Breaking News

ପୁରୁଷୋତ୍ତମପୁର ବ୍ଲକରେ ବିଶ୍ୱ ନାଗରିକ ଦିବସ ପାଳିତ ||   (01-Oct-2026)       ||      72 ତମ ବନ୍ୟପ୍ରାଣୀ ସପ୍ତାହ --2026ପାଳିତ |   (01-Oct-2026)       ||      ଖଲ୍ଲିକୋଟ ରେ ବରିଷ୍ଟ ନାଗରିକ ଦିବସ ପାଳିତ |    (01-Oct-2026)       ||      ବଡ଼ ଡେଙ୍ଗନେଳି ନିକଟରେ ଭୁଶୁଡିଲା କଲଭର୍ଟ |   (01-Oct-2026)       ||      ତାରା ତାରିଣୀ ମନ୍ଦିର ପିଠରେ ମାଆଙ୍କ 16ଦିନ ପୂଜା ନେଇ ମନ୍ଦିର ପରି ଚାଳନା ବୈଠକ |    (01-Oct-2026)       ||      କୁମାରୀ ସ୍ଥିତ ସନ ସାଇନ ସ୍କୁଲ ରେ ହିନ୍ଦୀ ଦିବସ ପାଳିତ |   (01-Oct-2026)       ||      ପୁରୁଷୋତ୍ତମପୁର କନକା କ୍ଲଷ୍ଟର ର କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ |    (01-Oct-2026)       ||      ଛତ୍ରପୁର ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀତ ବରିଷ୍ଟ ନାଗରିକ ଦିବସ ପାଳିତ |   (01-Oct-2026)       ||      ଛତ୍ରପୁର ବାଇ ପାସ ରେ ମର୍ମଦନ୍ତୁ ସଡ଼କ ଦୁର୍ଘଟଣା ରେ ଜଣେ ମୃତ ଜଣେ ଗୁରୁତର |    (01-Oct-2026)       ||      ଆଞ୍ଚଳିକ ସାଧନ ସ୍ତରୀୟ, ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |    (01-Oct-2026)       ||      ବନ୍ଦ ଘରେ ଯୁବତୀଙ୍କ ଆତ୍ମହତ୍ୟା କାରଣ ଅସ୍ପଷ୍ଟ |   (01-Oct-2026)       ||      ପୋଲସରା ବିଜ୍ଞାନ କଲେଜ ରେ ତାଲୁକା ଆଇନ ସେବା କମିଟି ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ ||   (30-Sep-2026)       ||      ଘରକୁ ବାଇକରେ ଫେରୁଥିଲା ବେଳେ ଦନ୍ତା ହାତୀ କବଳ ରୁ ଅଳ୍ପକେ ବର୍ତ୍ତିଲେ 4ଯୁବକ ||   (30-Sep-2026)       ||      ପୁରୁଷୋତ୍ତମପୁର ବ୍ଳକ ଓ ଏନଏସିରେ ସରିଲା "ଆଙ୍ଗନ କା ଉତ୍ସବ କାର୍ଯ୍ୟକ୍ରମ |    (30-Sep-2026)       ||      ପାଣି ପାଇଁ ରାସ୍ତା ରୋକ କିଛି ଲୋକଙ୍କ ଚକ୍ରାନ୍ତ ରେ ହୋଈ ଥିଲା ବୋଲି ଚର୍ଚ୍ଚାହୋଇଥିଲା |    (30-Sep-2026)       ||      ତାରା ତାରିଣୀ ମନ୍ଦିର ରେ ଆସନ୍ତା ଷୋଡଶ ଉପଚାର ପୂଜା ନେଇ ଟ୍ରଷ୍ଟ ବୋର୍ଡ ର ବୈଠକ |    (30-Sep-2026)       ||      ଗଞ୍ଜାମ ଜିଲ୍ଲା ପାଳ ଙ୍କ ନିର୍ଦ୍ଧେଶ ବିନା ଡାକ୍ତରୀ ପରାମର୍ଶ ରେ ଗର୍ଭପାତ କଲେ ଔଷଧଦୋକାନୀ ଙ୍କ ଉପରେ ହେବ କାର୍ଯ୍ୟନୁଷ୍ଠାନ |    (30-Sep-2026)       ||      ତିନିଦିନ ଧରି ଗୁଆଳି ପୁର ଅଙ୍ଗନୱାଡି କେନ୍ଦ୍ର ରେ ଚାଲିଥିବା "ଆଙ୍ଗନା କା ଉତ୍ସବ `ର ସମାପନ |   (30-Sep-2026)       ||      ଓଡିଶା ଟି- 20ଲିଗ -ସିଏମ ଟଫି ଫାଇନାଲ ପାଇଁ ପ୍ରସ୍ତୁତ କେଉଁଝର ମାଇନର୍ସ ଓ ସମ୍ବଲ ପୁର ୱାରୀୟର୍ସ |    (30-Sep-2026)       ||      ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ର 110ତମ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ||   (30-Sep-2026)       ||     

