Breaking News

ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||      ଶିକର ପାଇରେ ଭୈରବ ବାଲିଯାତ୍ରା, ନିଆଁ ମାଡି ମାନସିକ ପୁର୍ଣ କଲେ ଶ୍ରଦ୍ଧାଳୁ |   (09-Oct-2026)       ||      ତାରା ତାରିଣୀ କଲେଜ ରେ 24ଜଣଙ୍କ ନାମାଙ୍କନ ମଧ୍ୟରୁ ଜଣଙ୍କ ନାକଚ ||   (09-Oct-2026)       ||      ଅଙ୍ଗନ ୱାଡି କେନ୍ଦ୍ର ର ଅବ୍ୟବସ୍ଥା ସାମ୍ନାକୁ ଆଣିଲେ ସାମ୍ବାଦିକ ଙ୍କୁ ଧମକ ||   (09-Oct-2026)       ||      ଦୁଇ ଯୁବକଙ୍କ ମଧ୍ୟରେ ବଚସା ରୁ ଚୁରାମାଡ଼ ଜଣେ ମୃତ, ଜଣେ ଗୁରୁତର |    (09-Oct-2026)       ||      ସଭାପତି ଭାବେ ନିର୍ଦ୍ୱନ୍ଦ୍ୱ ରେ ବିଜୟୀ ହେଲେ ଖୋର୍ଦ୍ଧା ମହିଳା ମହାବିଦ୍ୟାଳୟ ର ସରସ୍ବତୀ ସାହୁ |   (09-Oct-2026)       ||      ବେଲଗୁଣ୍ଠା ରେ ବେଆଇନ ବନ୍ଧୁକ ଜବତ, ଜଣେ ଗିରଫ |    (09-Oct-2026)       ||      ଗଞ୍ଜାମରେ ମାଷ୍ଟର ଟ୍ରେନର ପାଇଁ, ଜିଲ୍ଲା ସ୍ତରୀୟ ତାଲିମ ଶିବିର |   (09-Oct-2026)       ||      ସେବା ସଂକଳ୍ପ ଅଭିଯାନ -2026 ଅନୁଷ୍ଠିତ ||   (09-Oct-2026)       ||      ଚିକିଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟର ସ୍ତରୀୟ ସୁରଭି -2026 ଅନୁଷ୍ଠିତ ||   (09-Oct-2026)       ||     

ତାରା ତାରିଣୀ ମନ୍ଦିର ତଳେ "ମାନବ ଅଧିକାର ମିଶନ `ଗଞ୍ଜାମ ଜିଲ୍ଲା ଶାଖା ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ |

03-Nov-2025

ତାରା ତାରିଣୀ ମନ୍ଦିର ତଳେ ଏ କଲ୍ୟାଣ ମଣ୍ଡପଠାରେ  "ମାନବ ଅଧିକାର ମିଶନ" ଗଂଜାମ ଜିଲ୍ଲା ଶାଖା ତରଫରୁ ଏକକର୍ମୀ ସମ୍ମିଳନୀଅନୁଷ୍ଠିତ,

