Breaking
News
Breaking
News
17-Dec-2024
ଜିଲ୍ଲପାଳ ଙ୍କ ଶବରପଲ୍ଲୀ ଠାରେ ଯୁଗ୍ମ ଅଭିଯୋଗ ଶୁଣାଣି ।
ଓଡିଶା ଜନମତ ବ୍ୟୁରୋ,
ଆର,ଉଦୟଗିରି - ଗଜପତି ଜିଲ୍ଲା ଆର -ଉଦୟଗିରି ବ୍ଲକ ଶବରପଲି ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି , ଏହି ଶୁଣାଣିରେ ମୋଟ 33 ଗୋଟି ଅଭିଯୋଗ ଆସିଥିବା ବେଳେ 4ଟି ବ୍ୟକ୍ତିଗତ ଅଭିଯୋଗ ଓ 29 ଟି ସାମୁହିକ ଅଭିଯୋଗ ଥିଲା,ଏବଂ ଜମିହୀନ ଲୋକଙ୍କୁ 17 ଗୋଟି ପଟ୍ଟା ପ୍ରଦାନ କରାଯାଇଥିଲା, ଜିଲ୍ଲାର ସମସ୍ତ ବିଭାଗର ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ, ଏହି ଶୁଣାଣିର ମୁଖ୍ୟ ଅଭିଯୋଗ ଗୁଡିକ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା କେଳେଙ୍କାରୀ, ଅଂଚଳ ଥିବା ରାସ୍ତା, ପାନୀୟଜଳ, ନେଟୱାର୍କ ସମସ୍ୟା ଇତ୍ୟାଦି, ଇତ୍ୟାଦି । ତେବେ ଏଗୁଡିକ ଉପରେ ପ୍ରଶାସନ କେବେ ଗୁରୁତ୍ୱ ଦେଇ କାର୍ଯ୍ୟ କାରି କରିବେ ସେନେଇ ଜନ ସାଧାରଣ ଙ୍କ ଅପେକ୍ଷା |
BACK TO TOP