ପାନୀୟ ଜଳର ଶୁଦ୍ଧତା ନଥିବା ଯୋଗୁଁ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଈ ହଷ୍ଟେଲ ଛାତ୍ର ର ମୃତ୍ୟୁ |

28-Sep-2026

ପାନୀୟଜଳରେ ଶୁଦ୍ଧତା ନଥିବା ଯୋଗୁଁ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ହଷ୍ଟେଲ ଛାତ୍ର ର ମୃତ୍ୟୁ !

*ଉଚ୍ଚସ୍ତରୀୟ ତଦନ୍ତ ଦାବି କଲେ ଅଭିଭାବକ ।।*

ଓଡ଼ିଶା ଜନମତ, ଛତ୍ରପୁର,ତା.୨୮ / ୯,

କେ.ସତ୍ୟନାରାୟଣ ରେଡ୍ଡୀ :----
ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠିତ ସ୍କୁଲ୍, କଲେଜ, ବୋର୍ଡିଙ୍ଗ-ସ୍କୁଲ୍, ଅବା ହଷ୍ଟେଲ ସୁଵିଧା ଥିବା ଜାଣି ଆର୍ଥିକ ସ୍ୱଚ୍ଛଳ ବର୍ଗର ଅଭିଭାବକମାନେ ନିଜ ନିଜ ର ପୁଅ, ଝିଅ ଙ୍କୁ ଲକ୍ଷଲକ୍ଷ ଟଙ୍କା ଦେଇ ପାଠ ପଢ଼ାଇବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି । ହଷ୍ଟେଲ ମାନଙ୍କରେ ପିଲାମାନଙ୍କୁ କିଭଳି ଯତ୍ନ ନେଉଛନ୍ତି, ବିଦ୍ୟାର୍ଥୀମାନଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ହେଉଛି, କି ନା` ଏପରିକି ସୁରକ୍ଷିତ ବ୍ୟବସ୍ଥିତ, ବିଶୁଦ୍ଧ ପାନୀୟ ଜଳ, ସ୍ୱଚ୍ଛ ପରିବେଶ, ଉତ୍ତମ ଖାଦ୍ଯପେୟ ଏବଂ ସମୟୋଚିତ ଚିକିତ୍ସା ସେଵା ସୁବିଧା, ଫାଷ୍ଟ-ଏଡ୍ ବ୍ୟବସ୍ଥା ଦୈନିକ ଜଣେ ଡାକ୍ତରୀ ଟିମ୍ ଙ୍କ ଅନୁସନ୍ଧାନ ଓ ନିରୀକ୍ଷଣ ବ୍ୟବସ୍ଥା ଉପଲବ୍ଧ ରହିବା ଆବଶ୍ୟକ । 
ଏହି ବ୍ୟବସ୍ଥିତ ନଥିବା ହେତୁ କେବେ ନା କେବେ କୌଣସି ହଷ୍ଟେଲ ମାନଙ୍କରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ଘଟିବା ଆଶଙ୍କା ରହିଛି । ଅନେକ ବିଦ୍ୟାର୍ଥୀ ରୋଗାକ୍ରାନ୍ତ ହୋଇ ମୃତ୍ୟୁ ବରଣ କରୁଛନ୍ତି ।
ସେ ସମ୍ପର୍କରେ ଅଭିଭାବକମାନେ ସବିଶେଷ ବୁଝାସୁଝା କରି  ହଷ୍ଟେଲ ମାନଙ୍କରେ ପିଲାଙ୍କୁ ଛାଡିବା ଉଚିତ୍ ବୋଲି ବିଶିଷ୍ଟ ଧର୍ମପରାୟଣ ବ୍ୟକ୍ତି ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ଛତ୍ରପୁର ଠାରେ ଏକ ପ୍ରେସ ମିଟ୍ ରେ ମତବ୍ୟକ୍ତ କରିଛନ୍ତି ।
