍ତ ଦାନ ଶିବିର ଅନୁଷ୍ଠିତ |    (15-Apr-2026)       ||      ପୂର୍ବଶତ୍ରୁତାକୁ ନେଇ ଯୁବକ ଙ୍କୁ ନିର୍ମମ ହତ୍ୟା |    (15-Apr-2026)       ||      ସତାବନ ବର୍ଷ ରେ ବିବାହ ହେଲେ ଅଭିନେତା |    (15-Apr-2026)       ||      ମହା ବିଷୁବ ସଂକ୍ରାନ୍ତି ଉପଲକ୍ଷେ ମନ୍ଦାର ବେଶରେ ଦର୍ଶନ ଦେଲେ ମା ପାଟ ଖଣ୍ଡା |   (14-Apr-2026)       ||      ବିଶ୍ୱାସ ଓ ନିଷ୍ଠା ଦେଖାଇ 22ହାତ ନିଆଁ ଉପରେ ଚାଲିଲେ ମା ଅଁଳାଇ ଙ୍କ କାଳସୀ ଏବଂ ଶ୍ରଦ୍ଧାକୁ |    (14-Apr-2026)       ||      ପୁରୁଷୋତ୍ତମପୁର ସହର ସହିତ ବ୍ଳକର ବିଭିନ୍ନ ପଞ୍ଚାୟତରେ ଥିବା ମେରୁ ଯାତ୍ରା ଓ ହନୁମାନ ଜୟନ୍ତୀ ଶେଷ ହୋଇଛି |    (14-Apr-2026)       ||      ବୁଗୁଡ଼ାରେ ଗଞ୍ଜାମ କଳାକାର ଦିବସ -2026 ଅନୁଷ୍ଠିତ |   (14-Apr-2026)       ||      ବାଲିଗୁଡା ସହର ଓଏହାର ଆଖପାଖ ଅଞ୍ଚଳରେହନୁମାନ ଜୟନ୍ତୀ ଏବଂ ମହାବିଷୁବ ପଣା ସଂକ୍ରାନ୍ତି ଅନୁଷ୍ଠିତ |    (14-Apr-2026)       ||      ଭାଜପା ଘୁମୁସର ଏସିସି ମୋର୍ଚା ଜିଲ୍ଲା ସଭାପତି 2ଥର ହେଲେ ଗନ୍ଧ ମାର୍ଦନ ସେଠୀ |    (14-Apr-2026)       ||      କେନ୍ଦୁବାଡି ପଞ୍ଚାୟତରେ ଦୁତୀୟ ପର୍ଯ୍ୟାୟ ଜନ ଅଭିଯୋଗ ଶୁଣାଣି |   (13-Apr-2026)       ||     

ନିଜ ପୁଅ ସହିତ ଅନ୍ୟ ତିନିଜଣ ଙ୍କୁ ହତ୍ୟା କଲା ମାଆ,

08-Dec-2025

ପିଚାଶୀ ପାଲଟି ଗଲା ମାଆ , ନିଜ ପୁଅ, ପୁତୁରା ଓ ଦୁଇ ଭାଣଜୀ କୁ ହତ୍ୟା କରିଛି , ଘଟଣା ଟି ଅବିଶ୍ୱାସ ହେଲେବି ସତ୍ୟ, 

