Breaking News

ଭୈରବ ବାଲିଯାତ୍ରା ରେ ଛୁରୀ ମାଡ଼ କରିଥିବା 2ଅଭିଯୁକ୍ତ କୁ କୋର୍ଟ ଚାଲାଣ |   (11-Oct-2026)       ||      ମୃତକ ଙ୍କ ପରିବାର କୁ ସମବେଦନା ଜଣାଇବା ସହ ଦଳୀୟ କର୍ମୀଙ୍କ ସ୍ୱାସ୍ଥ୍ୟ ବସ୍ଥା ବୁଝିଲେ ବିଷମ କଟକ ବିଧାୟକ |   (11-Oct-2026)       ||      ଅସୁର କ୍ଷିତ ପ୍ରାଥମିକ ବିଦ୍ୟାଳୟ ପାଲଟିଛି ଅସମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳୀ ||   (11-Oct-2026)       ||      ବଜ୍ର କାପ୍ତା ଖପୁରି ବିକ୍ରିବେଳେ ତିନି ଜଣଙ୍କୁ ଗିରଫ କଲା ବନ ଭିଭାଗ |   (11-Oct-2026)       ||      କୁମାରୀ ପାରିରେ ବିଜେପିର ମାଗଣା ସ୍ୱାସ୍ଥ୍ୟ ଶିବିର ରେ ବିଧାୟକ ନିଜ ସ୍ୱାସ୍ଥ୍ୟ ପରୀକ୍ଷା କଲେ |   (11-Oct-2026)       ||      ସାତନଳ ଠାରେ "ସ୍ୱଛତ୍ତ୍ୱ ରୁ ଦିବ୍ୟତ୍ବ ` ଏବଂ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ |    (11-Oct-2026)       ||      ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିୟନ ର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ||   (11-Oct-2026)       ||      ରଙ୍ଗେଲ ଗୁଣ୍ଡା ମସ୍ତ୍ୟ ବିଜ୍ଞାନ ମହା ବିଦ୍ୟାଳୟ ରେ ଛାତ୍ର, ଛାତ୍ରୀ ଙ୍କ ନିମନ୍ତେ ସାମଗ୍ରୀକ ବିକାଶ କାର୍ଯ୍ୟକ୍ରମ |   (11-Oct-2026)       ||      ଦୁର୍ଗା ପୂଜାରେ ନୁଆଁ ଚମକ, ପଦ୍ମପୁର ରାଜବାଟି ରେ ସାଢ଼େ 6କେଜି ରୁପାରେ ତିଆରି ମୁକୁଟ ପିନ୍ଧିବେ ଦେବୀ |   (11-Oct-2026)       ||      ଲଉଡ଼ିଦର୍ହା କୁମାର ପୂର୍ଣ୍ଣିମା ପାଇଁ ସମନ୍ୱୟ ବୈଠକ ଅନୁଷ୍ଠିତ |   (10-Oct-2026)       ||      ଖଲ୍ଲିକୋଟ ପୋଲିସ ଦ୍ୱାରା ଖୋଜାପଲ୍ଲୀ ଚିତ୍ରସେନ ଜେନା ହତ୍ୟାକାଣ୍ଡ ର ଜଣେ ଆସମୀ ଗିରଫ |   (10-Oct-2026)       ||      ପାଇକମାଳ ମାଉସୀ ମା ମନ୍ଦିର ଠାରେ ଗାୟତ୍ରୀ ଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ ||   (10-Oct-2026)       ||      ଉତ୍କଳ ମଣୀ ଗୋପବନ୍ଧୁ ଦାଶ ଙ୍କ ଜୟନ୍ତୀ କରୁଣା କାନ୍ତି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ରେ ପାଳିତ ||   (10-Oct-2026)       ||      2026-ମଥୁରା କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      NGO ବର୍ଗରେଗ୍ଲୋବାଲ ସଷ୍ଟେନେବିଲିଟି ଆୱାର୍ଡ ପାଇଁ ISRD ଜାତୀୟ ସ୍ତର ରେ ପୁରସ୍କୃତ ||   (10-Oct-2026)       ||      କଂଗ୍ରେସ ପକ୍ଷରୁ ଗଣତନ୍ତ୍ର ବଞ୍ଚାଅ ନ୍ୟୟ ପଥେ ପଦଯାତ୍ରା ରଘୁନାଥ ପୁର ବ୍ଲକରେ ଅନୁଷ୍ଠିତ |   (10-Oct-2026)       ||      ଗଞ୍ଜାମ ଜିଲ୍ଲା ପାଳ ଛତ୍ରପୁର ବ୍ଳକର 5ଟି ପଞ୍ଚାୟତ କୁ ଟିବି ମୁକ୍ତ ଘୋଷଣା କଲେ |   (10-Oct-2026)       ||      ଗଞ୍ଜାମ ଜିଲ୍ଳାରେ ଧାନ ଫସଲ ରେ ରୋଗ ପୋକ ଲାଗି ବ୍ୟାପକ କ୍ଷତି |    (10-Oct-2026)       ||      ଶ୍ରୀମତୀ ସାଢ଼ି ଶାରଦା ରେଡ୍ଡୀ ଛତ୍ରପୁର ବ୍ଳକ ଅଧକ୍ଷା ଦାୟିତ୍ୱରେ ରହିଲେ |    (10-Oct-2026)       ||     