କରପଡ଼ା ସରପଞ୍ଚ ଅଜୟ କୁମାର ନାୟକ, ବିଜେପି ନେତା ରାଜେନ୍ଦ୍ର କୁମାର ପଲେଇ, ଗଞ୍ଜାମ ଯୁବ ମୋର୍ଚ୍ଚା ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରୁଦ୍ର ପ୍ରସାଦ ମିଶ୍ର, 
ମା` ରାମଚଣ୍ଡୀ ମନ୍ଦିର ପୂଜା କମିଟୀ ର ସହ-ସଂଯୋଜକ ତୁଷାର କାନ୍ତ ଶତପଥୀ ପ୍ରମୁଖ ଏହି 
ପ୍ରେସମିଟ୍ ରେ ଯୋଗଦେଇ ହଷ୍ଟେଲ ମାନଙ୍କରେ ସୁ-ବ୍ୟବସ୍ଥିତ ଥିବା ସାଂଗକୁ ପାନୀୟ ଜଳରେ ଗୁଣବତ୍ତା ପରୀକ୍ଷା ଯାଞ୍ଚ କରିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ହେବା ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ।
   ଏଠାରେ ଉଲ୍ଲେଖଯୋଗ୍ୟ ଯେ` ବ୍ରହ୍ମପୁର ମହାନଗର ନିଗମ ର ନୀଳକଣ୍ଠନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହଷ୍ଟେଲ ରୁମରେ ରହି ପାଠ ପଢୁଥିବା ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ର ଶ୍ରୀମାନ୍ ନାୟକ "ଓମ୍"ଙ୍କ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ ଭୁବନେଶ୍ବର ଆପୋଲ୍ ହସ୍ପିଟାଲ୍ ରେ ଚିକିତ୍ସାଧିନ ଅବସ୍ଥାରେ ଓମ୍ ଙ୍କ ଗତ ତା.୨୧ / ୮/ ୨୦୨୬ ରିଖ ବିଳମ୍ବିତ ରାତ୍ରିରେ ମୃତ୍ୟୁ ଘଟିଛି । ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରି ଛାତ୍ର "ଓମ୍" ଙ୍କ ଅଭିଭାବକ କୃଷ୍ଣ ଚନ୍ଦ୍ର ନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
   ଏଠାରେ ସୂଚନା ଯୋଗ୍ୟ ଯେ` ମହାରାଜ କୃଷ୍ଣ ଚନ୍ଦ୍ର ନାୟକ ଙ୍କ ପୁତୁରା "ଓମ୍" ଛତ୍ରପୁର ନିକଟସ୍ଥ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ କରପଡ଼ା ଗ୍ରାମ ନିବାସୀ ବୋଲି କୁହାଯାଏ ।