     ଓଡିଶା ଜନ ମତ ବ୍ୟୁରୋ,

ମାଆ ହେଉଛି ମମତା ମୟୀ, ତାର ମମତା ପାଇଁ ସେ ସବୁକିଛି କରିପାରେ ନିଜ ଜୀବନ ଦେଇପାରେ ଏବଂ ଅନ୍ୟର ଜୀବନ ମଧ୍ୟ ନେଇ ପାରେ ସେହେଉଛି ସର୍ବସଂହା, ଏପରି ଘଟଣା ଜୀବନରେ ବହୁତ କିଛି ଘଟିଛି | ହେଲେ ମାଆ ଯେ ଦିନେ ତାର ସନ୍ତାନର ଜୀବନ ନେଇପାରେ ତାହା ମଧ୍ୟ ଗୋଟିଏ କି ଦୁଇଟି ନୁହଁ ଏକାଥରକେ ଚାରି, ଚାରିଟି ସନ୍ତାନ ମାନଙ୍କର ,  ଜଣେ ନିଜପୁଅ , ଗୋଟିଏ ଭାଇର  ପୁଅ ଓ ଦୁଇ ଭାଣଜି ଙ୍କୁ,ଏକଥା ଅତି ବିରଳ ଭାବରେ ଦେଖାଯାଏ,ଓ ଶୁଣା ଯାଏ | ତେବେ ପୋଲିସ ର ତନାଘନା ପାରେ ସତ୍ୟ ଉନ୍ମୋଚନ ହୋଇଛି ଅନୁସନ୍ଧାନ ରୁ ଜଣା ପଡିଛି ଯେ ଶିଶୁଙ୍କ ସୁନ୍ଦରତା ସହିନପାରି ୪ ପିଲାଙ୍କୁ ହତ୍ୟା କରିଥିଲା ମାଆ | ଜଣେ ମହିଳାସିରିଏଲର କିମ୍ବା ସାଇକୋ କିଲର ଯିଏ କେବଳ ତାଙ୍କ ନିଜ  ପରିବାଗର ପିଲାମାନଙ୍କୁ  ହତ୍ୟା କରିଥିଲେ । ଏଥିରେ ତାଙ୍କ ନିଜ ପୁଅ  ମଧ୍ୟ ଅନ୍ତର୍ଭୁକ୍ତ । ଅର୍ଥାତ ତିନି ଝିଅ ଏବଂ ଗୋଟିଏ ପୁଅର ହତ୍ୟା, ଅର୍ଥାତ୍ ମୋଟ ଗରୋଟି ହତ୍ୟା କରିଥିବା ସେହି ମାଆ ଜଣଙ୍କ ପୋଲିସ ଆଗରେ ସତ ମାନିଛି ।ପୁଲିସ ହେପାଜ ତରେ ଥିବାବେଳେ ମହିଳା ଜଣଙ୍କ ନିଜ ମୁହଁକୁ ଲୁଚାଇ ଥିଲେ  । ମହିଳା ଜଣଙ୍କ ହେଲେ ହରିୟାଣା ର ସୋନିପଚର ବାସିନ୍ଦା ଅଟନ୍ତି | ପୁନମ୍  ରାଜନୀତି ବିଜ୍ଞାନରେଏମ ଏ କରିବା ସହିତ ବିଏଡ଼ କରିଛନ୍ତି | ତାର ଅର୍ଥ ସେ ଉଚ୍ଚଶିକ୍ଷିତ । ଏହା ସତ୍ତ୍ବେ ଏଭଳିକାଣ୍ଡ  ଘଟାଇବା ପୁନମ୍‌ଙ୍କ ନିଷ୍ଠୁରତା, ମାନସ ମୋହ  କିମ୍ବା ପାଗଳାମି ହୋଇପାରେ  । ଏହି ପାଗଳାମିର ସବୁ ସୀମା ଟପିଥିଲା ଡିସେମ୍ବର ୧ରୁ । ପୁନମ ଏବଂ ତାଙ୍କ ସମଗ୍ର ପରିବାର ଏକ ବିବାହ ପାଇଁ ତାଙ୍କ ମାମୁ ଘରକୁ ଆସିଥିଲେ । ଗତ ୧ ତାରିଖ ଅପରାହ୍ନରେ | ଘରୁ ବିବାହ ଶୋଭାଯାତ୍ରା ରେ ବାହାରକୁ ଯାଇଥିଲା । ଘରର ସମସ୍ତ ମହିଳା ହସ ଖୁସି ରେ ଅତିଥ ଭାବରେ  ବରଯାତ୍ରୀରେ ଯୋଗଦେବାକୁ ବାହାରି ଯାଇଥିଲେ ।