ବାତ୍ୟା ବର୍ଷା ପ୍ରଭାବରେ ଋଷିକୁଲ୍ୟା ନଦୀରେ ବଢୁଛି ବନ୍ୟା ପାଣି |

29-Oct-2025

ବାତ୍ୟା ମୋନ୍ଥା ର ପ୍ରଭାବରେ  ଋଷିକୁଲ୍ୟା ନଦୀରେ ପାଣି ବଢୁଛି, ବିପଦ ସଂକେତ ଛୁଇଁ ପାରେ,

       ଓଡିଶା ଜନ ମତ ବ୍ୟୁରୋ,

ବାତ୍ୟା ମୋନ୍ଥା ରପ୍ରଭାବରେ ଗଞ୍ଜାମ ଜିଲ୍ଲା ରେ ଯେଉଁ ବର୍ଷା ହୋଇଛି ସେମଧ୍ୟରୁ ପୁରୁଷୋତ୍ତମପୁର ବ୍ଳକ ର ପାଣ୍ଡିଆ ଛକ ରେ ପ୍ରବାହିତ ଋଷିକୁଲ୍ୟା ନଦୀରେ ପାଣି ବଢୁଛି ରାତ୍ରରେ ବିପଦ ସଂକେତ ଟପିପାରେ | ଯଦି ରାତ୍ରରେ ନଦୀରେ ପାଣି ଆସେ ତେବେ  ବିପଦ ସଂକେତ  ଟପି ପାରେ ବୋଲି ପାଣି ପରିମାପକ ଅଧିକାରୀ କହିଛନ୍ତି |ବିପଦ ସଂକେତ 16.74 ପଏଣ୍ଟ ରହିଥିଲା ବେଳେ ବର୍ତ୍ତମାନ 15.47 ପଏଣ୍ଟ ରହିଛି | କାରଣ ପାଣି ଯାହା ଆସୁଛି  ତାହା ବ୍ରିଜ ର ବହୁତ ତଳେ ଅଛି |କିଛି ବିଲ ମାଳରେ ବର୍ଷା ଓ ପାହାଡ଼ ର ପାଣି ଗଡି ଯାଇ ଚାଷ ଜମି ପ୍ରଭାବିତ ହୋଇଛି | କିନ୍ତୁ ଏପର୍ଯ୍ୟନ୍ତ ନଦୀ ପାଣି କିମ୍ବା ନାଳ ପାଣି  ଚାଷ ଜମିରେ ମାଡ଼ିନାହିଁ  | ରାତ୍ର ମଧ୍ୟରେ ନଦୀରେ ପାଣି ଆସିଲେ ସକାଳେ  ହୁଏତ ଚାଷ ଜମିରେ ମାଡିପାରେ ବୋଲି ଚାଷୀଙ୍କ ମତ |ତେବେ ପନିପରିବା ଚାଷ ପ୍ରଭାବିତ ହୋଇଛି |  ପୁରୁଷୋତ୍ତମପୁର ବ୍ଲଜ ର ଜାମୁନି, କୁମ୍ଭାରୀ, ଆଛୁଲି, ହାଣ୍ଡିଘର ଭୀମପୁର, ପାଣ୍ଡିଆ ମୋଡବାଇ, ପ୍ରତାପୁର, ଷୋଳଘର, ଭାଟକୁମାରଡା, ରାଇପୁର ଗ୍ରାମରେ ହୋଇଥିବା ବର୍ଷା ଦିନିଆ ପନି ପରିବା ବର୍ଷା ଯୋଗୁଁ ସମୁର୍ଣ କ୍ଷତିଗ୍ରସ୍ତ ହୋଇଛି | ସରକାର ଙ୍କ ଉଦ୍ୟାନ ଓ କୃଷି ବିଭାଗ ଏହାଉପରେ ଗୁରୁତ୍ୱ ଦେଈ ଚାଷୀଙ୍କ କ୍ଷତିକୁ  ସହାୟତା କରିବାକୁ ଚାଷୀଙ୍କ ଦାବି  |

News Comment

You Might Also Like

BACK TO TOP