   ଯାହାକି, ବ୍ରହ୍ମପୁର ମହାନଗରସ୍ଥ ନୀଳକଣ୍ଠନଗରରେ ଅବସ୍ଥାପିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହଷ୍ଟେଲ ବ୍ୟବସ୍ଥା ଉପରେ ଉକ୍ତ ଅଭିଭାବକ ଜଣକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଏନେଇ ସେ ହାଇକୋର୍ଟରେ କେଶ୍ ଲଢ଼ିବେ ବୋଲି ମତପ୍ରକାଶ କରିଛନ୍ତି ।
ଏଠାରେ ସ୍ୱଷ୍ଟ ଯେ` ବିଶୁଦ୍ଧ ପାନୀୟଜଳରେ ସମସ୍ୟା ଥିଲା, ଯାହା ପାନୀୟ ଜଳରେ ଗୁଣବତ୍ତା ଠିକ୍ ନଥିବା ଯୋଗୁଁ ଦୀର୍ଘ ଦିନ ଧରି ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇ "ଓମ୍" ଗତ ଅଗଷ୍ଟ ୨୧ ତାରିଖରେ ମୃତ୍ୟୁ ବରଣ କରିଥିବା ନେଇ ଉକ୍ତ ପ୍ରେସ ବିବୃତ୍ତିରେ ଛାତ୍ର ର ବଡ଼ ବାପା ଶ୍ରୀ ନାୟକ କହିଛନ୍ତି । ଗତ ତା.୫ / ୮ / ୨୦୨୬ ରିଖରେ କୌଣସି ସୂତ୍ରରୁ ଉକ୍ତ ଅଭିଭାବକ ଖବର ପାଇ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର କୁ ଯାଇ ହଷ୍ଟେଲ ରୁ ଶ୍ରୀ ନାୟକ ନିଜ ପୁତ୍ରା ଙ୍କୁ ଘରକୁ ନେଇ ଆସିଥିଲେ । ହଷ୍ଟେଲ ରେ ତାଙ୍କୁ ଦୀର୍ଘ ୪ ଦିନ ହେବ ଜ୍ୱର ଓ ବାନ୍ତି ରୋଗର ଲକ୍ଷଣ ଜନିତ ରୋଗ ଦେଖାଦେଇଥିଲା, କିନ୍ତୁ ହଷ୍ଟେଲ ୱାର୍ଡେନ ଏବଂ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଏ ବିଷୟରେ ଅଭିଭାବକ ଙ୍କୁ ଜଣାଇନଥିବା ଏବଂ ତାଙ୍କୁ କୌଣସି ଔଷଧ ପଥିକ ର ବ୍ୟବସ୍ଥା ର ପ୍ରୟୋଗ କରାଯାଇ ନଥିବା ଅଭିଯୋଗ ଆଣିଛନ୍ତି ।
  ଏଭଳି ଚରମ ଅବହେଳା ପାଇଁ ଉକ୍ତ ଛାତ୍ର ର ମୃତ୍ୟୁ ଘଟିଛି ବୋଲି କୁହାଯାଇଛି । ଏଥିପାଇଁ ସଂପୃକ୍ତ ଅଭିଭାବକ ହଷ୍ଟେଲ ୱାର୍ଡେନ ଏବଂ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଙ୍କୁ ସେ ଦାୟୀ କରିଛନ୍ତି । 
ଉଚ୍ଚ କର୍ତ୍ତୃପକ୍ଷ ତଥା ଗଞ୍ଜାମ ଜିଲ୍ଲାପାଳ ଏହାର ବିହିତ ତଦନ୍ତ କରି ସମ୍ପୃକ୍ତ ତଥା ଗଞ୍ଜାମ ଜିଲ୍ଲାରେ ଚାଲୁଥିବା ସମସ୍ତ ହଷ୍ଟେଲ ଯାଞ୍ଚ କରିବା ପାଇଁ ପ୍ରମୁଖ ଶିକ୍ଷାନୁଷ୍ଠାନ ଉପରେ ଅନୁସନ୍ଧାନ କରିବାକୁ ଉକ୍ତ ଅଭିଭାବକ ଏହି ପ୍ରେସମିଟ୍ ଜରିଆରେ ଦାବୀ କରିଛନ୍ତି ।।

News Comment

You Might Also Like

BACK TO TOP