Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଦର ଶାଖାରେ ରବି ଋଣ ଆରମ୍ଭ |

23-Oct-2025

ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ସଦର ଶାଖାରେ ରବି ଋଣ ଆରମ୍ଭ :ପ୍ରଥମ ଦିନରେ ୧ କୋଟି ୩ ଲକ୍ଷ ରବି ଋଣ ଲଗାଣ

ଓଡିଶା ଜନମତ,ଖୋର୍ଦ୍ଧା, ଗୋପାଳକୃଷ୍ଣ ପ୍ରଧାନ:

ଆଜି ଗୁରୁବାର ସଦର ଶାଖା କାର୍ଯ୍ୟାଳୟରେ କୃଷକ ମାନଙ୍କ ନିମନ୍ତେ ରବି ଋଣ ୨୦୨୫-୨୬ ଆରମ୍ଭ କରାଯାଇଅଛି। ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ନିତି ନିୟମ ଅନୁଯାୟୀ ସମିତିର ସଭ୍ୟ/ସଭ୍ୟା ମାନେ ଶାଖା କାର୍ଯ୍ୟାଳୟରୁ ସିଧାସଳଖ ଋଣ ଗ୍ରହଣ କରି ସେମାନଙ୍କର ଚାଷ କାର୍ଯ୍ୟରେ ବିନିଯୋଗ କରିବେ। ଏହି ଅବସରରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ସଭାପତି ଶ୍ରୀଯୁକ୍ତ ଅଭିଷେକ ସିଂ ସାମନ୍ତ,ସଦର ଶାଖାର ସଭାପତି ମାନସ ରଂଜନ ପ୍ରଧାନ,ସିଇଓ ତଥା ମୁଖ୍ୟ ନିର୍ବାହୀ ଅଧିକାରୀ ସାରଥି ଶତପଥୀ,ଏଜିଏମ୍ ସନ୍ଦିପ ପଟ୍ଟନାୟକ,ଲୋନ ମ୍ୟାନେଜର ତପନ କୁମାର ଚୈଧୁରୀ,ସଦର ଶାଖାର ମ୍ୟାନେଜର ଅଜୟ କୁମାର ଦାସ,ଏ.ଆଇ ଲଳିତ କୁମାର କର, ଖୋର୍ଦ୍ଧା ବ୍ଲକ ୟୁନିୟନର ସଭାପତି ତଥା କାଇପଦର ସେବା ସମବାୟ ସମିତିର ସମ୍ପାଦକ ଝଜ ସାମନ୍ତରାୟ,ପଲ୍ଲା-ତୋଟାପଡା ସମିତି ସମ୍ପାଦକ ନିତ୍ୟାନନ୍ଦ ଦାଶ,ପ୍ରଭାତ କୁମାର ପ୍ରହରାଜ, ପରମାନନ୍ଦ ନାୟକ, ( ବିଶ୍ବନାଥ ମହାରଣା, ଖୋର୍ଦ୍ଧା ଜିଲ୍ଲାର ସାଧାରଣ ସମ୍ପାଦକ ପୂର୍ବତନ  ସମ୍ପାଦକ )ଚିତ୍ତରଞ୍ଜନ ପରିଡ଼ା, ମାଧବ ସାହୁ, ଯୋଗେନ୍ଦ୍ର ସାହୁ,ନିର୍ମଳ ରାଉତ, ସନ୍ତୋଷ କୁମାର ସାହୁ, ଗଜଲକ୍ଷ୍ମୀ ସାହୁ,ଦିପକ ମିଶ୍ର ଇତ୍ୟାଦି ସମ୍ପାଦକ ମାନେ ଉପସ୍ଥିତ ଥିଲେ। ଆଜି ପ୍ରଥମ ଥର କୃଷକ ଭାଇ ଓ ଭଉଣୀ ମାନଙ୍କୁ ପ୍ରାୟ ୧ କୋଟି ୩ ଲକ୍ଷ ଟଙ୍କାର ରବି ଋଣ ଲଗାଣ କରାଯାଇଥିବା ସୂଚନା ଦିଆଯାଇଛି।ଏହି ଋଣ ଲଗାଣ ଫଳରେ ଚାଷୀ ମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା।ବ୍ୟାଙ୍କ ର ଏଭଳି ସଠିକ ସମୟରେ ସଠିକ ପଦକ୍ଷେପ ନେଇଥିବାରୁ ଚାଷୀମାନେ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କୁ ବେଶ ପ୍ରଶଂସା କରିଥିଲେ।

News Comment

You Might Also Like

BACK TO TOP