କେବଳ ପୁନମଙ୍କ ଦ୍ୟାତୀତ ଅନ୍ୟ ସମସ୍ତେ ଯାଇଥିଲେ । ମାମୁଁଙ୍କ ଘରୁ ଫେରିବା ପରେ ପୁନମର ନଜର ପଡିଥିଳା ୬ବର୍ଷର ଝିଅ ବିଧି ଉପରେ । ବିଧିର ସୌନ୍ଦର୍ଯ୍ୟ ଦେଖି ପୁନମଙ୍କ ଭିତରେ ସୈତାନ ଜାଗ୍ରତ  ହୋଇଥିଲା । ପୁନମ୍ ସୌନ୍ଦର୍ଯ୍ୟକୁ ଘୃଣାକରୁଥିଲେ । ବିବାହ ବରଯାତ୍ରୀରେ ପୂନମ ବିଧକୁ ଦେଖିବା ମାତ୍ରେ ବିଧି ହଠାତ୍ ଅଦୃଶ୍ୟ ହୋଇଗଲା । ଏହାପରେ ଘର ଲୋକ ମାନେ ବିଧିକୁ  ଖୋଜିବା ଆରମ୍ଭ  କରିଥିଲେ । କିଛିଲୋକ ଘରର ଏକ କୋଠରୀରେ ପହଞ୍ଚି ଯାହା ଦେଖୁଲେ ତାହା ସମସ୍ତଙ୍କ ହୋସ୍ ଉଡାଇ  ଦେଇଥିଲା । ସେମାନେ ଦେଖୁଲେ ଯେ ଏକଟବର ଭିତରେ ବିଧୂର ମର ଶରୀର  ପଡିଛି | ପୁଲିସଯେତେବେଳେ ଘଟଣା ସ୍ଥଳରେପହଞ୍ଚିଥିଲା ପ୍ରଥମ ଦୃଶ୍ୟରେ ପୁଲିସ ବୁଝିଥିଲା ଯେ ଏତେ ଛୋଟ ଟବରେ ୬ବର୍ଷର ପିଲାଟି ନିଜେ ପଡିନଥବ । ଯେଉଁ ଘରେ ଟବ  ଥିଲା ତାହାର ଦ୍ଵାର ବାହାରୁ ବନ୍ଦ ଥିଲା ଏହି  ଦୁଇଟି ସୁରାକକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରି ପିଲାଟିକୁ କେହି ଜଣେ ହତ୍ୟା କରିଛନ୍ତି ବୋଲି ଭାବି ଥିଲା । ପୁଲିସ ଘରେ ଥିବା ସମସ୍ତମହିଳା ଙ୍କୁ ପଚରାଉଚରା କରିଥିଲା । ଏହି ସମୟରେଜଣାପଡି
ଥିଲା କି ପୁନମ ର କପଡା ଓଦାଥିଲା । ଅନ୍ୟ  ମହିଳା ମାନେ ମଧ୍ୟ ପୁନମଙ୍କୁ ପଚାରିଥିଲେ ତମର କପଡା ଓଦାକିପରିହେଲା । ପୁନମ କିନ୍ତୁ କୌଣସି ବାହାନା କରି କଥାଟିକୁ ଏଡାଇ ଦେଇଥିଲା |
ପୁଲିସ ଛାନ ଭିନଜୋରଦାର କରିବା ପାରେ ଜଣାପଡିଥିଲା
ଯେ ପୁନମ ବରଯାତ୍ରୀ ଯାଇନଥିଲା | ସିସି ଟିଭି ଯାଞ୍ଚ ସମୟରେ ପୁନମ ଅନେକ ଥର ଯାତାୟାତକରୁଥିବାର ନଜର ଆସିଥିଲା |  ପୋଲିସ ପୁନମ କୁ ବାରମ୍ବାର ଜେରାକରିଥିଲା ବେଳେ ପରିବାରଲୋକ କହିଥିଲେ  ଯେଗତ ଦୁଇ ବର୍ଷ ମଧ୍ୟରେ ପରିବାର ର ଅନ୍ୟ ତିନି ଶିଶୁଙ୍କର ମଧ୍ୟଏପରି
