Breaking News

ଗଞ୍ଜେଇ ଜବତ ସହ ତିନି ଜଣଙ୍କୁ କୋର୍ଟ ଚାଲାଣ କଲା ହିଞ୍ଜିଳି ପୋଲିସ |    (12-Oct-2026)       ||      ବସ କଣ୍ଡକ୍ଟର କୁ ମରଣା ନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେମେଡିକାଲ ରେ ଭର୍ତ୍ତି |   (12-Oct-2026)       ||      ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |   (12-Oct-2026)       ||      ଫୋଟ ଗ୍ରାଫର ଅଶୋକ ରଥ ନେସନ ବିଲଡର ଆୱାର୍ଡ ରେ ସାମ୍ନାନୀତ |   (12-Oct-2026)       ||      ଦିଗାପଡା --ଢାମଣାଖୋଲ ରାସ୍ତା ଭିତ୍ତି ପ୍ରସ୍ତର ସ୍ଥାପନ କଲେ ବିଧାୟକ |   (12-Oct-2026)       ||      କେବେ ସୁଧୁରିବ ଡେ଼ମା ଗୁଡ଼ି ରାସ୍ତା, ଏବେବି ଭାରରେ ବୁହା ହେଉଛନ୍ତି ରୋଗୀ |    (12-Oct-2026)       ||      10ଦଫା ଦାବି ନେଇ ଗର୍ଜିଲେ ଅଙ୍ଗନୱାଡି କର୍ମୀ ଓ ସହାୟିକା |    (12-Oct-2026)       ||      ପୋଲସରା ପଞ୍ଚାୟତ ସମିତି ରେ ଜିଲ୍ଲପାଳ ଓ ଏସପି ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ |    (12-Oct-2026)       ||      ବେଲକଣା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଷ୍ଠିତ |   (12-Oct-2026)       ||      ବରଗଡ଼ ରେ ରାଜ୍ୟପାଳ ଙ୍କ ଦ୍ୱାରା ବୋଇଁ ସୁକନ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ |    (12-Oct-2026)       ||      ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||     

ନାଇଟ ଶୋର ଦାଣ୍ଡିଆ ନୃତ୍ୟ ରେ ନାଚିଲେ ଦର୍ଶକ |

12-Oct-2026

 ଦାଣ୍ଡିଆ ନା  ନାଇ ଶୋର  ନାଚରେ ଝୁମିଲେ ଦର୍ଶକ | 

ଓଡ଼ିଶା ଜନମତ, ଛତ୍ରପୁର, ତା.୧୨ / ୧୦ 

କେ.ସତ୍ୟନାରାୟଣ ରେଡ୍ଡୀ :-----
ଛତ୍ରପୁରର ଅଗ୍ରଣୀ ନୃତ୍ୟ ଅନୁଷ୍ଠାନ ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଏକ ମନୋଜ୍ଞ ପରିବେଶ ମଧ୍ୟରେ ଦାଣ୍ଡିଆ ନାଇଟ୍-ସୋ ଆୟୋଜିତ ହୋଯାଇଅଛି ।
 ଡ୍ରିମ୍ ଡ୍ୟାନ୍ସ ଏକାଡେମୀ ର ନିର୍ଦ୍ଦେଶକ ପୂର୍ଣ୍ଣଜୟ ଜେନା ଙ୍କ ପରିଚାଳନାରେ ଏହି ଦାଣ୍ଡିଆ ନାଇଟ୍ ସୋ ରେ ପ୍ରାୟ ୧୨ ଶହ ମହିଳା ଏବଂ ୪୦ ରୁ ଉର୍ଦ୍ଧ୍ବ ପୁରୁଷ ବନ୍ଧୁ ଅଂଶଗ୍ରହଣ କରି ଅଗଣିତ ଦର୍ଶକଙ୍କୁ ବିମୋହିତ କରିଦେଇଥିଲେ ।
ଯୁବକ-ଯୁବତୀ ଓ ମହିଳା ମାନେ ଭିନ୍ନ ଭିନ୍ନ ଧରଣର ରଙ୍ଗବେରଙ୍ଗ ପୋଷାକ ଓ ଶାଡ଼ି, ଲେହାଙ୍ଗା ପରିଧାନ କରି ଦାଣ୍ଡିଆ ନୃତ୍ୟରେ ସାମିଲ ହୋଇ ଆଧୁନିକ ଡିଜେ ଯନ୍ତ୍ର ଶ୍ୱବ୍ଦ ଧ୍ୱନିରେ ପରସ୍ପର ନାଚି ନାଚି ଝୁମିଲେ ।
ଏଥିରେ ଯୁବପୀଢ଼ିଙ୍କୁ ଅସୁମାରୀ ଉତ୍ସାହ ଆନନ୍ଦ ଦେଇଥିଲା । ଏକ ରଙ୍ଗିନ ଉତ୍ସବସ୍ଥଳୀରେ ପବିତ୍ର ଶାରଦୀୟ ନବରାତ୍ରୀ ପର୍ବ ପାଳନ ପ୍ରଥମ ରଜନୀ ଅବସରରେ ଆୟୋଜିତ ଦାଣ୍ଡିଆ ନାଇଟ୍ ସୋ- ଛତ୍ରପୁର ପୌରାଞ୍ଚଳ କୁ ଆଶ୍ଚର୍ଯ୍ୟ କରିଥିଲା ।
ବିଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ସମାହିତ ହୋଇ ଥିବା ଦାଣ୍ଡିଆ ନାଇଟ୍ ସୋ ଖୁବ୍ ଆଡ଼ମ୍ବର ପୂର୍ଣ୍ଣ ଥିଲା । ସଭିଁଏ ପୁଣି ଆଗମୀ ବର୍ଷ ପାଇଁ ଭେଟିବା ଆଶା କରିଛନ୍ତି । ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଏହି ଦାଣ୍ଡିଆ ନାଇଟ୍‌-ସୋ ର ଶୁଭାରମ୍ଭ କରିଥିଲେ ।।
ସମାଜସେବା ଦୀପକ ମୁଦୁଲି ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଆୟୋଜକ ଓ ଉଦ୍ୟାକ୍ତାଙ୍କୁ ସାଧୁବାଦ ଜଣାଇଥିଲେ ।
ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ଉପଦେଷ୍ଟା ବି.ଶ୍ରୀନିବାସ, ଶଙ୍କର ଚକ୍ଷୁ ଚିକିତ୍ସାଳୟ ର ସିଇଓ ଏସ. ଆନନ୍ଦ ରମଣ, ମେଡିକାଲ ଡାଇରେକ୍ଟର ସ୍ମିତାକ୍ରିଷ୍ଣା ମୂର୍ତ୍ତି, ଅପରେସନ ମ୍ୟାନଜର ଦେବାଶିଷ ଦାଶ, ୟୁଥ୍ ମାସ ସେବା ସଂଘ ର ସମ୍ପାଦକ ସୟେଦ ମୁକ୍ତାର, ଯୁବ ଜ୍ୟୋତିଷ ଶାସ୍ତ୍ର ବିତ୍ ଦୀପକ କୁମାର ଦାଶ  ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି କାର୍ଯ୍ୟକ୍ରମର ସାଫଲ୍ୟ ମଣ୍ଡିତ କରିଥିଲେ ।।

News Comment

You Might Also Like

BACK TO TOP