         ଓଡିଶା ଜନ ମତ ବ୍ୟୁରୋ,

ପୁରୁଷୋତ୍ତମପୁରବ୍ଳକ ଅନ୍ତର୍ଗତ ତାରାତାରିଣୀ ମନ୍ଦିରପାଦ ଦେଶରେ ଥିବା ଏକ କଲ୍ୟାଣ ମଣ୍ଡପଠାରେ  ଗଞ୍ଜାମ ଜିଲ୍ଲା ଶାଖା ତରଫରୁ "ମାନବ      ଅଧିକାର  ମିଶନ ` କର୍ମୀ ସମ୍ମିଳନୀ ଏହିସଂସ୍ଥା ର ଜିଲ୍ଲା ସଭାପତିଶ୍ରୀଯୁକ୍ତ ଲୋକନାଥ ତ୍ରିପାଠୀ ଓ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ବିଜୟୀ କୁମାର ତ୍ରିପାଠୀ ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ  ମୁଖ୍ୟ ଅତିଥି ଭାବେ ମାନ୍ୟବରଓଡିଶା ଉଚ୍ଚ ନ୍ୟାୟାଳୟ, ଙ୍କ ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ପଦ୍ମ ଚରଣ ପଟ୍ଟନାୟକ  ଯୋଗଦେଇଥିଲେ ଏବଂ ସମ୍ମାନୀୟ ଅତିଥି ଭାବେ ଶ୍ରୀଯୁକ୍ତ ଶରତ କୁମାର ନାହାକ " NFITU & HMKP "କେନ୍ଦ୍ରୀୟ ଶ୍ରମିକ ସଂଗଠନର ରାଜ୍ୟ ସାଧାରଣ ସମ୍ପାଦକ , ଶ୍ରୀଯୁକ୍ତ ସୁମନ୍ତ କୁମାର ଚର୍ଚ୍ଚୀ, ଶିକ୍ଷକ ତଥା ବିଶିଷ୍ଟ ସାମାଜିକ କର୍ମୀ , ଶ୍ରୀଯୁକ୍ତ ରାଜୀବ ବିଷୋୟୀ , ଆଇନଜୀବି ମଞ୍ଚାସିନ ହୋଇଥିଲେ  । ଉକ୍ତ ସଭାରେ ସଂଗଠନର ଗଞ୍ଜାମ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଲୋକନାଥ ତ୍ରିପାଠୀ ସଂଗଠନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ , ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ବିଜୟ କୁମାର ତ୍ରିପାଠୀ ସଭାକାର୍ଯ୍ୟ ପରିଚାଳନା କରିଥିଲେ ।ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପଟ୍ଟନାୟକ ମହୋଦୟ ଉପସ୍ଥିତ କର୍ମୀମାନଙ୍କୁ  ମାନବ ଅଧିକାର ସମ୍ପର୍କିତ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହ ଏହାର ସଠିକ୍ କାର୍ଯ୍ୟକାରିତା /ନାଗରିକଙ୍କ ଅଧିକାର,କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ । ଅନ୍ୟତମ ଅତିଥି ଶରତ ନାହାକ ଆଗାମୀ ଦିନରେ ସମାଜରେ ଅବହେଳିତ ଓ ନିଷ୍ପେସିତ ହୋଇ ନ୍ୟାୟ  ପାଉନଥିବା ଗରିବ ଜନ ସାଧାରଣ ଏବଂ  ବିଶେଷକରି ପ୍ରବାସୀ ଶ୍ରମିକ, ମହିଳା ମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାନବ ଅଧିକାର ମିଶନ ଦୃଷ୍ଟି ଦେବାପାଇଁ  ଗୁରୁତ୍ୱାରୋପ କରିଥିଲେ | ସମାଜସେବୀ ଶ୍ରୀଯୁକ୍ତ ଚର୍ଚି ମହୋଦୟ ରକ୍ତଦାନ ଓ ଏହାର ଉପକାରିତା ଏବଂ ସୁସ୍ଥ ସମାଜର ଗଠନ ଦିଗରେ ବିବୃତି ରଖିଥିଲେ ।ଆସନ୍ତା ଦିନରେ "ମାନବ ଅଧିକାରମିଶନ  " ର କାର୍ଯ୍ୟକୁ ପଞ୍ଚାୟତ ସ୍ତରକୁ ପହଞ୍ଚାଇବା ସହ ଅବହେଳିତ,ପୀଡ଼ିତ ଲୋକଙ୍କୁ ନ୍ୟାୟ ପ୍ରଦାନ ଦିଗରେ ଉଦ୍ୟମ କରିବାକୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ଆଗ୍ରହ ପ୍ରକାଶ କରିଥିଲେ ।
ପରିଶେଷରେ "ମାନବ ଅଧିକାର ମିଶନ" ମୁଖ୍ୟ କାର୍ଯ୍ୟାଳୟ ନୂଆଁ ẞzzଦୀଲ୍ଲିସ୍ଥିତ ମୁଖ୍ୟ କାର୍ଯ୍ୟାଳୟରୁ ମନୋନୀତ ହୋଇଥିବା କାର୍ଯ୍ୟକର୍ତ୍ତା ଶ୍ରୀ ବିଶ୍ବରଂଜନ ପଣ୍ଡା ,ଶ୍ରୀ ଅଶୋକ କୁମାର ବିଶ୍ଵାଳ, ଶ୍ରୀ ସୁଦାମ ସାହୁ ,ଶ୍ରୀ ରବିନାରାୟଣ ପାଣିଗ୍ରାହି,  ବିଶ୍ୱରଞ୍ଜନ ବେହେରା,ଶ୍ରୀ ରବୀନ୍ଦ୍ର କୁମାର ପଣ୍ଡା ଙ୍କ ସମେତ ଅନେକ  କାର୍ଯ୍ୟକର୍ତ୍ତା ସେମାନଙ୍କ ପରିଚୟପତ୍ର ଅତିଥି ମାନଙ୍କ ହସ୍ତରୁ ଗ୍ରହଣ କରିଥିଲେ । ସମାଜ ସେବୀ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ସାହୁ ଏହି ସଭା ଆୟୋଜନ,ଓ ପରିଚାଳନା ନିମନ୍ତେ ସହଯୋଗ କରିଥିଲେ ।
ସର୍ବଶେଷରେ ସଭାପତିଙ୍କୁ ଧନ୍ୟବାଦ ଦେଇ ଶ୍ରୀଯୁକ୍ତ ତ୍ରିପାଠୀ ସଭା ସାଙ୍ଗ କରିଥିଲେ ।

News Comment

You Might Also Like

BACK TO TOP