ଭାବରେ ମୃତ୍ୟୁ ହୋଇଛି |ଏକଥା ଶୁଣି ପୋଲିସ ପୁନମ କୁ ଘନ, ଘନ ଜେରା କଲାପରେ ଯେଉଁ ତଥ୍ୟ ସାମ୍ନାକୁ ଆସିଲା ସେକଥା ଶୁଣି  ପୋଲିସ ମଧ୍ୟ ଚକିତ ହୋଇ ଗଲା | ପୁନମଜଣେ ସାଇକୋ କିଲର ଏବଂ ଏଭଳି ଜଣେ ସିରିଏଲ କିଲର ଯିଏକି ନିଜର ତିନି ବର୍ଷର ପୁଅକୁ ମଧ୍ୟ ହତ୍ୟା କରିବାକୁ ପଛାଇନଥିଲା । ଚାରି ଚାରିଟି ନିଷ୍ପାପ ଶିଶୁଙ୍କୁ କାହିଁକି ହତ୍ୟା କରିଲ ବୋଲି ପୁନମଙ୍କୁ ପୁଲିସ ପଚାରିଥିଲା |ପୁନମ ର ଉତ୍ତର ଥିଲା ସୁନ୍ଦର ଶିଶୁଙ୍କୁ ମୁଁ ପସନ୍ଦ କରେନାହିଁ । ସେଥି
ପାଇଁ ସେମାନଙ୍କୁ ହତ୍ୟା କରିଲି, ଏହା ଶୁଣି ପୁଲିସ ମୁଣ୍ଡରେ ହାତ ଦେଇଥିଲା ।
ସୋନିପତ ରେ ରହୁଥିବା ପୁନମ, ପାନିପତରେ ରହୁଥିବା ନିଉଜଙ୍କୁ ୨୦୧୯ରେ ବିବାହ କରିଥିଲେ | ବିବାହ ପରେ ଖାଶୁଘରେ ରହି ପୁନମ ବିଇଡି ପାଠ ପଢିଥିଲେ । ୨୦୨୦ରେ ତାଙ୍କରଏକ ପୁଅ ହୋଇଥିଲା ଯାହାର ନାମ ଶୁଭମ । ଏଯାବତ ପୁନମଙ୍କ ଖୁସିଉ ସଂସାର ଠିକ୍ ଠାକ ରହିଥୁଲା । ପୁନମ ନିଜର ବାପାଘରେ ଏବଂ ଶାଶୁ ଘରେ ନିଜକୁ ସବୁଠାରୁ ସୁନ୍ଦର ବୋଲି ମାନୁଥିଲା ଏବଂ ଉଚ୍ଚଶିକ୍ଷିତ ଥିଲା । ପରିବାର ଆଗରେ ପୁନମଙ୍କ ବ୍ୟତୀତ ପିଲାମାନଙ୍କର ସୁନ୍ଦରତାକୁ ନେଇ ପ୍ରଶଂସା ହେବାର ଲାଗିବାରୁ ଏହା ପୁନମଙ୍କୁ କ୍ରୋଧିତ କରିଥିଲା । ପୁନମ ପ୍ରଥମେ ନିଜନଣନ୍ଦ ଙ୍କ ଝିଅକୁ ହତ୍ୟା କରିଥିଲା |  ଏହା କରିବା ବେଳେ ଶୁଭମ ଦେଖ୍ ଦେବାରୁ ତାହାକୁ ମଧ୍ୟ ପାଣି ଟାଙ୍କିରେ ବୁଡାଇ ହତ୍ୟା କରିଥିଲା ପୁନମ | ସେ ଏପରି ଆଉ ଦୁଇଜଣ ତାଙ୍କ ପରିବାର ଵିଧି ଓ ଅନ୍ୟ ଜଣେ ଝିଅକୁ ମାରି ଥିଲା | ସେ ମୋଟ ନିଜ ପୁଅ ସହିତ ଚାରି ଜଣଙ୍କୁ ହତ୍ୟା କରିଛି | ତା ବିରୁଦ୍ଧରେ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କୋର୍ଟ ଫାରୁଆଡ଼ କରିଛି | ପୁନମ ଏବେ ଜେଲରେ ରହିଛି, ତଥାପି ତାର ମନରେ    ଟିକିଏ ବି  ଅନ ଶୋଚନା ନାହିଁ  ତାର ଅତୀତ ର କଥା କୁ ଭାବନା କରି |

News Comment

You Might Also Like

BACK TO TOP